• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Cremation
ସ୍ତ୍ରୀ-ପୁଅ ମରିଯିବା ପରେ...୯ ବର୍ଷ ହେଲାଣି ମଶାଣିରେ ରହୁଛି ଭଗବାନ

ଆଖି ସାମ୍ନାରେ ଚାଲିଗଲେ ସ୍ତ୍ରୀ ଆଉ ପୁଅ । ଝିଅ ବାହାଘର ପରେ ଘର ବି ଭାଙ୍ଗିଗଲା । ମୁଣ୍ଡ ଗୁଞ୍ଜିବାକୁ ଅଙ୍ଗନୱାଡି କେନ୍ଦ୍ରକୁ ଆଶ୍ରା କରିଥିଲେ ହେଲେ ସେଠାରୁ ବି ତଡି ଦେଲେ । ନିରାଶ୍ରୟ ହୋଇ ମଶାଣୀରେ ରହୁଛନ୍ତି ଭଗବାନ । ନାଳରୁ ପାଣି ପିଉଛନ୍ତି, ଯିଏ ଯାହା ଦେଲା ତାକୁ ଖାଉଛନ୍ତି

Ram Pothineni movie skanda trailer out
ପୁଣି ହଙ୍ଗାମା କରିବ ସାଉଥ୍ ଫିଲ୍ମ; ରିଲିଜ୍ ହେଲା 'ସ୍କନ୍ଦା'ର ଟ୍ରେଲର୍

ପୁଷ୍ପା, କେଜିଏଫ୍-୨, କାନ୍ତାରା ଏବଂ RRR ଭଳି ସୁପରହିଟ୍ ଫିଲ୍ମ ଦେବା ପରେ ସାଉଥ୍ ସିନେମା ଆଉ ଏକ ବଡ ଫିଲ୍ମ ସହିତ ପ୍ରସ୍ତୁତ ହେଉଛି। ଦକ୍ଷିଣର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍କନ୍ଦା' ଘୋଷଣା ହେବା ଦିନଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ଏବେ 'ସ୍କନ୍ଦା'ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଆସିବା ମାତ୍ରେ ହଇଚଇ ସୃଷ୍ଟି ହୋଇଛି।

Road Problem
ରାସ୍ତା ନୁହେଁ ବିଲ ! କେବଳ ଦରକାର ବଳଦ...ଲଙ୍ଗଳ

ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?

Salaar made a grand opening in America film collected over rs 3 crore
'ସାଲାର’ ରିଲିଜ୍ ହେବାକୁ ବାକି ଅଛି ମାସେ ପରେ; କଲାଣି ଏତେ କୋଟି ରୋଜଗାର

ପ୍ରଶଂସକଙ୍କ ସମେତ ନିର୍ମାତା ମଧ୍ୟ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ସାଲାର ପାର୍ଟ ୱାନ: ସିଜ୍‌ଫାୟାର୍'କୁ ନେଇ ବହୁତ ଆଶା ରଖିଛନ୍ତି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୫୦୦୦ରୁ ଅଧିକ ସ୍ଥାନରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ଆଲୋଚନା ମଧ୍ୟ ଜୋର୍ ଧରିଛି।

Clash erupts between BJD and BJP workers
5T ସଚିବଙ୍କୁ ବିରୋଧ ବେଳେ ଉତ୍ତେଜନା : ପୋଲିସ୍ ଉପସ୍ଥିତିରେ ଖଣ୍ଡଯୁଦ୍ଧ, ୪ ବିଜେପି କର୍ମୀ ଆହତ

ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପ୍ରାୟ ଅଧ ଘଣ୍ଟା ଧରି ଦିଗପହଣ୍ଡିରେ ଉତ୍ତେଜନା । ୪ ବିଜେପି କର୍ମୀ ଆହତ,MKCG ମେଡିକାଲରେ ଭର୍ତ୍ତି ।

health benefits of spine gourd for cholesterol diabetes and high blood pressure
Health Tips: କାଙ୍କଡରେ ରହିଛି ଏମିତି ଗୁଣ, ଓଜନ କମେଇବା ସହ କର୍କଟ, ମଧୁମେହ ରକ୍ତଚାପକୁ ନିୟନ୍ତ୍ରଣ କରିବ

କାଙ୍କଡ ଏପରି ଏକ ବିଶେଷ ପ୍ରକାରର ପନିପରିବା, ଯାହା ସାହାଯ୍ୟରେ କୋଲେଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣ କରିବାରେ ସହଜ ହୋଇଯାଏ। ତେବେ ଆସନ୍ତୁ ଏହି ପରିବାର ଅନ୍ୟାନ୍ୟ ଉପକାରିତା ବିଷୟରେ ଜାଣିନେବା।

blast
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୮ ଜୀବନ

ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ଭୁଶୁଡ଼ିଲା ।

Anubhav Patnaik takes
ସୌମ୍ୟଙ୍କର ଏହା ହତାଶ ଓ ନୈରାଶ୍ୟର ଭାବ: ଅନୁଭବ

ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ ପଟ୍ଟନାୟକ । ପ୍ରମାଣ ଦେଇଦେଲେ ରାଜନୀତି ଛାଡିଦେବି ବୋଲି କହିଲେ ଅନୁଭବ ।

councillor 
ଯିଏ ସରକାରୀ ଭତ୍ତା ପାଉନି...ନିଜସ୍ୱ ଟଙ୍କାରୁ ତାଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

ନେତା ହେବ ତ ଏମିତି । କାଗଜପତ୍ର ଅସୁବିଧା କାରଣରୁ ଗାଁର ଅନେକ ଲୋକ ପାଉନାହାନ୍ତି ଭତ୍ତା । ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁର କିଛି ଲୋକଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

5 things should never keep in bedroom as per vastu shastra
Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଶୋଇବା ଘର ହେଉଛି ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯାହାକୁ ଅଧିକାଂଶ ଲୋକ ନିଜ ଅନୁଯାୟୀ ସଜାନ୍ତି। ତେବେ ଶୋଇବା ଘରେ ବାସ୍ତୁର ନିୟମ ପାଳନ କରାଯିବା ନିହାତି ଜରୁରୀ। ଯଦି ଶୋଇବା ଘରେ ବାସ୍ତୁଦୋଷ ଦେଖାଦିଏ, ତେବେ ଲୋକଙ୍କ ଦାମ୍ପତ୍ୟ ଜୀବନରେ କଳି ଆରମ୍ଭ ହୋଇପାରେ ଏବଂ ଘରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ।

Florida Shooting
ଘୃଣାରୁ ଅନ୍ଧାଧୂନ ଗୁଳିମାଡ଼ : ୩ କୃଷ୍ଣକାୟ ବ୍ୟକ୍ତିଙ୍କୁ ଗୁଳିମାରି ଆତ୍ମହତ୍ୟା କଲା ହତ୍ୟାକାରୀ

Florida Shooting : ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛି

constable
ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କଲେ କନେଷ୍ଟବଳ

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

no basic amenities
ଯୁଆଡେ ଚାହିଁବ ସିଆଡେ ଅନ୍ଧାର, ସଞ୍ଜ ନଇଁଲେ ଏଠି ଖେଳିଯାଏ ଆତଙ୍କ

ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ । ଖୁଣ୍ଟରେ ସୀମିତି ବିଦ୍ୟୁତ ଆଲୋକ ସେବା ।

House Problem
ଘର ମିଳିଲାନି...ମୁଣ୍ଡ ଗୁଞ୍ଜିବାକୁ ବର୍ଜ୍ୟବସ୍ତୁ ଘରେ ରହୁଛି ପରିବାର

କାନ୍ଥରେ ଲେଖା ହୋଇଛି ଏଠାରେ ଅପରିଷ୍କାର ସାମଗ୍ରୀ ଆଣି ଫୋପାଡନ୍ତୁ । ହେଲେ ଏହି ଘରେ ରହୁଛି ପୂରା ପରିବାର । ଢୁ ଢୁ ବର୍ଷାରେ ଘର ଭାସିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ପାଇଲେନି ଆଶ୍ରା । ପଂଚାୟତ ଅଫିସ୍‌ ବର୍ଜ୍ୟବସ୍ତୁ ଘରେ ଏବେ ବିତୁଛି ଜୀବନ

 Panchang
Today Panchang 27th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ  (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୭ ତାରିଖ  ରବିବାର ।

Pandian-Soumyaranjan
ପୁଣି ସୌମ୍ୟଙ୍କ ଡାଇରେକ୍ଟ ଆଟାକ୍ ! ପାଣ୍ଡିଆନ୍‌ଙ୍କ ଗସ୍ତ ଖର୍ଚ୍ଚ ନେଇ କଲେ ସମାଲୋଚନା

5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।

Fake Currency
ପୋଲିସକୁ ସଫଳତା ! ଧରାପଡ଼ିଲା ଜାଲ ନୋଟ, ଦୁଇ ଗିରଫ

ଲୋକେ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି ।

Sanjukta Mahala - Srikant Sahu
ହାଇକୋର୍ଟରେ ସଂଯୁକ୍ତା ମହଲା, ବଢ଼ିଲା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ

ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।

Ganja
IIC-ଦୁଇ ହୋମଗାର୍ଡଙ୍କ ନାଁରେ NDPS ଆକ୍ଟରେ ମାମଲା

ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।

Dabugaon MLA
ହଟହଟା ହେଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

ଘଟଣାଟି ଗତ ୨୩ ତାରିଖର ବୋଲି କୁହାଯାଉଛି।

Rover Pragyan, ISRO, Chandrayaan3
ଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ୍‌, ଖୋଜୁଛି ଅଜଣା ତଥ୍ୟ.. ଦେଖନ୍ତୁ ନୂଆ ଭିଡିଓ

ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।

Jayant kumar Scientist
ଜୟନ୍ତ କୁମାର ହାଲଦାର, ଉପାନ୍ତ ମାଲକାନଗିରି ଅଂଚଳରୁ ଇସ୍ରୋ ବୈଜ୍ଞାନିକ

ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

government support
‘୧୨ ବର୍ଷ ହେଲାଣି ଆମକୁ ଠକିଚାଲିଛନ୍ତି ସରକାର’

ଆଜକୁ ୧୨ ବର୍ଷ ତଳେ ଭିଟାମାଟି ଓ ଚାଷ ଜମି ଛାଡ଼ି ପଳାଇଥିଲେ । ହେଲେ ଆଜିଯାଏଁ ସେମାନଙ୍କୁ ପ୍ରଶାସନ ଘର ଖଣ୍ଡିଏ ଦେଲା ନାହିଁ କି ସହୟତା କଲାନି । ଢୋ ଢୋ ବର୍ଷାରେ ଟ୍ରେନ୍‌ ଲାଇନ୍‌ କଡରେ ଏମିତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ

School Problem
ଆଶ୍ଚର୍ଯ୍ୟ ! କ୍ଲାସ୍‌ ରୁମ୍‌ ହେଲା ଚାକୁଣ୍ଡା ଗଛ ମୂଳ

ଚାକୁଣ୍ଡା ଗଛ ସାଜିଛି ସାହାଭରସା । ଏହାରି ତଳେ ଆଦର୍ଶ ବିଦ୍ୟାଳୟର ୮୦ ପିଲା ବସି ପଢୁଛନ୍ତି ପାଠ । ୨ ବର୍ଷ ହେଲାଣି ନୂଆ ଘର କାମ ହେଉଛି ଯେ ସରିବାର ନା ଧରୁନି । ପୁଣି ଯେଉଁ ସ୍କୁଲରେ ପାଠ ପଢା ହେଉଛି ବସିବାର ସୁବିଧା ନଥିବାରୁ ଚେତା ହରାଉଛନ୍ତି ପିଲା