• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର ସିଂହମାସ ଶ୍ରାବଣ  (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୭ ତାରିଖ  ରବିବାର ।

ଚନ୍ଦ୍ର- ଧନୁ ଅହୋରାତ୍ର

ତିଥି- ୧୧ଶୀ ରାତ୍ରି  ୦୯.୩୨ ଗତେ ୧୨ଶୀ

ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର

ଘାତ ବାର-ମେଷ

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୩୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭମି ଓ ଅନ୍ନଦାନ ନିଶାନ୍ତ ୦୫.୧୫ ଗତେ ଉତରାଷାଢ଼ା ୩ ପାଦ ।

ଶୁଭ ସମୟ

ପ୍ରାତଃ- ୦୫.୩୩ ରୁ ୦୯.୪୩                        
ଦିବା- ୦୧.୨୧ ରୁ ୦୧.୫୩
ସନ୍ଧ୍ୟା- ୦୬.୪୮ ରୁ ୦୯.୦୭
ରାତ୍ରି-୧୨.୧୧ ରୁ ୦୧.୧୪
ରାତ୍ରି- ୦୨.୪୧ ରୁ ୦୩.୧୫

ଅଶୁଭ ସମୟ

ରାହୁକାଳ- ଦିବା ୦୪.୨୯ ରୁ ୦୬.୦୨
କାଳ ବେଳା- ଦିବା ୧୧.୪୮ ରୁ ୦୧.୨୧
ବାର ବେଳା- ଦିବା  ୧୦.୧୪ ରୁ  ୧୧.୪୮
କାଳ ରାତ୍ରି- ୦୧.୧୪ ରୁ ୦୨.୪୧