• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର । ତିଥି- ୪ର୍ଥୀ ପ୍ରାତଃ୦୬.୧୨ ଗତେ ୫ମୀ (କ୍ଷୟ) ନିଶାନ୍ତ ୦୫.୩୩ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୨ ପାଦ- କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୩ ଗତେ ୧ ପାଦ କୃଷି ହାନି – ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୫.୪୧ ରୁ ୦୬.୨୮

ଦିବା- ୦୮.୩୮ ରୁ ୧୧.୧୨

ସନ୍ଧ୍ୟା- ୦୫.୩୦ ରୁ ୦୭.୦୧

ରାତ୍ରି- ୦୮.୩୨ ରୁ ୦୮.୪୫

ରାତ୍ରି- ୦୯.୩୩ ରୁ ୧୨.୦୦

ରାତ୍ରି- ୦୧.୩୭ ରୁ ୦୩.୧୫

ରାତ୍ରି-୦୪.୦୪ ରୁ ୦୫.୪୧

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର

ଅଶୁଭ ସମୟ

ରାହୁକାଳ - ଦିବା ୦୨.୩୨ ରୁ ୦୪.୦୧

କାଳ ବେଳା - ଦିବା ୦୧.୦୪ ରୁ ୦୨.୩୨

ବାର ବେଳା -ପ୍ରାତଃ ୦୭.୦୯ ରୁ ୦୮.୩୮

କାଳରାତ୍ରି –ସନ୍ଧ୍ୟା ୦୭.୦୧ ରୁ ୦୮.୩୨