Advertisment

ବଦଳିଲେ କଟକ ଜିଲ୍ଲାପାଳ, କାହାକୁ ମିଳିଲା ନୂଆ ଦାୟିତ୍ୱ ?

ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ଭବାନୀ ଶଙ୍କର

author-image
Prangyan Parimita
ଅଦ୍ୟତନ ହୋଇଛି
Cuttack Collector

Cuttack Collector

ବଦଳିଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ଭବାନୀ ଶଙ୍କର। ତେବେ ନରହରି ସେଠୀ କଟକ ଜିଲ୍ଲାପାଳ ହୋଇଛନ୍ତି । ଏବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଛନ୍ତି ନରହରି। ନରହରିଙ୍କ ସ୍ଥାନରେ ଭବାନୀ ଶଙ୍କର ଚୟନୀଙ୍କୁ ପଠାଯାଇଛି। ..

Advertisment

ଗତକାଲି ସରକାର ୫୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଥିଲେ। ଏହାକୁ ମିଶାଇଲେ ଗତ ୭ ଦିନ ମଧ୍ୟରେ ଜିଲ୍ଲା ସ୍ତରରେ ୩୦୦ରୁ ଅଧିକ ଓଏଏସ୍ ଅଫିସରଙ୍କ ବଦଳି ହୋଇସାରିଲାଣି। 

Advertisment
Cuttack Collector
Advertisment
Advertisment