/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701077455.jpg)
DRDO Recruitment 2023
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକ ନୂଆ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍ ଅଫିସର ପଦବୀ ପୂରଣ ହେବ।
Advertisment
ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାଏନ୍ DRDO ର ଅଫିସିଆଲ୍ ୱେବସାଇଟ୍ drdo.gov.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ DRDO Recruitment Apply for Project Admin Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
- ଅନ୍ଲାଇନ୍ ଆବେଦନ ଶେଷ – ୧୫ ଡିସେମ୍ବର ୨୦୨୩
ଖାଲି ପଦବୀ:
- ପ୍ରୋଜେକ୍ଟ ଷ୍ଟୋର୍ ଅଫିସର – ୧ଟି ପୋଷ୍ଟ୍
- ପ୍ରୋଜେକ୍ଟ ସିନିୟର ଆଡ୍ମିନ୍ ଆସିଷ୍ଟାଣ୍ଟ୍ – ୫ଟି ପୋଷ୍ଟ୍
- ପ୍ରୋଜେକ୍ଟ ଆଡମିନ୍ ଆସିଷ୍ଟାଣ୍ଟ୍ – ୫ଟି ପୋଷ୍ଟ୍
Advertisment
ଶିକ୍ଷାଗତ ଯୋଗ୍ୟତା:
- ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ସ୍ନାତକ କିମ୍ବା ମାଷ୍ଟର ଡିଗ୍ରୀ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- ସର୍ଟଲିଷ୍ଟ୍
- ସାକ୍ଷାତକାର
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ / OBC – ୧୦୦ଟଙ୍କା
- SC/ST/PwBD ଓ ମହିଳା – ଦେୟ ମୁକ୍ତ
ମାସିକ ଦରମା:
- ପ୍ରୋଜେକ୍ଟ ଷ୍ଟୋର୍ ଅଫିସର (PSO) – ୫୯,୨୭୬ ଟଙ୍କା
- ପ୍ରୋଜେକ୍ଟ ସିନିୟର ଆଡ୍ମିନ୍ ଆସିଷ୍ଟାଣ୍ଟ (PSAA) – ୪୭,୪୯୬ ଟଙ୍କା
- ପ୍ରୋଜେକ୍ଟ ଆଡମିନ୍ ଆସିଷ୍ଟାଣ୍ଟ (PAA) – ୩୫,୨୨୦ ଟଙ୍କା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)