• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

DMK MP
କେବଳ 'ଗୋ-ମୂତ୍ର' ରାଜ୍ୟରେ ବିଜେପି ନିର୍ବାଚନ ଜିତି ପାରିବ: DMK ସାଂସଦ

ବିଜେପି କେବଳ ଗୋ-ମୂତ୍ର ରାଜ୍ୟରେ ହିଁ ନିର୍ବାଚନ ଜିତିପାରିବ । ଏପରି ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି DMK ଏମପି ସେନ୍ତିଲ କୁମାର । ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ସେ ଗୋ-ମୂତ୍ର ପିଉଥିବା ଅଞ୍ଚଳ ଭାବେ ଅଭିହୀତ କରିଛନ୍ତି ।

Bijay Shankar Das
ଆବେଦନ ପତ୍ରରେ ତ୍ରୁଟି; ପ୍ରତ୍ୟୁଷାଙ୍କୁ ଏବେ ବିବାହ କରିପାରିବେନି ବିଜୟ ଶଙ୍କର

ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ କଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ ।

Sukhdev Singh Gogamedi
ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂଙ୍କୁ ଗୁଳିକରି ହତ୍ୟା

ରାଷ୍ଟ୍ରୀୟ ରାଜପୁତ କରନୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।

Chinese Website Banned
ସାବଧାନ !! ଏହି ୱେବସାଇଟ୍‌ରେ ଟଙ୍କା ଲଗାଉଛନ୍ତି କି..ହୋଇଯିବ ଆକାଉଣ୍ଟ ଖାଲି..

ଯଦି ଆପଣ କୌଣିସି ଚାଇନିଜ୍‌ ଆପ୍‌ରେ ପୁଞ୍ଜିନିବେଶ କରୁଛନ୍ତି, ତେବେ ସାବଧାନ ଆପଣ ଠକେଇର ଶିକାର ହୋଇପାରନ୍ତି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Revanth Reddy
ରେବାନ୍ତ ରେଡ୍ଡୀ ତେଲେଙ୍ଗାନା ସିଏମ୍; ଡିସେମ୍ବର ୭ ରେ ନେବେ ଶପଥ

ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ।

CID actor Dinesh Phadnis
ଇନିସପେକ୍ଟର ଫେଡ୍ରିକ୍ସଙ୍କ ପରଲୋକ, ଟିଭି ଜଗତରେ ଶୋକର ଛାୟା

ଇନିସପେକ୍ଟର ଫେଡ୍ରିକ୍ସ .. ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇ ଯାଇଛି ।

iPhone Thief
ଚୋର ବି ମେଣ୍ଟେନ୍‌ କରନ୍ତି କ୍ଲାସ୍, ଶସ୍ତା ଜିନିଷ କରୁନାହାନ୍ତି ଚୋରି !

ଆମେ ବି ଯେତେବେଳେ ଏମିତି ଖବରଟିଏ ଶୁଣିଲୁ ଆମକୁ ବି ସହଜରେ ବିଶ୍ୱାସ ହୋଇନଥିଲା । ଆଉ ଖୁବ୍‌ ହସ ଲାଗିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ‘ୱାଶିଂଟନ୍‌ ଡିସି’ରେ ।

Health System
ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ରାଜଧାନୀ ଉପକଣ୍ଠ ମେଡିକାଲରେ ନାହାନ୍ତି ଡାକ୍ତର

ନିର୍ଭର କରୁଛନ୍ତି ୬ ପଞ୍ଚାୟତର ୫୦ ହଜାର ଲୋକେ । ବିପଦଶଙ୍କୁଳ ପାଲଟିଲାଣି ଡାକ୍ତରଖାନା କୋଠା ।

Byju
ଦରମା ଦେବାକୁ ସଂଘର୍ଷ, ଘର ବନ୍ଧା ରଖିଲେ ବାଏଜୁ ପ୍ରତିଷ୍ଠାତା

କର୍ମଚାରୀଙ୍କୁ ଦରମା ନଦେଇ ପାରିବାରୁ ନିଜ ଘର ବନ୍ଧକ ରଖିଲେ । ଦେବାଳିଆ ହେବା ଅବସ୍ଥାରେ ଶିକ୍ଷା ପ୍ଲାଟଫର୍ମ ବାଏଜୁ ।

Selfie Point In College and University
ସବୁ ବିଶ୍ୱବିଦ୍ୟାଳୟରେ ହେବ ସେଲ୍ଫି ପଏଣ୍ଟ, ଲାଗିବ ମୋଦିଙ୍କ ଫଟୋ

ଯୁବକମାନଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । 

Chhattisgarh Election Result
ଛତିଶଗଡ଼ରେ ଓଡ଼ିଆ ନେତାଙ୍କ କମାଲ, ଦୁଇ ଥରର ବିଧାୟକଙ୍କୁ କଲେ ପରାସ୍ତ

​​​​​​​ଛତିଶଗଡ଼ରେ ଜନତାଙ୍କ ମନ ଜିଣିଲେ ଜଣେ ଓଡ଼ିଆ ନେତା । ପ୍ରଥମ ଥର ନିର୍ବାଚନ ଲଢ଼ି ଜିତିଲେ ବିଧାୟକ ପଦ ।

Prathamastami 2023
Prathamastami 2023: ହଳଦିପତର ଆଉ ଛେନା ପୁର ଏଣ୍ଡୁରିର ମହକରେ ପୂରି ଉଠୁଛି ଘର

ଆଜି ଓଡ଼ିଶାର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ। ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର।

Today Panchang 1st Dec 2023
Today Panchang 5th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୩୭ ଗତେ ୯ମୀ ।

Cyclone Michuang
୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ରେକର୍ଡ, ଘରେ ବାହାରେ ସବୁଠି ପାଣି

ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ।

Mamata Banerjee
I.N.D.I.A. ମେଣ୍ଟରେ ଦେଖାଦେଲା କି ଫାଟ ? ଆଭଏଡ୍‌ କଲେଣି ମମତା...

ଦିନକ ପରେ ଦିଲ୍ଲୀରେ ବସିବ ଏହି ବିରୋଧୀ ମେଣ୍ଟର ବୈଠକ । ବୈଠକରେ ଯୋଗ ଦେବେନାହିଁ ବୋଲି କହିଲେ ମମତା ବାନାର୍ଜୀ ।

Chandrayaan 3
ଚନ୍ଦ୍ର ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା, ପୃଥିବୀ ଫେରିଲା ପ୍ରୋପଲସନ ମଡ୍ୟୁଲ

ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା ।

Chennai Flood
ଚାଷୀ କାନ୍ଦିଲେଣି, ଯୁଆଡ଼େ ଦେଖିବ ସିଆଡ଼େ ପାଣି; ଘର ଦୁଆର ବୁଡ଼ିଗଲାଣି, କାର୍ ଭାସିଲାଣି !

ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ବି ସୂଚନା ମିଳିଛି

Cyclone Alert
ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗଜୋମ’

ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାପାଟଲା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ଅତିକ୍ରମ କରିବ ବାତ୍ୟା ।

Srimandir
ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର, ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି

ପ୍ରଥମାଷ୍ଟମୀ ପାଇଁ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜାର୍ଚ୍ଚନା । ବଡ଼ ପୁଅ ଝିଅଙ୍କୁ ନୂତନ ବସ୍ତ୍ର ପିନ୍ଧାଇ କରାଯାଏ ବନ୍ଦାପନା ।

What is world soil day how to save soil
World Soil Day 2023: ମାଟି ସୁରକ୍ଷିତ ହେଲେ ଜୀବନ ସୁରକ୍ଷିତ: ଜାଣନ୍ତୁ ମୃତ୍ତିକା ସଂରକ୍ଷଣର ୬ଟି ଉପାୟ

ମାଟି ସୁରକ୍ଷିତ ରହିଲେ ହିଁ, ଜୀବନ ରହିବ ସୁରକ୍ଷିତ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଲୋକମାନଙ୍କୁ ମୃତ୍ତିକାର ଏହି ମହତ୍ତ୍ୱକୁ ଜଣାଇବା ଏବଂ ମାଟିର ଗୁଣ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୫ ଡିସେମ୍ବରରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ କରାଯାଏ।

Prathamastami 2023 Science behind endure pitha
Prathamastami 2023: କାହିଁକି ଖାଇବେ ହଳଦୀପତ୍ର ଏଣ୍ଡୁରି ପିଠା; କ’ଣ ରହିଛି ବୈଜ୍ଞାନିକ କାରଣ

ପ୍ରଥମାଷ୍ଟମୀ ହଳଦୀପତ୍ର ଦିଆ ଏଣ୍ଡୁରି ପିଠାର ମହତ୍ତ୍ୱ ରହିଛି। ହଳଦୀପତ୍ର ଦିଆ ଏଣ୍ଡୁରି ପିଠା ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ଆସନ୍ତୁ ଜଣିବା ପ୍ରଥମାଷ୍ଟମୀରେ କାହିଁକି ହୁଏ ଏଣ୍ଡୁରି ପିଠା।

Virat Kohli
ଲଣ୍ତନରେ ଫ୍ୟାମିଲି ସହ କ୍ୱାଲିଟି ଟାଇମ୍‌ ବିତାଉଛନ୍ତି କିଙ୍ଗ କୋହଲି..ଫଟୋ ଭାଇରାଲ୍‌

ବିଶ୍ୱକପ୍‌ରେ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍‌ ଇଣ୍ତିଆ ଟ୍ରଫି ଜିତିପାରିନଥିଲା । ଏହାପରେ ସେ କ୍ରିକେଟ୍‌ରୁ କିଛିଦିନ ବିଶ୍ରାମ ନେଇ ଲଣ୍ତନରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।

Fish Net
ଜମୁଛି କଟକ ବାଲିଯାତ୍ରା; କୋଲକାତା ମାଛଜାଲର ସ୍ୱତନ୍ତ୍ର ଚାହିଦା

ଯାହା କେଉଁଠି ମିଳେନି, ତାହା ବାଲିଯାତ୍ରାରେ ମିଳେ । ସେ ସୁସ୍ୱାଦୁ ଖାଦ୍ୟ ହେଉ ଅବା ଘରକରଣା ସାମଗ୍ରୀ ।

Tatoo Trend
ବାଲିଯାତ୍ରାରେ ଟାଟୁର କ୍ରେଜ୍; ବିଭିନ୍ନ ଡିଜାଇନର ଟାଟୁ ତିଆରୁଛନ୍ତି ଟାଟୁଶିଳ୍ପୀ

ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର ।

Narendra Modi
ମୋଦିଙ୍କ ଘୋଷଣା, ବଦଳିବ ଭାରତୀୟ ନୌସେନାର ସମସ୍ତ ରାଙ୍କର ନାଁ

ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପ୍ରସଙ୍ଗ ଉଠାଇ, ନାଭାଲ୍ ସିପରେ ଦେଶର ପ୍ରଥମ ମହିଳା କମାଣ୍ଡରଙ୍କୁ ନିଯୁକ୍ତି ପାଇଁ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result