/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700977174.jpg)
Today Panchang
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର। ଚନ୍ଦ୍ର- କର୍କଟ ରାତ୍ରି ୦୯.୩୬ ଗତେ ସିଂହ ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୨୭ ଗତେ ୭ମୀ। ଘାତଚନ୍ଦ୍ର- ରାତ୍ରି ୦୯.୩୬ ଗତେ କର୍କଟ ଓ ମକର ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୭.୨୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୬.୫୩ ରୁ ୦୯.୦୩
ଦିବା- ୧୨.୫୭ ରୁ ୦୨.୫୨
ଦିବା- ୦୩.୩୫ ରୁ ୦୩.୪୧
ରାତ୍ରି- ୦୭.୪୦ ରୁ ୦୯.୨୫
ରାତ୍ରି- ୧୨.୦୨ ରୁ ୦୧.୧୪
ରାତ୍ରି- ୦୨.୫୩ ରୁ ୦୬.୧୦
ଅଶୁଭ ସମୟ
ରାହୁକାଳ - ଦିବା ୦୩.୪୧ ରୁ ୦୫.୦୨
କାଳବେଳା- ଦିବା ୧୧.୩୬ ରୁ ୧୨.୫୭
ବାରବେଳା- ଦିବା ୧୦.୧୪ ରୁ ୧୧.୩୬
କାଳରାତ୍ରି- ରାତ୍ରି ୦୧.୧୪ ରୁ ୦୨.୫୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)