Rash Driving: ପଛୁଆ ପଛୁଆ ଚାଲୁଛି କାର୍ । ଭିଡ଼ିଓ ଦେଖିଲେ ହେବେ ଚକିତ । ୨ କିମି ପଛୁଆ ଯାଇ ପୋଲିସକୁ ଦେଲେ ଚକ୍ମା ...
ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।
ଓଡ଼ିଶା ପୋଲିସ୍ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ପୋଲିସ୍ ବିଭାଗ(OPD) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।
ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା।
ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି।
ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।
ଅଜୟ ଦେବଗନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ସୁପରନେଚ୍ୟୁରାଲ୍ ହରର୍ ଥ୍ରୀଲର ଫିଲ୍ମ ‘ଶୈତାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର୍ ରିଲିଜ କରିଛନ୍ତି, ଯାହା ଖୁବ୍ ଦମଦାର୍ ହୋଇଛି। ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ଏକ ଶୈତାନ ଶକ୍ତିରୁ ରକ୍ଷା କରୁଥିବା ଦେଖିବାକୁ ମିଳୁଛି।
ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।
ଧନୀ ବାପାମାଆଙ୍କ ଅଲିଅଳି ପୁଅର ବେପରୁଆ ଗାଡ଼ିଚାଳନା। ଦ୍ରୁତଗତିରେ ଗାଡ଼ି ଚଳାଇବା ସହ ରାସ୍ତାରେ ଉଡ଼ାଇଲେ ବିଡ଼ା ବିଡ଼ା ଟଙ୍କା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
NICUରେ ଶିଶୁଟି କାନ୍ଦିବାରୁ ତା’ର କାନ୍ଦ ବନ୍ଦ କରିବା ପାଇଁ ପାଟିରେ ଟେପ୍ ଲଗାଇ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ ବାପ-ପୁଅ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ।
ସବୁ କ୍ରିକେଟର ବିମାନବନ୍ଦର ବାହାରକୁ ଆସିବାର ମୁଁ ଦେଖେ। ହେଲେ ମୋତେ କେହି ଦୃଷ୍ଟି ଦିଅନ୍ତି ନାହିଁ। ସେମାନେ ମୋତେ ଦେଖିବେ ବା କାହିଁକି? ମୁଁ ସାମାନ୍ୟ ସିକ୍ୟୁରିଟି ଗାର୍ଡ।
ଗତକାଲି ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ।
ଗାଡିରେ ଥିବା BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।
ମନୋହର ଜୋଶୀ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ।
ଏହି ଡିଭାଇସରେ ଏକ ଲାଲ ଲାଇଟ୍ ଜଳୁଥିଲା । ଏଥିରେ ଏକ ବେଲୁନ ମଧ୍ୟ ବନ୍ଧା ଯାଇଥିଲା । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖା ଯାଇଥିଲା ।
ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶୁକ୍ରବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୭.୨୫ ଗତେ ସିଂହ। ତିଥି- ୧୪ଶୀ ଦିବା ୦୩.୩୪ ଗତେ ପୂର୍ଣ୍ଣିମା।
ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି ।
ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।
ଚାଷ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ଆନ୍ଦୋଳନ । ସ୍ଥାୟୀ ମରାମତି ପ୍ରତିଶ୍ରୁତି ଦେଲେ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ।
ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି।
ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ । ନିର୍ମାଣ ସରିଥିଲେ ବି ହୋଇନି ପାଣି ଓ ବିଦ୍ୟୁତ ସଂଯୋଗ ।
ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
ରାଜ୍ୟ ଆଇନ ବିଭାଗର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ଉକ୍ତ ଅଭିଯୁକ୍ତ ଜଜ୍ଙ୍କୁ ହାଇକୋର୍ଟ ପକ୍ଷରୁ ବର୍ତ୍ତମାନ ପାଇଁ ବ୍ୟାନ୍ କରାଯାଇଛି । ଏହାସହ ଷ୍ଟେସନ୍ ଛାଡ଼ି ବିନା ଅନୁମତିରେ କୁଆଡ଼େ ନଯିବା ପାଇଁ ମଧ୍ୟ କୁହାଯାଇଛି ।