ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l
ହଷ୍ଟେଲରେ ଘଟିଥିବା ଏ ଘଟଣାକୁ ନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିବାରୁ ପରିବାର ସହ ଏନେଇ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ବିଶେଷ କରି କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଭୁଲ ଖାଦ୍ୟ ଅଭ୍ୟାସ ଯୋଗୁଁ ଲୋକମାନେ କିଡ୍ନୀ ରୋଗର ଶିକାର ହେଉଛନ୍ତି। ତେବେ ଡାକ୍ତରଙ୍କ କହିବାନୁସାରେ, ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ ହୁଏ ଏବଂ ଏହାର ଚିକିତ୍ସା ଆରମ୍ଭ ହୁଏ, ତେବେ ରୋଗୀର ଜୀବନ ଦୀର୍ଘାୟୁ ହୋଇପାରେ।
ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି ।
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୨୨ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି - ୧୩ଶୀ ଦିବା ୦୧.୨୧ ଗତେ ୧୪ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
ଦୀର୍ଘ ୬ ବର୍ଷ ପରେ ଦୁନିଆର ସବୁଠାରୁ ଡେଙ୍ଗା ଓ ସବୁଠାରୁ ଗେଡା ବ୍ୟକ୍ତି କାଲିଫର୍ନିଆରେ ଏକାଠି ହୋଇଛନ୍ତି ଆଉ ଜଳଖିଆ କରିଛନ୍ତି। ତୁର୍କୀର ସୁଲତାନ କୋସେନ୍ ଏବଂ ଭାରତର ଜ୍ୟୋତି ଆମ୍ଜେଙ୍କ ମଧ୍ୟରେ ଉଚ୍ଚତାରେ ୬ ଫୁଟର ପାର୍ଥକ୍ୟ ରହିଛି।
ବାସ୍ତୁ ନିୟମ ଅନୁସାରେ ନିର୍ମାଣ ହୋଇଥିବା ଭବନ ସବୁବେଳେ ଆଧାର କଲ୍ୟାଣକାରୀ ହୋଇଥାଏ। କିନ୍ତୁ ଏହାର ନିୟମ ଯଦି ଅବହେଳିତ ହୋଇଥାଏ ତେବେ ଏଠାରେ ରହୁଥିବା ବ୍ୟକ୍ତିଙ୍କ ପକ୍ଷରେ ବିନାଶକାରୀ ହୋଇଥାଏ। ବାସ୍ତୁ ନିୟମରେ ନିର୍ମାଣ ଗୃହରେ ଉଭୟ ମାନସିକ ଓ ଶାରୀରିକ ସୁଖ ମିଳିଥାଏ।
ବିଶାଳ ଆନାକୋଣ୍ଡାର ଓଜନ ୨ କ୍ୱିଣ୍ଟାଲ୍ ରହିଛି । ଯାହା ଭାବିଲେ ମଧ୍ୟ ଆପଣଙ୍କୁ ଭୟ ଲଗିବ । କାରଣ ୨୬ ଫୁଟ୍ ଲମ୍ବ ସହ ୨ କ୍ୱିଣ୍ଟାଲ୍ ଓଜନର ଆନାକୋଣ୍ଡା କେତେ ଯେ ବଡ଼ ଆପଣ ଅନୁମାନ କରିପାରୁଥିବେ ।
ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍ ପାଇବ ବାରବାଟୀ ଷ୍ଟାଡିୟମ।
ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ ।
୨୪ ନିର୍ବାଚନ ପୂର୍ବରୁ କର୍ମୀଙ୍କ ଭିତରେ ଜୋଶ୍ ଭରିଲେ, ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ବି ନିଶାନା କଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା।
ପାଣିପାଗ ବିଶେଷଜ୍ଞଙ୍କ ମତ, ଫେବ୍ରୁଆରୀରେ ଏଭଳି ତାତି ରାଜ୍ୟରେ ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ରେ ଭୁବନେଶ୍ୱରରେ ଫେବ୍ରୁଆରୀ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା ।
ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ।
ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।
ଛାତ୍ର ଜଣକ ଏଥିପାଇଁ ମାସିକ ପ୍ରାୟ ୧୨୦୦ ଡଲାର୍ ଖର୍ଚ୍ଚ କରିଥା’ନ୍ତି । ଯାହା କି ଭାରତୀୟ ଟଙ୍କାରେ ୯୯ ହଜାର ୬୩୧ ଟଙ୍କା । ହେଲେ ସେଠାରେ ସେ ଏକ ଆପାର୍ଟମେଣ୍ଟ ଘରଭଡ଼ା ନେବାକୁ ହେଲେ ତାଙ୍କୁ ପ୍ରାୟ ୨୧ଶହ ଡଲାର ଖର୍ଚ୍ଚ କରିବାକୁ ହେବ ।
ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।
ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବିଧାନସଭା ନିର୍ବାଚନମଣ୍ଡଳୀ । ଉପାନ୍ତ, ସୀମାନ୍ତ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଲେ ବି ଏଠି ରାଜନୀତିର ଗୋଟି ଚାଳନା କିନ୍ତ ତୀର୍ଯକ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀ ଗଠନ ହେବା ପରଠୁ ଏଠାରେ କ୍ରମାଗତ ଭାବେ ଜିତି ଆସୁଛି ବିଜେଡି ।
୩ଟି ଯାକ ନିର୍ବାଚନରେ ବିଜେପି ଏଠି ତୃତୀୟ ସ୍ଥାନରେ ହିଁ ରହୁଛି । ତେବେ ୨୦୨୪ ନିର୍ବାଚନରେ ଝରିଗାଁ ବିଜେଡି ରାଜନୀତିରେ ଦେଖିବାକୁ ମିଳିପାରେ ରୋଚକ ସ୍ଥିତି ।
ଏଥର କୁଆଡ଼େ ଯିବ ମାହାଙ୍ଗାବାସୀଙ୍କ ମୁଡ୍ ? କେଉଁ ନେତାଙ୍କୁ ଗାଦିରେ ବସାଇବେ ମାହାଙ୍ଗା ଜନତା ? କାହାକୁ ନିଜର କରିବେ, ଆଉ କିଏ ହେବ ପର ? କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗା ।
୨୦୦୦ ମସିହାରୁ ବିଜେଡି ଏଠି ଶାସନରେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଚାଲିଛି ତୃତୀୟ ଟର୍ମ । ଏଠି ଶରତ କର ଏବଂ ବିକ୍ରମ କେଶରୀ ବର୍ମାଙ୍କ ପରେ ବିଜେଡି ଶାସନକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରତାପ ।
ଯାହାର ଦେଖାରଖା କରୁଥିଲେ, ସେ ହିଁ ନେଇଗଲା ପ୍ରାଣ । ଦିନେ ସେଇ ସିଂହର ସେ ଅତି ପ୍ରିୟ ଥିଲେ, ଖାଇବାକୁ ଦେଉଥିଲେ ତା’ର ଯତ୍ନ ନେଉଥିଲେ । ଶେଷରେ ସେ ହିଁ ସାଜିଲା କାଳ । ଖାଇବାକୁ ଦେବା ସମୟରେ କଲା ଆକ୍ରମଣ, ଚାଲିଗଲା ପ୍ରାଣ ।
କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏପରି ଏକ ଅବିଶ୍ୱସନୀୟ କଥା ନିକଟରେ ସାମ୍ନାକୁ ଆସିଛି । ଅଫ୍ ଗ୍ରୀଡ୍ ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି ।
ଏବେବି ସଚିନଙ୍କ ଲୋକପ୍ରିୟତା କମିନି। ପୂର୍ବଭଳି ସେ ଲୋକଙ୍କ ହୃଦୟରେ ଅଛନ୍ତି। ସଚିନଙ୍କୁ ଟିକିଏ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଥାଆନ୍ତି।
କିଛି ଦିନ ପୂର୍ବରୁ ଅଜୟ ଦେବଗନଙ୍କ 'ଶୈତାନ'ର ଟିଜର୍ ଲଞ୍ଚ କରାଯାଇଥିଲା, ଯାହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଅଜୟ ଦେବଗନ୍ 'ଶୈତାନ'ର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଫିଲ୍ମର ସର୍ବଶେଷ ପୋଷ୍ଟରର ଝଲକ ମଧ୍ୟ ଦେଖାଇଛନ୍ତି।