୧.୧.୧ ପୂର୍ବରୁ ଆପଲ ଭିଜନ୍ ଓଏସ୍, ୧୭.୪.୧ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ଏବଂ ୧୬.୭.୭ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ପୋଲିସ କହିଛି ଯେ ଅଭିଯୁକ୍ତ ଜଣେ ପ୍ରବାସୀ ଶ୍ରମିକ ଏବଂ ତାଙ୍କୁ ପାଲକ୍କଡରୁ ଗିରଫ କରାଯାଇଛି ।
କଂଗ୍ରେସରେ ଚାଲିଛି ଡିଲ୍ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।
ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜ୍ରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ହେବା ପରଠାରୁ କେଜରିୱାଲଙ୍କ ଓଜନ ପାଖାପାଖି ୪ କେଜି ହ୍ରାସ ପାଇଗଲାଣି ବୋଲି କୁହାଯାଉଛି ।
କାମ ପ୍ରେସରର ଦ୍ୱାହି ଦେଇ ଜଣେ ଦମ୍ପତି ମାତ୍ର ୩ ମାସର ଶିଶୁକୁ ଲାଳନପାଳନ କେନ୍ଦ୍ରକୁ ଟେକି ଦେଇଛନ୍ତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେବାକୁ ନିଜର ୩ ମାସର ଝିଅକୁ ଟେକି ଦେବା ଯେତିକି ଆଶ୍ଚର୍ଯ୍ୟକର, ସେତିକି ଘୃଣ୍ୟ ମଧ୍ୟ ।
ସୋନାକ୍ଷୀ ସିହ୍ନା ‘ତିଲ୍ସ୍ମୀ ବାହେଁ ’ ଗୀତରେ ନାଚୁଥିବାବେଳେ ତାଙ୍କ ଘାତକ ଲୁକ୍କୁ ଦେଖାଉଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଏହି ଗୀତକୁ ସଞ୍ଜୟ ଲୀଲା ଭନ୍ସାଲୀ ରଚନା କରିଛନ୍ତି।
ବିମାନ ସେବାରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି ଏଭଳି କିଛି ଲକ୍ଷ ରଖିଛନ୍ତି ତେବେ ସୁଯୋଗ ଆପଣଙ୍କ ପାଖରେ। ଏହି ସୁଯୋଗ ନେଇଆସିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)। ଏନେଇ AAI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ବ୍ୟାଗ ଭିତରେ ଏକ ଇଟା ମଧ୍ୟ ରହିଥିଲା। କେହି ହତ୍ୟା କରିବା ପରେ ଏଗୁଡିକୁ ନଦୀ କିମ୍ୱା କେନାଲରେ ଫିଙ୍ଗିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏନେଇ ଡିଟେକ୍ଟିଭ ବିଭାଗର ହୋମଗାର୍ଡ ୱିଙ୍ଗର ଜଣେ ଅନୁସନ୍ଧାନକାରୀ ସୂଚନା ଦେଇଛନ୍ତି।
ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।
ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା।ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଭୃଗୁ ।
ଯେତେବେଳେ କରିସ୍ମା କପୁର ୨୦୦୩ ରେ ବିବାହ କରିଥିଲେ, ସେତେବେଳେ ମଧ୍ୟ ବଡ ବଡ କଳାକାରମାନେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ବିବାହରେ ମୌଜ କରିଥିଲେ। ବର୍ତ୍ତମାନ କରିସ୍ମା କପୁରଙ୍କ ବିବାହର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ବିବାହରେ ଯୋଗଦେଇଥିବା ବଲିଉଡ୍ ତାରକାମାନେ ଏଥିରେ ଦେଖାଯାଉଛନ୍ତି।
ପତ୍ନୀଙ୍କୁ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ନିଜେ ରହିଗଲେ । ପତ୍ନୀଙ୍କର ଲଗେଜ ଲୋଡ୍ କରୁ କରୁ ଅଟୋମେଟିକ୍ ଡୋର୍ ବନ୍ଦ ହୋଇଗଲା । ଫଳରେ ପତ୍ନୀଙ୍କ ସ୍ୱାମୀ ମଧ୍ୟ ଟ୍ରେନ ମଧ୍ୟରେ ରହିଗଲେ ।
ଲମ୍ବା, ମୋଟା ଏବଂ ଚକଚକିଆ ଚୁଟି କେବଳ ଆକର୍ଷଣ ପ୍ରଦାନ କରେନି, ବରଂ ଏହା ସ୍ୱାସ୍ଥ୍ୟର ପ୍ରତୀକ ମଧ୍ୟ। ଯଦି ଆପଣଙ୍କ ଚୁଟିରେ ପର୍ଯ୍ୟାପ୍ତ ପୋଷଣ ନାହିଁ, ଏହା ଦୁର୍ବଳ ହୋଇପାରେ ଏବଂ ଛିଡିବା ଆରମ୍ଭ କରିପାରେ। ତେଣୁ, ଚୁଟିର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଯତ୍ନ ନେବା ଏବଂ ପୋଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମହିଳା ଜଣକ ମନ୍ଦିର ଆଡୁ ଦୌଡିଦୌଡି ଆସୁଛନ୍ତି। ତାଙ୍କ ପଛରେ ପୁଅ ଦୁର୍ଗେଶ ବାଡି ଧରି ତାଙ୍କୁ ପିଛା କରୁଛି। ଭୟରେ ସେ କାନ୍ଦୁଥିବା ବେଳେ ସାହାଯ୍ୟ ପାଇଁ ଚିତ୍କାର କରି ଲୋକଙ୍କୁ ଡାକୁଛନ୍ତି।
ପ୍ରାୟ ୧୫ ମାସ ପରେ ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ କ୍ରିକେଟ୍କୁ ଫେରିଛନ୍ତି ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ। ଏହି ଲିଗ୍ ତାଙ୍କ ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍ରେ ସ୍ଥାନ ପାଇବା ଲାଗି ଶେଷ ସୁଯୋଗ। ଏଥିରେ ତାଙ୍କୁ ନିଜ ଫର୍ମ ଓ ଫିଟ୍ନେସ୍ ସାବ୍ୟସ୍ତ କରିବାକୁ ହେବ।
ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ ବକ୍ସିପାତ୍ର। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ । ୨୦୧୯ରେ ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ।
ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ।
ବିଜେପି ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସରଗରମ ରାଜନୀତି। ଅବଶିଷ୍ଟ ୩୫ ବିଧାନସଭାଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭.୪ରହିଛି।ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚିନ୍ତା ବଢିଯାଇଛି। ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି। ସୁନାମୀ ସତର୍କତା ଜାରି କରିଛି ଜାପାନ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୯ମୀ ସନ୍ଧ୍ୟା ୦୬.୨୯ ଗତେ ୧୦ମୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୯.୪୬ ପର୍ଯ୍ୟନ୍ତ ।
ଅନେକ ସୁଖ ନିଦ୍ରା ପାଇବା ପାଇଁ ନିଦ ବଟିକା ମଧ୍ୟ ଖାଆନ୍ତି। ଏହା କିନ୍ତୁ ଶରୀର ପାଇଁ ନକରାତ୍ମକ ପ୍ରଭାବ ପକାଇଥାଏ। ଏମିତି କିଛି ଉପାୟ ମଧ୍ୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବିନା ଖର୍ଚ୍ଚରେ ସୁଖ ନିଦ୍ରା ମିଳିପାରେ। ଏହା ହେଉଛି ଶୋଇବା ପୂର୍ବରୁ ଉଷୁମ ପାଣିରେ ସ୍ନାନ କରିବା।
ଆଗାମୀ ନିର୍ବାଚନ ପାଇଁ କ୍ରିଷ୍ଣନଗର ଆସନରୁ ପୁଣି ଥରେ ମହୁଆଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଟିଏମ୍ସି ।
ପ୍ରଥମ ଦଫା ତାଲିକାରେ ୧୭ ବିଧାୟକ ରିପିଟ୍ । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ।
ସୁନ୍ଦରଗଡ଼ରେ ଜୁଏଲଙ୍କୁ ଟକ୍କର ଦେବେ ଦିଲ୍ଲୀପ ଓ ଜନାର୍ଦ୍ଦନ । କୋରାପୁଟରେ ସପ୍ତଗିରି, କାଳୀରାମ ଓ କୌଶଲ୍ୟାଙ୍କ ଭିତରେ ଲଢ଼େଇ ।
ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ୪୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ୨ଟି ଆସନ ଛାଡ଼ିଛି ଇଣ୍ଡି ସହଯୋଗୀଙ୍କୁ।