Advertisment

AAI Junior Excutive Recruitment: AAIରେ ପୂରଣ ହେବ ୪୯୦ ପଦବୀ; ଦରମା ୧.୪ଲକ୍ଷ ଟଙ୍କା

ବିମାନ ସେବାରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି ଏଭଳି କିଛି ଲକ୍ଷ ରଖିଛନ୍ତି ତେବେ ସୁଯୋଗ ଆପଣଙ୍କ ପାଖରେ। ଏହି ସୁଯୋଗ ନେଇଆସିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)। ଏନେଇ AAI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
AAI Junior Excutive Recruitment

AAI Junior Excutive Recruitment Apply Online For 490 Posts

ବିମାନ ସେବାରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି ଏଭଳି କିଛି ଲକ୍ଷ ରଖିଛନ୍ତି ତେବେ ସୁଯୋଗ ଆପଣଙ୍କ ପାଖରେ। ଏହି ସୁଯୋଗ ନେଇଆସିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)। ଏନେଇ AAI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଜୁନିଅର ଏକ୍‌ଜିକ୍ୟୁଟିଭ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୯୦ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: OSSC ମାଧ୍ୟମରେ ଓଡ଼ିଶାରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AAIର ଅଫିସିଆଲ୍ ୱେବସାଇଟ https://www.aai.aeroକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AAI Junior Excutive Recruitment Apply Online For 490 Posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ଏପ୍ରିଲ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧ ମେ ୨୦୨୪

ଖାଲି ପଦବୀ:

  • ଜୁନିଅର ଏଜୁକ୍ୟୁଟିଭ୍ (ଇଲେକ୍ଟ୍ରୋନିକ୍ସ) – ୨୭୮ଟି ପୋଷ୍ଟ୍‌
  • ଜୁନିଅର ଏଜୁକ୍ୟୁଟିଭ୍ (ଇଂଜିନିୟରିଂ- ଇଲେକ୍ଟ୍ରିକାଲ୍) – ୧୦୬ଟି ପୋଷ୍ଟ୍‌
  • ଜୁନିଅର ଏଜୁକ୍ୟୁଟିଭ୍ (ଇଂଜିନିୟରିଂ-ସିଭିଲ୍) – ୯୦ଟି ପୋଷ୍ଟ୍‌
  • ଜୁନିଅର ଏଜୁକ୍ୟୁଟିଭ୍ (ସୂଚନା ପ୍ରାଦୌଗିକ) – ୧୩ଟି ପୋଷ୍ଟ୍‌
  • ଜୁନିଅର ଏଜୁକ୍ୟୁଟିଭ୍ (ବାସ୍ତୁକଳା) – ୩ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ସିଭିଲ୍ ରେ B.Tech / ଇଲେକ୍ଟ୍ରିକାଲ୍‌ରେ B.Tech / ECE ରେ B.Tech / CE କିମ୍ବା IT ରେ B.Tech / Archରେ B.Tech
  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ GATE ପେପର
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୨୭ ବର୍ଷ
  • ବୟସ ଗଣନା ୦୧। ୦୫ । ୨୦୨୪ ଅନୁସାରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST/SC/PWD/EXS – ୦୫ ବର୍ଷ
  • PWD+SC/ST – ୧୫ ବର୍ଷ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ୩୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୪୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୧,୪୦,୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଡକ୍ୟୁମେଣ୍ଟ୍ ଯାଞ୍ଚ୍
  • ସର୍ଟଲିଷ୍ଟ
  • GATE ସ୍କୋର ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍ aai.aero କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ AAI Recruitment 2024 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Govt Jobs AAI Recruitment
Advertisment
Advertisment