୧୦କୋଟି ଡିଗ୍ରୀ ସେଲସିୟସରେ ପ୍ଲାଜମାର ଭାରି ହାଇଡ୍ରୋଜେନ୍ ଆଇସୋଟୋପ୍ ଏକାସାଙ୍ଗେ ଫ୍ୟୁଜ୍ କରାଯାଏ। ଏଥିରୁ ଏତେ ପରିମାଣର ତାପଶକ୍ତି ଉତ୍ପନ୍ନ ହୁଏ ଯାହା ସୂର୍ଯ୍ୟର କୋରରେ ଥିବା ତାପ ସହ ସମାନ ଭାବରେ ତାପଶକ୍ତି ନିର୍ଗତ କରିଥାଏ।
ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ଜଣାପଡ଼ିବା ପରେ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢି ଯାଇଥିଲେ ।
ବାସ୍ତବରେ, ମହିଳା ବିବାହ ପାଇଁ ଏପରି ସର୍ତ୍ତ ରଖିଛନ୍ତି ଯେ କୌଣସି ପୁଅ ଏହାକୁ ପୂରଣ କରି ପାରୁନାହାଁନ୍ତି । ମହିଳା ଜଣଙ୍କ ସର୍ତ୍ତର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭଦ୍ରକ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ନର୍ସଙ୍କ ଦାୟିତ୍ୱହୀନତା ପାଇଁ ଜଣେ ରୋଗୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।
ନାଗାର୍ଜୁନ ସାଗର ନିକଟରେ ଥିବା ଏହି ପାଣି ଟାଙ୍କିରୁ ପ୍ରାୟ ୨୦୦ ପରିବାରକୁ ଜଳ ଯୋଗାଣ ହେଉଥିଲା। ପାଣି ଦୁର୍ଗନ୍ଧ ହେବାରୁ ଲୋକମାନଙ୍କର ସନ୍ଦେହ ବଢିଥିଲା। ଏନେଇ ସେମାନେ ମ୍ୟୁନିସିପାଲିଟିରେ ଅଭିଯୋଗ କରିଥିଲେ।
ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ ସୂର୍ଯୋୱାଲା ।
ସଞ୍ଜୟଙ୍କୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ମିଳିଛି ଅନୁମତି । ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ଚେତାବନୀ ।
ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ।
ଏକ ବହୁତ ବଡ଼ ବାସ୍ତୁତ୍ରୁଟି ଅନେକ ଯାଗାରେ ଦେଖିବାକୁ ମିଳୁଛି ତାହା ହେଉଛି ଐଶାନ୍ୟ କୋଣରେ ପାଇଖାନା। ଏହି ଭୁଲ୍ ସେହିଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯିଏ ବାସ୍ତୁଶାସ୍ତ୍ରକୁ ଜମାରୁ ମାନନ୍ତି ନାହିଁ କି ଏହା ବିଷୟରେ ଜାଣିନାହାନ୍ତି।
ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୪ତାରିଖ ଗୁରୁବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ଦଶମୀ ଦିବା ୦୪.୧୪ ଗତେ। ଏକାଦଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି।
ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା କରନ୍ତି।
ଦଳରେ ଆଉ ଗୁରୁତ୍ୱ ନ ଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବେନ୍ଦ୍ର କହଁର । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର ।
ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ସେ ଆଗାମୀ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି କହିଛନ୍ତି।
ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।
ବର୍ଷ ବର୍ଷ ଧରି ବାପା ଲଢୁଥିଲେ ନିର୍ବାଚନୀ ମୈଦାନରେ। ଏଣିକି ବାପାଙ୍କ ବଦଳରେ ଲଢ଼ିବେ ପୁଅ । ଏଥର ନିର୍ବାଚନୀ ରଣଭୂମିରେ ପଶ୍ଚିମ ଓଡ଼ିଶାର ଏକାଧିକ ଭେଟେରାନଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ ନାହିଁ ।
ସେ ୨୦୨୨ ମସିହାରେ ସଂଗଠନର ଏକ୍ଜିକ୍ୟୁଟିଭ୍ ସଭାପତି ଥିଲେ । କିନ୍ତୁ ଏବେ ସେ ନାହାନ୍ତି ।
୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫ ପ୍ରତିଶତ । ଏଭଳି ଆକଳନ କରିଛି ୱାର୍ଲଡ ବ୍ୟାଙ୍କ । ଏହି ଆର୍ଥିକ ବର୍ଷରେ ଦକ୍ଷିଣ ଏସିଆରେ ୬ ପ୍ରତିଶତ ଅଭିବୃଦ୍ଧି ହେବ ।
୨ୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।
ତେବେ ବିମାନ ଉଡ଼ାଣ ରଦ୍ଦ ହେଲେ, ଯାତ୍ରୀମାନେ ସେମାନଙ୍କ ପୈଠ ଟଙ୍କା ଫେରିପାରିବେ କି ନାହିଁ ? ଯଦି ଫେରିପାଇବେ ତେବେ କେମିତି ? ଆଉ କେତେ ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ...
୧.୧.୧ ପୂର୍ବରୁ ଆପଲ ଭିଜନ୍ ଓଏସ୍, ୧୭.୪.୧ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ଏବଂ ୧୬.୭.୭ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।