• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୯ମୀ ସନ୍ଧ୍ୟା ୦୬.୨୯ ଗତେ ୧୦ମୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୯.୪୬ ପର୍ଯ୍ୟନ୍ତ । 

ଶୁଭ ସମୟ

ପ୍ରାତଃ- ୦୫.୪୨ ରୁ ୦୭.୨୦
ଦିବା-୧୦.୧୮ ରୁ ୧୧.୨୫

ଦିବା-୦୧.୫୨ ରୁ ୦୫.୦୮
ସନ୍ଧ୍ୟା-୦୬.୪୪ ରୁ ୧୦.୩୯
ରାତ୍ରି-୦୧.୪୬ ରୁ ୦୨.୪୫
ରାତ୍ରି-୦୪.୧୩ ରୁ ୦୫.୪୧

ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି, ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ଅଶୁଭ ସମୟ

ରାହୁକାଳ - ଦିବା ୧୧.୪୯ ରୁ ୦୧.୨୧
କାଳବେଳା-  ଦିବା ୦୮.୪୬ ରୁ ୧୦.୧୮
ବାରବେଳା- ଦିବା ୧୧.୪୯ ରୁ ୦୧.୨୧
କାଳରାତ୍ରି- ରାତ୍ରି ୦୨.୪୫ ରୁ ୦୪.୧୩