Advertisment

କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୫ ମୃତ

ଗୌହାଟି ଯାଉଥିବା ଏକ ଟ୍ରେନ୍ ବାଟରେ ଅଟକିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Train Accident

Train Accident

କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୭ ଜଣ ମୃତ। ଆନ୍ଧ୍ର ପ୍ରଦେଶରେ ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୭ ଜଣ ପ୍ରାଣ ହରାଇଛନ୍ତି। ଇଞ୍ଜିନ୍ ଖରାପ ଥିବାରୁ ଅଟକିଥିବା ଏକ ଟ୍ରେନ୍‌ର ଯାତ୍ରୀଙ୍କୁ ଧକ୍କା ଦେଇଛି କୋଣାର୍କ ଏକ୍ସପ୍ରେସ।  ସିକନ୍ଦରାବାଦରୁ ଗୌହାଟି ଯାଉଥିବା ଏକ ଟ୍ରେନ୍ ବାଟରେ ଅଟକିଥିଲା। ଟ୍ରେନ୍‌ର ପାସେଞ୍ଜର ଗାଡ଼ିରୁ ଓହ୍ଲାଇ ଧାରଣାରେ ବୁଲୁଥିବା ବେଳେ ଦୁର୍ଘଟଣା ଘଟିଛି। 

Advertisment
Train Accident
Advertisment
Advertisment