ରାମନବମୀ ପୂଜନରେ ବାଧା ସୃଷ୍ଟି ନା ହଷ୍ଟେଲ୍ରେ ଆମିଷ ଖିଆକୁ ବିରୋଧ? କାରଣ ଯାହାବି ହୋଇଥାଉନା କାହିଁକି, ଧର୍ମୀୟ ଭାବନା ବନାମ୍ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ, ପୁଣି ଅଶାନ୍ତ ହୋଇଛି ଜେଏନୟୁ କ୍ୟାମ୍ପସ୍
Published: Chandan Shishu
Last updated: 11 April 2022, 11:50 PM IST
ପାକିସ୍ତାନରେ ଆକ୍କା, ଗ୍ରାଉଣ୍ଡରେ ଚେଲା । ପହଲଗାମ୍ ହମଲା ପଛର ଆତଙ୍କୀ ନର ରାକ୍ଷସଙ୍କ ଖୋଲୁଛି ମୁଖା । ହାଫିଜ୍ ସଇଦ୍-ସୈଫୁଲ୍ଲା କସୁରୀ-ଫାରୁକ୍ ଅହମ୍ମଦ-ହସିମ୍ ମୂଷା... ନୀରିହ ଭାରତୀୟଙ୍କ ରକ୍ତରେ ହୋଲି ଖେଳିଥିବା ଏଇ ୪ ଜହ୍ଲାଦ ଏବେ ଭାରତୀୟ ସେନାର ଟାଗେର୍ଟରେ ।