ଜୀବାଶ୍ମ ବୈଜ୍ଞାନିକଙ୍କ ମତ ଯେ ସେମାନେ ଡାଇନୋସର୍ ଏବଂ ସେମାନଙ୍କ ଭଳି ପ୍ରାଣୀମାନଙ୍କର ବହୁତ କମ୍ ପ୍ରଜାତି ବିଷୟରେ ସୂଚନା ପାଇବାରେ ସକ୍ଷମ ହୋଇଛନ୍ତି। ପ୍ରତିଦିନ ନୂତନ ପ୍ରଜାତିର ଜୀବାଶ୍ମ ମଧ୍ୟ ଆବିଷ୍କୃତ ହେଉଛି। ଏଥର ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଡ୍ରାଗନ୍ ପରି ଉଡ଼ୁଥିବା ସରୀସୃପଙ୍କ ଜୀବାଶ୍ମ ଆବିଷ୍କାର କରିଛନ୍ତି। ଯଦିଓ ଡ୍ରାଗନ୍ ଅନେକ ଦେଶର ଲୋକକଥାଗୁଡ଼ିକର ଏକ ପ୍ରାଣୀ ଭାବରେ ପରିଗଣିତ ହୁଏ, କିନ୍ତୁ ଏହି ଜୀବାଶ୍ମ ଉପରେ ଅଧ୍ୟୟନ କରୁଥିବା ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପୃଥିବୀରେ ଏପର୍ଯ୍ୟନ୍ତ ମିଳିଥିବା ଜୀବମାନଙ୍କ ମଧ୍ୟରେ ଏହା ଡ୍ରାଗନ୍ ସହିତ ସବୁଠାରୁ ବେଶି ମିଶୁଛି।
ସ୍ଥାନୀୟ ଅଂଚଳର ଜଣେ ବାସିନ୍ଦା ଅର୍ଥାତ୍ ବନ୍ୟା ପୀଡ଼ିତା ରୀତା ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାସିଯାଇଛି। ଗାଈ ଗୋରୁଙ୍କୁ ସାଙ୍ଗରେ ଧରି ଉଚ୍ଚା ସ୍ଥାନକୁ ପଳାଉଛୁ। ଏହାସହ ସେ କହିଛନ୍ତି ଗଙ୍ଗା ନଦୀରେ ଯେପରି ଭାବରେ ପାଣି ବଢୁଛି ତାହା ଆଜି ରାତି ସୁଦ୍ଧା ଘର ଛାଳ ଉପରକୁ ଛୁଇଁଯିବ। ତେଣୁ ଆମେ ମାନେ ଘର ଛାଡ଼ି ପଳାଉଛୁ। କିନ୍ତୁ ଗାଁ ମଧ୍ୟରେ ଏମିତି ଘର ଅଛି ଯେଉଁମାନେ କି ବାହାରିବା ପରିସ୍ଥିତିରେ ନାହାନ୍ତି। ପାଣିର ସୁଅ ଏତେ ପ୍ରଖର ଅଛି କି ସେମାନେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି।
ସ୍ପେସ୍ ଏଜେନ୍ସିମାନେ ମଙ୍ଗଳକୁ ସେମାନଙ୍କର ବଡ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳରେ ବସତି ସ୍ଥାପନ ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଥିବାବେଳେ ୟୁଏଇ ମଧ୍ୟ ଆଗାମୀ ଶହେ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପଠାଇବା ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ନାସାର ଅଭିଯାନ ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବନର ଲକ୍ଷଣ ଖୋଜୁଛି। ବିଭିନ୍ନ କ୍ରାଟର ଅଧ୍ୟୟନ କରିବାକୁ ଚେଷ୍ଟା କରୁଥିବା ଦୁଇଟି ସକ୍ରିୟ ରୋଭର ଅଛି। କିନ୍ତୁ ମଙ୍ଗଳ ଗ୍ରହର ଅଧ୍ୟୟନ ପାଇଁ ଏହାର କ୍ରାଟର ଅଧ୍ୟୟନ ପ୍ରକୃତରେ ଏତେ ଗୁରୁତ୍ୱପୂର୍ଣ୍ଣ କି?
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ବିବାହର ପାଖାପାଖି ୧ ବର୍ଷ ପରେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କ ଘରକୁ ଆସିଥିଲେ। ଆଉ ନିଜ ଘରକୁ ଆସିଥିବାରୁ ଅନେକ ସମ୍ପର୍କୀୟ ଓ ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ଆଉ ଏକପାଖିଆ ପ୍ରେମୀକ ଯୁବତୀ ଜଣଙ୍କୁ ଅନ୍ୟ କାହା ସାଙ୍ଗରେ ଦେଖି ଉତ୍କ୍ଷିପ୍ତ ହୋଇଥିଲା ପରେ ଘରେ ପଶି ବ୍ଲେଡ଼୍ରେ ମୁହଁକୁ ବାରମ୍ବାର କାଟି ପକାଇଥିଲା
ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଏପରି ଦଣ୍ଡ ବିଧାନ କରାଯାଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଅପରାଧ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଞ୍ଜେକସନ୍ ଦେଇ ନପୁଂସକ କରିଦିଆଯାଇଛି। ଏହି ସମୟରେ ଟେଲିଭିଜନ୍ ସାମ୍ନାରେ ଦୋଷୀ ଜଣକ ଯେତେ କ୍ଷମା ପ୍ରାର୍ଥନା କଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି।
ହିମାଚଳ ପ୍ରଦେଶର ବୁଧବାର ଅପରାହ୍ନରେ କିନଉର ଜିଲ୍ଲାର ନିଗୁଲସେରି ଜାତୀୟ ରାଜପଥରେ ନିକଟସ୍ଥ ଇଗଲ ଜଙ୍ଗଲ ନିକଟରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି ।
ବିରୋଧୀଙ୍କ ଏପରି କାର୍ଯ୍ୟକଳାପକୁ ଆଇନର ଅପମାନ ବୋଲି ଅଭିଯୋଗ କରିଥିଲେ ବିରୋଧୀ। ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିଲା। କିନ୍ତୁ ଗୃହ ଶାନ୍ତିଶୃଙ୍ଖଳାର ସହ ଚାଲିନପାରିବାରୁ ସମୟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଏହାସହ ୨୪ ଘଂଟାରେ ଦେଶରେ ୪୦୦୧୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏହାସହ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩,୧୨,୨୦,୯୮୧ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ଦେଶରେ ମୋଟ୍ ୩,୮୬,୩୫୧ ଆକ୍ଚିଭ୍ କେସ ରହିଛି।
ମଣିଷ ଶରୀରରେ ୨ଟି କିଡ୍ନୀ ଥାଏ। ହେଲେ ୫ଟା କିଡନୀ ରହିବା କଥା କେବେ ଶୁଣିଛନ୍ତି କି ? କଥାଟା ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ।
ଛାଡପତ୍ର ହୋଇଛି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିନା ଦାବି ଓ ଅଥର ଆମୀର ଖାନ୍ଙ୍କ। ୨୦୧୮ରେ ଏମାନଙ୍କ ହୋଇଥିଲା ଚର୍ଚ୍ଚିତ ବିବାହ। ବିବାହ ଭୋଜିରେ ବରିଷ୍ଠ ରାଜନେତାମାନେ ଯୋଗ ଦେଇଥିଲେ। ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଅନୁରୋଧକୁ ମଞ୍ଜୁର କରିଛନ୍ତି।
କୌଣସି ବିବାହିତ ମହିଳାଙ୍କ ଶରୀରରେ 'ମୁଁ ତୁମକୁ ଭଲ ପାଏ' ଲେଖିବା, ଚଠି ଦେବା ଓ କବିତା ଲେଖି ଫିଙ୍ଗିବା ଅପରାଧ ବୋଲି ଧରାଯିବ । କେହି ଏପରି ଅଶାଳୀନ ବ୍ୟବହାର କଲେ ତା’ ବିରୁଦ୍ଧରେ ଯୌନ ନିର୍ଯାତନା ଆଧାରରେ ମାମଲା ରୁଜୁ ହେବ ।
ମହାରାଷ୍ଟ୍ରର ପୁଣେରେ ଏକ ପୋଖରୀରେ ୨୦ହଜାର ମାଛ ମରି ପଡ଼ିବା ପରେ ଉତ୍ତେଜନା ଦେଖାଦେଇଛି। ପୁଣେ ଜିଲ୍ଲାର ଇନ୍ଦପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ତେବେ ମାଛ ଚାଷୀ ଜଣକ କକା ପୁଅ ଭାଇଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।
ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ଖେଳ ରତ୍ନ ହଟାଇ ଦିଆଯାଇଛି। ହେଲେ ଏହାକୁ ହଜମ କରିପାରିନି ମହାରାଷ୍ଟ୍ର ସରକାର । ଏହି ଘଟଣାର କିଛି ଦିନ ପରେ ଉଦ୍ଧବ ସରକାର ପୁଣି ଏକ ପୁରସ୍କାର ଘୋଷଣା କରିଛନ୍ତି । କୁହାଯାଉଛି, କେନ୍ଦ୍ରକୁ ଜବାବ ଦେବା ପାଇଁ ଉଦ୍ଧବ ସରକାର ଏପରି ଏକ ପୁରସ୍କାର ଘୋଷଣା କରିଛନ୍ତି।
ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି ।
ଦେଶର ଟିକାକରଣରେ ବ୍ୟବହୃତ ଦୁଇଟି ପ୍ରମୁଖ କରୋନା ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାର ମିଶ୍ରିତ ଡୋଜର କ୍ଲିନିକାଲ୍ ପରୀକ୍ଷଣ ଏବଂ ଅଧ୍ୟୟନକୁ ଅନୁମୋଦନ ମିଳିଛି । କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ର ଡୋଜ୍ କାମ କରୁଛି କି ନାହିଁ, ତାର ଅନୁଧ୍ୟାନ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGIର) ଅନୁମତି ପ୍ରଦାନ କରିଛି ।
କାରଣ ଯେଉଁଠାରେ ବାପା ଇନ୍ସପେକ୍ଟର ଅଛନ୍ତି ସେହିଠାରେ ହିଁ ଝିଅ ଆସିଷ୍ଟାଣ୍ଡ କମାଣ୍ଡର ଭାବରେ ନିଯୁକ୍ତି ପାଇଛନ୍ତି ଝିଅ ଦୀକ୍ଷା। ଆଉ ବୋଧହୁଏ ଏହି ଖୁସି ବାପାଙ୍କଠାରୁ ଆଉ କିଛି ହୋଇ ନପାରେ। ନିଜ ଝିଅକୁ ଏହି ପୋଷ୍ଟରେ ଦେଖିବା ପରେ ଖୁସି ହୋଇ ବାପା ସାଲ୍ୟୁଟ୍ ମାରିଛନ୍ତି,ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝିଅ ହୋଇଥିଲେ ବି ନିଜ ଉପର ପୋଷ୍ଟରେ ରହିଥିବାରୁ ତାଙ୍କୁ ସାଲ୍ୟୁଟ୍ ମାରିଛନ୍ତି ବାପା।
ପୃଥିବୀର ପ୍ରାଣୀ ପ୍ରଜାତିଗୁଡିକର ବିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଦୁନିଆରେ ପ୍ରଜାତିଗୁଡିକ ବିଲୁପ୍ତ ହୁଅନ୍ତି ଏବଂ ନୂତନ ପ୍ରଜାତି ସୃଷ୍ଟି ହୁଅନ୍ତି। କିନ୍ତୁ ମାନବ କାର୍ଯ୍ୟକଳାପ ହେତୁ ପ୍ରଜାତିଗୁଡିକର ବିଲୁପ୍ତ ହେବାର ହାର ଅତି ଦ୍ରୁତ ଗତିରେ ବଢିଚାଲିଛି, ଯାହା ଚିନ୍ତାର ବିଷୟ ହୋଇପଡିଛି। କିନ୍ତୁ ଆମ ବୈଜ୍ଞାନିକମାନେ ମଧ୍ୟ ନୂତନ ପ୍ରଜାତି ସୃଷ୍ଟି ହେବାର କାରକ ଉପରେ ଅନୁସନ୍ଧାନ କରୁଛନ୍ତି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, କୀଟ ଏବଂ ମତ୍ସ୍ୟର ଅସାଧାରଣ ବିବିଧତା ପଛରେ ବିଷ ମଧ୍ୟ ଏକ ସହାୟକ ହୋଇଥାଏ।
ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଏମିତି ଏକ ଚାକିରି ବାହାରିଛି ଯାହା ଆପଣଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ। ସୂଚନା ଅନୁସାରେ ଉତ୍ତରାଖଣ୍ଡ ଜନସେବା ଆୟୋଗ (UKPSC) ମିଳିତ ରାଜ୍ୟ (ସିଭିଲ୍) ଲୋୟର ସବୋର୍ଡେଟ୍ ସର୍ଭିସେସ୍ ପରୀକ୍ଷା- ୨୦୨୧ରେ ୧୯୦ ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଯଦି ଆପଣ ଏହି ପଦ ପାଇଁ ଇଚ୍ଛୁକ ଅଛନ୍ତି ତେବେ ଅଫିସିଆଲ୍ ୱେବସାଇଟ୍ ukpsc.gov.in ମାଧ୍ୟମରେ ଆବେଦନ କରିପାରିବେ
ଗତକାଲି ସକାଳେ ୩ ବର୍ଷୀୟ କବୀର ତିୱାରୀଙ୍କ ଦେହାନ୍ତ ହୋଇଛି। ତେବେ ପରିବାର ଲୋକେ ଚାନ୍ଦନଗର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଅତ୍ୟଧିକ ମାତ୍ରାରେ ନିଶ୍ଚେତକ ଏବଂ ଅପରେସନ ପରେ ଚିକିତ୍ସାରେ ଅବହେଳା କରାଯାଇଛି, ତେଣୁ ପୁଅର ଜୀବନ ଯାଇଥିବା ଅଭିଯୋଗ କରାଯାଇଛି
ଦିଓ ଆମ ବ୍ରହ୍ମାଣ୍ଡର ବହୁତ କମ୍ ଅଂଶ ଆମର ଜ୍ୟୋତିର୍ବିଜ୍ଞାନୀମାନେ ଦେଖିଛନ୍ତି, ତଥାପି ଆମ ନିଜସ୍ୱ ମିଲ୍କି ୱେ ଗାଲାକ୍ସି ସମ୍ପୂର୍ଣ୍ଣ ରୂପେ ଅବଲୋକନ କରାଯାଇ ନାହିଁ। ୧୧ ଲକ୍ଷରୁ ଅଧିକ ଏବଂ ପ୍ରାୟ ୨ ଲକ୍ଷ ଆଲୋକ ବର୍ଷର ଲମ୍ବା, ଏହି ଗାଲାକ୍ସିରେ ୪୦୦ ବିଲିୟନ ତାରକା ଥିବା ବିଶ୍ୱାସ କରାଯାଏ। ଜ୍ୟୋତିର୍ବିଜ୍ଞାନୀମାନେ ଏହି ତାରାଗୁଡ଼ିକର ଜଟିଳ ସଂରଚନା ମଧ୍ୟରେ ଏକ ଗ୍ୟାସ୍ ଫିଲାମେଣ୍ଟ୍ ଆବିଷ୍କାର କରିଛନ୍ତି, ଯାହାକି ମିଲ୍କି ୱେରେ ଆବିଷ୍କୃତ ହୋଇଥିବା ସର୍ବ ବୃହତ ଗ୍ୟାସୀୟ ଫାଇବର ବୋଲି ବିଶ୍ୱାସ କରାଯାଏ।
ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସହ ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି। ଏହାସହ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। କିଛି ଦିନ ତଳେ ଇନସ୍ପେକ୍ଟର ଦୀନେଶ କାନପୁର ଏକ ଥାନାରେ ଇନ୍ଚାର୍ଜ ଥିଲେ। ଆଉ ସେହି ସମୟରେ ସମ୍ପୃକ୍ତ ଅଂଚଳରେ ସେ ଘର ବି ନିର୍ମାଣ କରିଥିଲେ।
ମୋଦିଙ୍କୁ ହଟାଇବାକୁ ବିରୋଧୀଙ୍କ ମାଷ୍ଟରପ୍ଲାନ୍ । ପ୍ରଥମେ ବ୍ରେକଫାଷ୍ଟ, ଆଉ ଏବେ ଡିନରରେ ହେଲା ଆଲୋଚନା । କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ କପିଲ ସିବଲଙ୍କ ଘରେ ବିରୋଧୀଙ୍କ ମେଳି । ସୋମବାର ଦିନ ବିରୋଧୀ ଦଳର ନେତାମାନଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ କପିଲ ସିବଲ
ଉଜ୍ଜ୍ୱଳା ଯୋଜନା ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ରେ ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ଉତ୍ତର ପ୍ରଦେଶ ମହୋବାରେ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ବଣ୍ଟନ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି ।
ଶୁଣାଣି ସମୟରେ କୋର୍ଟ ମଧ୍ୟ କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଆବେଦନକାରୀ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରୁଛନ୍ତି, ସମସ୍ତ ବିତର୍କ କୋର୍ଟରେ କରାଯିବା ଉଚିତ । ଆବେଦନକାରୀମାନେ ସୋସିଆଲ ମିଡିଆରେ ନିଜେ ଯୁକ୍ତି କରିବାକୁ ଚାହୁଁଥିଲେ, ଏହା ସେମାନଙ୍କ ଉପରେ ନିର୍ଭର କରେ
ଅପରାଧ ମୁକ୍ତ ହେବ କି ରାଜନୀତି ? ରାଜନୀତିକୁ ଅପରାଧ ଠାରୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି । ରାଜନୀତିରେ ଅପରାଧୀକରଣ ମାମଲା ନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି ।