କୋଟି କୋଟି ଟଙ୍କା ବ୍ୟୟରେ ଉପାନ୍ତ ଓ ଆଦିବାସୀ ଇଲାକାରେ ଲାଗିଛି ମୋବାଇଲ୍ ଏଟିଏମ୍ ସେବା । ହେଲେ ସୁବିଧାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି ।
ଶିବଙ୍କୁ ବିବାହ କରିବା ଜିଦିରେ ଭାରତ-ଚୀନ୍ ସୀମାରେ ଅଡ଼ି ବସିଛନ୍ତି ଏହି ମହିଳା ...
ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଦେଇ ଚାକିରି କରିବା । ଉଭୟ ଶିକ୍ଷକ ପତି ଓ ପତ୍ନୀ ନିଲମ୍ବିତ..
ସାବିତ୍ରୀ ବ୍ରତ ପରଦିନ ସ୍ୱାମୀକୁ ଛାଡି ଚାଲିଯାଇଥିଲେ ସ୍ତ୍ରୀ। ପରୀକ୍ଷା ଦେବାକୁ କହି ଫେରାର ହୋଇଯାଇଥିଲେ। ସ୍ୱାମୀର କିନ୍ତୁ ମନ ବୁଝୁନି। ସେ ଆଉ କାହା ସହ ଯାଇପାରିବନି ବୋଲି ବିଶ୍ୱାସ ରହିଛି। ଦିନେ ନା ଦିନେ ସେ ଫେରିବ ଏହି ଭରସାରେ ଅଛନ୍ତି ସ୍ୱାମୀ।
ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ।
ବୃତ୍ତିର ବାଧ୍ୟବାଧକତାରେ ଆମେରିକାରେ ରହୁଛନ୍ତି ସିନା ମନ କିନ୍ତୁ ଗାଁରେ। ଗାଁର ପାଣି ପବନ, ଠାକୁର ମନ୍ଦିର ସବୁ ଯେମିତି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଆନମନା କରେ। ଆଉ ଏଇ ନିକଟରେ ସେ ତା’ର ବଡ଼ ପ୍ରମାଣ ଦେଇଛନ୍ତି।
ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି କି ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି ।
ଆମ ନେତା ଯାହା କହିବେ ଆମେ ସେଇଆ କରିବୁ। ବିଜେଡ଼ି ପରି ଆମ ନେତା ଏକଛତ୍ରବାଦୀ ନୁହେଁ। ପୂର୍ବ ଭୁଲ ଆମେ ଦୋହରାଇବୁ ନାହିଁ। ଉଦୟପୁରରେ ଯାହା ହେଲା ଆମ ରାଜ୍ୟରେ ତାହା ହେବ....୧୯୯୦ରେ ହାରିଥିଲୁ କିନ୍ତୁ ୯୫ରେ ପୁଣି ଫେରିଲୁ....
ପ୍ରେମକୁ ସ୍ୱୀକାର କଲାନି ପରିବାର। ପ୍ରେମୀଯୁଗଳଙ୍କ ସାଥ୍ ଦେଲା ପୋଲିସ୍। ଏୟାରପୋର୍ଟରେ ପହଞ୍ଚି ପୋଲିସ୍ର ସୁରକ୍ଷା ମାଗିବା ପରେ ଏସ୍କର୍ଟରେ ଗଲେ ଏଇ ପ୍ରେମୀଯୁଗଳ। ପୁଅ ଘର ଲୋକ ସମର୍ଥନ ଦେଉଥିବା ବେଳେ ସମ୍ପର୍କକୁ ବିରୋଧ କରୁଛନ୍ତି ଝିଅ ଘର ଲୋକ। ଏବେ ହେବ କ’ଣ?
ଅମାବାସ୍ୟା ତ ମାସକରେ ଗୋଟିଏ ଦିନ ଆସେ କିନ୍ତୁ ବସନ୍ତଙ୍କ ଜୀବନରେ ନିଇତି ଆସୁଛି ଅମାବାସ୍ୟା। ଅଭାବ ପାଇଁ ୧୮ ବର୍ଷ ହେଲାଣି ରୋଗରୁ ଉଠୁନାହାନ୍ତି ସ୍ୱାମୀ। କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ...ସାହାଯ୍ୟ ଅପେକ୍ଷାରେ ପରିବାର
ଆମେ ହାରିଲା ଘରର ପୁଅ ନୁହେଁ। ଥରେ ଖାଦ୍ୟ ପାଇଲେ ଜମାରୁ ଛାଡ଼ିବୁନି। ତୁମର ମେଞ୍ଚାଏ ନ୍ୟୁଡ୍ ଫଟୋ ଆମ ପାଖରେ ରହିଛି...ଟଙ୍କା ନଦେଲେ ସବୁ ଯାକ ଏକାବେଳେ ଭାଇରାଲ କରିଦେବୁ....ବାସ୍ ଏହା ପରେ ଦେଖନ୍ତୁ ହେଲା କ’ଣ?
ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର....କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍ରେ ଭଡ଼ା ନେଇ ଭାଇକୁ ଖୋଜୁଛି...ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ....ଦେଖନ୍ତୁ ଭାଇ-ଭାଇ ମଧ୍ୟରେ ଥିବା ଭଲପାଇବାର ଏଇ ସୁନ୍ଦର ଦୃଶ୍ୟ
ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍ ଜାରି...
ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର । କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍ରେ ଭଡ଼ା ନେଇ ଭାଇକୁ ଖୋଜୁଛି । ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ ।
ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ...ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ....କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ....ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟ.....
ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ। ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ସ୍ୱାଇନ୍ ଫ୍ଲୁ ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ବଡ଼ କଥା ହେଲା, ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା ଲଗାଯାଇଛି।
ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ।
ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ, କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟକୁ..
ଏଇଠି ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ। ଡାକ୍ତର ଦମ୍ପତି ବାଣ୍ଟୁଛନ୍ତି ମାଗଣା ଆମ୍ବ....ଯିଏ ଯିବ ସିଏ ପେଟ ପୂରେଇ ଖାଇବ
ଆଲୋ ଆଲୋ ଆ.. ଖାଇବା ଆମେ ଗୁପ୍ଚୁପ୍। ଇଲୋ ଦେଈ....ତୁ ଗୁପ୍ଚୁପ୍ ଖାଇବୁ କି? ଆସୁନି...ଏଇନା ତତେ ଯୋଉ ପୁଚୁକା ଖୁଆଇବି ତୁ ଖାଇବା ପରେ ତୋର ଯାହା ହେବ...ସେ କଥା କଣ ମୁଁ କହିପାରିବି? ନାନିଲୋ...ଜମା ଖାଆନା....
ସରକାର ବର୍ଷବର୍ଷର ପୁରୁଣା ଗଛକୁ ଯେଉଁ ଟାଙ୍ଗିଆରେ ହାଣୁଛନ୍ତି ସେ ଟାଙ୍ଗିଆ ବେଣ୍ଟ ଭାଙ୍ଗିବ କି? କାହା ସପକ୍ଷରେ ଯିବ ରାୟ?
ପରିକ୍ରମା ନିର୍ମାଣ ଆଇନ ସମ୍ମତ ନା ବେଆଇନ୍?
କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ