ପରୀକ୍ଷା ଦେବାକୁ ଯାଇ ଫେରାର ହୋଇଗଲା ସ୍ତ୍ରୀ। କାନ୍ଦି କାନ୍ଦି ପାଗଳ ହେଲାଣି ସ୍ୱାମୀ। କହୁଛି, ଧନ ମୋର ପ୍ରେଗନାଣ୍ଟ ଅଛି, ମତେ ଭାରି କଷ୍ଟ ହେଉଛି। ତାକୁ ଛାଡ଼ି ମୁଁ ବଞ୍ଚିପାରିବିନି....ସେପଟେ ନୂଆ ଅତିଥି ଆସିବାର ଖୁସି ବଦଳରେ ନୂଆ ବୋହୂକୁ ନପାଇ ଦୁଃଖରେ ଶାଶୂଘର ଲୋକ। ଝିଅର ବାପଘର ଲୋକ କହୁଛନ୍ତି, ଘର ଛାଡ଼ି ଝିଅ ..
Published: Otv Khabar Bureau
Last updated: 04 June 2022, 09:03 AM IST
ପୂର୍ବ ଆକାଶରେ ସୂର୍ଯ୍ୟ ଉଇଁଲେ ଏମାନେ ଓହ୍ଲାନ୍ତି ପଡ଼ିଆକୁ। ଖେଳର ନିଶା ଏମାନଙ୍କୁ ଏମିତି ଘାରିଛି ଯେ ରାତିରେ ନିଦ ବି ହେଉନି। ବାସ୍ ଗୋଟିଏ ଲକ୍ଷ୍ୟ...ଦେଶ ପାଇଁ ଖେଳିବେ...ସୁନାର ମେଡାଲ ଆଣିବେ। ଗାଁ ଖେଳ ପଡ଼ିଆରୁ ଅନ୍ତର୍ଜାତୀୟ ଖେଳ ପଡ଼ିଆକୁ ଓହ୍ଲାଇବାର ଏମାନେ ଦେଖୁଛନ୍ତି ସୁନେଲି ସ୍ୱପ୍ନ.