କୁମ୍ଭୀର ଆଁରେ ଗାଁ। ବାଛୁରୀ ଓ କୁକୁରକୁ ଟାଣିନେଲାଣି। ଉପାୟ ନଥିବାରୁ ନଈ ଭିତରେ ଜୀବନକୁ ବାଜି ଲଗାଇ ନଈରେ ପସୁଛନ୍ତି ଗାଁ ଲୋକେ। ଏପଟେ ଘର, ସେପଟେ ଫସଲ...ମଝିରେ କୁମ୍ଭୀରର ଆତଙ୍କ। ସଚେତନତାର ପୋଷ୍ଟ ଲଗାଇଦେଇ ଚୁପ୍ ବସିଛି ବନବିଭାଗ।
Published: Otv Khabar Bureau
Last updated: 04 June 2022, 09:27 AM IST
ତୋ ଫିଟନେସ୍ ଫିଗର ଦେଖି ମୁଁ ଫିଦା ହୋଇଗଲି। କାଇଁ ଏମିତି ହେଉଛୁ? କଲଗାର୍ଲ ସାଇଡ୍ରେ ଫଟୋ ଦେଉଛୁ, ଗୋଟିଏ ରାତିକୁ ଏତିକି ନେଉଛୁ....ଫୋନ୍ କଲେ ଏମିତି ରାଗୁଛୁ କାହିଁକି? ରିଲ୍ରେ ଫଟୋ ଛାଡ଼ିବା ପରେ କଲଗାର୍ଲ ସାଇଡ୍ରେ ଫଟୋ ଦେଇ ଏମିତି ଟଙ୍କା ଲୁଟ୍ କଲେ ସାଇବର ଲୁଟେରା। ଦେଖନ୍ତୁ ପରେ ହେଲା କ’ଣ?