କୁମ୍ଭୀର ଆଁରେ ଗାଁ। ବାଛୁରୀ ଓ କୁକୁରକୁ ଟାଣିନେଲାଣି। ଉପାୟ ନଥିବାରୁ ନଈ ଭିତରେ ଜୀବନକୁ ବାଜି ଲଗାଇ ନଈରେ ପସୁଛନ୍ତି ଗାଁ ଲୋକେ। ଏପଟେ ଘର, ସେପଟେ ଫସଲ...ମଝିରେ କୁମ୍ଭୀରର ଆତଙ୍କ। ସଚେତନତାର ପୋଷ୍ଟ ଲଗାଇଦେଇ ଚୁପ୍ ବସିଛି ବନବିଭାଗ।