• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

The Great Odisha Political Circus
ଏଇଠି ମାଲ୍‌ ଖଲାସ କରିଦିଏ, ପାଖରେ କେହି ନାହାନ୍ତି....

ଓହୋ....ପେଟଟା ପୂରା ଖରାପ ଅଛି। ଏଇଠି ବସି ମାଲ୍‌ ଖଲାସ କରିଦେବି....ଆଲୋ ବୋଉ...ଏ ବସୁଧା କଣ ଫାଟିଗଲା? ନା ପି....କୁ କିଏ ପିଟିଲା?

Khola Katha | OPCC Chief Sarat Patnaik on Congress leaders leaving party
ରାହୁଲ ଗାନ୍ଧୀ ହୁଅନ୍ତୁ କଂଗ୍ରେସ ସଭାପତି

ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସର ମାନେ କିଛି ନାହିଁ। ଆମେ ସମସ୍ତେ ଚାହୁଁଛୁ କି ରାହୁଲ ଗାନ୍ଧୀ ସଭାପତି ହିଁ ହୁଅନ୍ତୁ। ଆମ ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରେ...କିନ୍ତୁ ଏ ବିଜେପି ସରକାର ଦରଦାମ ବଢାଇବାରେ ବ୍ୟସ୍ତ...ଶୁଣନ୍ତୁ ଖୋଲାକଥା କଣ ଅଧିକ ଆଲୋଚନା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

naveen
୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !

UAEରେ ଇଣ୍ଡଷ୍ଟ୍ର୍ରିଆଲ୍ ମିଟ୍‌ରେ ଯୋଗଦେବା କାର୍ଯ୍ୟକ୍ରମ

Puri Police
ଅବକାରୀ ବିଭାଗର ସାଂଘାତିକ ଅଭିଯୋଗ; ନିଶା ବେପାରୀଙ୍କଠୁ ମାସିକିଆ ବଟି ନେଉଛି ପୋଲିସ

ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ବିଭାଗ ହଟଚମଟ ।

Special story
’ଆଗରୁ କହିଛି, ଏବେ ବି କହୁଛି. . . କଦାପି ଯୋଡ଼ି ହେବନି ଭଙ୍ଗା ସମ୍ପର୍କ‘

ସୋସିଆଲ ମିଡିଆରେ ଏନେଇ ଅନୁଭବ ପୋଷ୍ଟ କରି ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି, ତା ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ୍ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ।

Accident
ହାଇୱା ନେଇଗଲା ନବମ ଶ୍ରେଣୀ ଛାତ୍ରୀର ଜୀବନ

କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

Group Clash
ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ; ୨୨ ଆହତ, ୯ ଗୁରୁତର

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Srimandir after swearing in
ପୁରୀରେ ନବୀନଙ୍କ ନୂଆ ମନ୍ତ୍ରୀ : ଦାୟିତ୍ୱ ମିଳିବା ପରେ କଲେ ମହାପ୍ରଭୁଙ୍କୁ ଦର୍ଶନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମନ୍ତ୍ରୀ

Coastal village in Odisha
ମାଡ଼ି ଆସୁଛି ସମୁଦ୍ର...ମାତ୍ର ୩୦ ବର୍ଷରେ ମାନଚିତ୍ରରୁ ଲିଭିଯିବ ଏଇ ଗାଁ....

ଭୟଙ୍କର ଗର୍ଜନ କରୁଛି, କୂଳ ଆଡ଼କୁ ମାଡ଼ି ଆସୁଛି। ୧୦ ରୁ ୧୫ ଘରକୁ ନେଇଗଲାଣି ନିଜ ଗର୍ଭକୁ। ଏବେ ଏଇ ଗାଁକୁ ନେଇଯିବ....ବାରମ୍ବାର କହିଲେ ବି କେହି ଶୁଣୁନାହାନ୍ତି ଏମାନଙ୍କ ଦୁଃଖ। ଆଉ ମାତ୍ର ୩୦ ବର୍ଷରେ ମାନଚିତ୍ରରୁ ଲିଭିଯିବ ପୋଡମ୍‌ପେଟା

CYBER CRIME
ପୂଜା ତୁମେ ଏମିତି କାହିଁକି ରାଗୁଛ? ଫୋନ୍‌ କାଟିଦେଲେ ନ୍ୟୁଡ୍‌ ଫଟୋ ଭାଇରାଲ ହେଲେ...

ପୂଜା ତୁମେ ଏମିତି କାହିଁକି ରାଗୁଛ? ଫୋନ୍‌ କାଟିଦେଲେ ସମ୍ପର୍କ ସିନା ଖରାପ ହୋଇଯିବ କିନ୍ତୁ ନ୍ୟୁଡ୍‌ ଫଟୋ ଭାଇରାଲ ହେଲେ...ରିଲ୍‌ ଭିଡ଼ିଓ ଛାଡ଼ି ଫସିଗଲେ କି ଯୁବତୀ...ଦେଖନ୍ତୁ କଣ ଥିଲା ପୂରା ଘଟଣା

Striped Hyena terrorising residents of Mahanga in Cuttack
ହେଟା କରୁଛି ହଟହଟା... ଛାନିଆ ଏଠି ସମସ୍ତେ

କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ମୂଳବସନ୍ତ ଗାଁରେ ଲୋକେ ଭୟରେ ଅଛନ୍ତି। ହେଟା ମାତିଛି। ଚାଷୀଙ୍କୁ ବିଲରେ ପଛପଟୁ ମାଡ଼ି ବସୁଛି। ଦେଖନ୍ତୁ ସେହି ଗାଁରୁ ଏ ଖବର

3-in-1 Vadda
ମାଳତୀ ନାନିଙ୍କ ଥ୍ରୀ ଇନ ୱାନ୍‌ ବରା....ନା ଯେମିତି ଟେଷ୍ଟ ବି ସେମିତି....

ମାଳତୀ ନାନିଙ୍କ ଥ୍ରୀ ଇନ୍‌ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ....ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌....ଦେଖନ୍ତୁ କେମିତି ତିଆରି ଚାଲିଛି ବରା

Kili Paul and his sister Neema obsessed with ali zafar
କିଲି ପଲ୍‌ଙ୍କ କଳାରେ ପୁଣି ଝୁମିଲା ସୋସିଆଲ୍ ମିଡିଆ

ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରି ନାହାନ୍ତି। ଆସନ୍ତୁ ଦେଖିବା…

News Fuse
ରାଜ୍ୟସଭା ସିନା ଏମାନେ ଗଲେ କିନ୍ତୁ ବାବା ଆଶୀର୍ବାଦ ନଦେଲେ କ’ଣ ହେବ?

ଆଲୋ ଆଲୋ...ବାବା ତୁମେ କୋଉଠି ରହିଲ? କ’ଣ ଦେଖାଯାଉନ? ଇଏ କ’ଣ...ବାବାଙ୍କୁ ଆଶୀର୍ବାଦ ଦେବା ପାଇଁ ଖୋଜା ଯାଉଛି ଆଉ ଖୋଦ୍‌ ବାବା ହିଁ କୁଆଡ଼େ ଗାଏବ ହୋଇଗଲେ? ମାରିଦେଲୁରେ ନାରଣ...ପୂରା ଜାଗା ମୁଣ୍ଡରେ ଖେଳ

Coastal villages likely to get submerged in sea for rising water level
ପୃଥିବୀର ସୁରକ୍ଷା ନକଲେ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ବି ନାହିଁ

ଆମ ରାଜ୍ୟ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।

Coastal villages likely to get submerged in sea for rising water level
ସମୁଦ୍ର ଗର୍ଭରେ ଲୀନ ହେବା ଭୟରେ ବହୁ ଉପକୂଳିଆ ଗାଁ

ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।

Special story
ପୋଖରୀ ପୁନରୁଦ୍ଧାର କାମରେ ବଡ଼ଧରଣର ଜାଲିଆତି : ଗୋଟିଏ ଆର୍ଥିକ ବର୍ଷରେ ଦୁଇଦୁଇ ଥର ବିଲ୍‌ କରି ଖାଇଗଲେ ୨୮ଲକ୍ଷ

ଯାଜପୁର ଧର୍ମଶାଳା ବ୍ଳକ ତରଞ୍ଜିଆ ପଞ୍ଚାୟତର ଏକ ନୂଆ ପୋଖରୀ ପୁନରୁଦ୍ଧାର କାମରେ ହୋଇଛି ବ୍ୟାପକ ଗଫଲତି ।

music world paid tribute to K.K
କେକେଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲା ପୂରା ସଙ୍ଗୀତ ଦୁନିଆ...

ଗୀତ ଗାଉ ଗାଉ ଆଖି ବୁଜିଲେ କେକେ। ଶ୍ମଶାନରେ ଶବ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଏମିତି ଦିଆଯାଉଥିଲା ଶ୍ରଦ୍ଧାଞ୍ଜଳି....

Singer KK
ଗୀତ ଗାଉ ଗାଉ ଚାଲିଗଲେ....

ସବୁଦିନ ପରି ଷ୍ଟେଜ୍‌ରେ ଗୀତ ଗାଉଥିଲେ କିନ୍ତୁ ଏଇ ଗୀତ ଯେ, ତାଙ୍କର ଶେଷ ଗୀତ ହେବ କେହି ବି ଜାଣିନଥିଲେ। ଗୀତ ଗାଉ ଗାଉ ହଠାତ୍‌ ଆଖି ବୁଜିଲେ କେକେ....ଆପଣ ବି ଶୁଣିନିଅନ୍ତୁ ତାଙ୍କର ଶେଷ ଗୀତକୁ

Listening to Keke's song
କେକେଙ୍କ ଗୀତ ଶୁଣିଲେ....ଅନ୍ୟ ଦୁନିଆରେ ହଜି ଯାଉଥିଲେ ସ୍ରୋତା...

କେକେଙ୍କ ଗୀତକୁ ନେଇ ଥମୁନି ଚର୍ଚ୍ଚା। ଥରେ ତାଙ୍କ ଗୀତ ଯିଏ ଶୁଣିଛି ସିଏ ଅଲଗା ଦୁନିଆରେ ହିଁ ହଜିଯାଇଛି....ଲଭ ଆଉ ରୋମାନ୍ସର ଥିଲେ ମାଷ୍ଟର

singer k.k die
ପୂରା ଫିଟ୍‌ ଥିବା ପରେ ବି କେମିତି ପ୍ରାଣ ହରାଇଲେ କେକେ?

ସଂପୂର୍ଣ୍ଣ ଫିଟ୍‌ ଥିଲେ...କିନ୍ତୁ ହଠାତ୍‌ ଗୀତ ଗାଉ ଗାଉ କାହିଁକି ଟଳିପଡ଼ିଲେ କେକେ? କ’ଣ ଥିଲା କେକେଙ୍କ ମୃତ୍ୟୁର କାରଣ?

  • Sunday, 05 June 2022
The Great Odisha Political Circus
ଅଧା ବାଟରେ ଅଟକିଗଲେ କ’ଣ ହେବ? ଟିକିଏ ବଳ ଖର୍ଚ୍ଚ କର....

ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍‌ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....

Divyang girl in Keonjhar
ଭାଇ-ଭାଉଜ ପର କରିଦେଲେ...କିନ୍ତୁ ବୁଢା ବାପା-ମାଆଙ୍କୁ ଆପଣାଇ ନେଲା ଦିବ୍ୟାଙ୍ଗ ଝିଅ...

ଅଜଣାରେ ରୋଗର ଯନ୍ତ୍ରଣା, ପୁଣି ପେଟରେ ଥିବା ଭୋକର ଚିନ୍ତା। ଦିବ୍ୟାଙ୍ଗ ହେଲେ ବି ବାପା-ମାଆଙ୍କ ସେବା କରିବାରେ କେବେ ବି ଦେଇନାହାନ୍ତି ଖିଲାପ୍‌। ଦିନରେ ଦୋକାନ କରୁଛନ୍ତି ଆଉ ଅଟୋ ଚଲାଇ ରୋଜଗାର ବି କରୁଛନ୍ତି। ସେତିକିରେ ଚଳୁଛି ପୂରା ପରିବାର....

Love triangle
ପ୍ରେମିକା ବରଗାଡ଼ି ସାମ୍ନାରେ ପହଞ୍ଚିଗଲା ପ୍ରେମିକ

ଭଲ ପାଉଥିଲା, ଟଙ୍କା ବି ନେଉଥିଲା। ବାହା ହେବା ପାଇଁ ଝିଅ ଘର ପକ୍ଷରୁ ପ୍ରତିଶ୍ରୁତି ବି ଦିଆଯାଇଥିଲା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଝିଅକୁ ଅନ୍ୟତ୍ର ବାହାଘର କରିଦେଲେ ପରିବାର ଲୋକ। ଆଉ ଖବର ପାଇବା ପରେ ବର ଗାଡ଼ି ସାମ୍ନାରେ ପହଞ୍ଚି ହାଇଡ୍ରାମା କଲା ପ୍ରେମିକ....ପରେ ଦେଖନ୍ତୁ ହେଲା କଣ?

Married man ditches wife
ଭଉଣୀ ବାହାଘର ଦିନ ବର ହେଲା ଭାଇ

ଭଉଣୀ ବାହାଘର ଦିନ ବର ହେଲା ଭାଇ। ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଭଉଣୀ ବାହାଘରରେ ସାଜିଥିଲା ବର। ଖବର ପାଇବା ପରେ ଶ୍ୱଶୁର ଘରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ-ପୁଅ। ଆଉ ତା’ପରେ ହେଲା କ’ଣ...ଦେଖନ୍ତୁ ଏଇ ଭିଡ଼ିଓ....