• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Wall Collapsed
କାନ୍ଥ ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ ।

The Great Odisha Political Circus
ପେପର ଖୋଲିଲା ବେଳକୁ ଦୁଷ୍କର୍ମ...ଛି ଛି ଛି

ଅନ୍ଧ କହୁଛି ଆହେ ଛୋଟା ଭାଇ। ମନ ବଳୁଛି ପୁରୀ ଯିବା ପାଇଁ...ବଡ଼ଦାଣ୍ଡ ଗଡିବା, ନୀଳଚକ୍ର ଦେଖୁଥିବା...ଭାଇଲୋ ଟିକିଏ ପେପର ଖୋଲୁନୁ। ପଢିବା କଣ କଣ ଖବର ବାହାରିଛି। ଭାଇ ଜମା ପଢନା...ତୋର ସିନା ଆଖି ନାହିଁ, ଆଉ ଆମ ଆଖି ପେପର ଖୋଲୁ ଖୋଲୁ ଦେଖୁଛି ଦୁଷ୍କର୍ମ ନ୍ୟୁଜ୍‌

Khola Katha
ଜଗନ୍ନାଥ ଭାବର ଠାକୁର, ମନଖୋଲି ଯାହା ମାଗିବ ସିଏ ଦେବ...

ପ୍ରଭୁଙ୍କ ଗହଣା ଦେଖି ମତେ ଗର୍ବ ଲାଗେ। କାରଣ ଏହାର ମୂଲ୍ୟାୟନ କେହି କରିପାରନ୍ତି ନାହିଁ। ୨୨ ପାହାଚରେ ବସି ଶ୍ରୀମନ୍ଦିରରେ ଚାକିରି କରିବା ଲାଗି ଚିନ୍ତା କରିଥିଲି ପରେ ସୁଯୋଗ ମିଳିଲା। ମୁଁ ପ୍ରଶାସକ ଥିବା ବେଳେ ରତ୍ନଭଣ୍ଡାର ଚାବି ହଜେଇ ଥିଲି କିନ୍ତୁ ଜଗନ୍ନାଥଙ୍କ କୃପାରୁ ଚାବି ମିଳିଗଲା। ତାଙ୍କୁ ଯିଏ ଯେମିତି ଡାକିବ ସିଏ ସେମିତି ପାଇବ। ଶୁଣନ୍ତୁ ରତ୍ନଭଣ୍ଡାର ସମ୍ପର୍କରେ କଣ କଣ କହୁଛନ୍ତି ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସନ ରବିନ୍ଦ୍ର ନାରାୟଣ ମିଶ୍ର...

Two sisters swept away in flood
ବନ୍ୟା ପାଣିରେ ଭାସିଯାଉଥିଲେ...ଏବେ ନୂଆ ଜୀବନ ପାଇଲେ ଦୁଇ ଭଉଣୀ...

ବନ୍ୟା ପାଣିରେ ଭାସିଯାଉଥିଲେ, ହେଲେ ଏବେ ନୂଆ ଜୀବନ ପାଇଲେ ଦୁଇ ଭଉଣୀ। କଦଳୀ ଭେଳା ୟାଙ୍କ ପାଇଁ ହେଲା କାଳ। ଶୁଣନ୍ତୁ ଦୁଇ ଭଉଣୀଙ୍କ ମୁହଁରୁ କେମିତି ପାଇଲେ ନୂଆ ଜୀବନ

  • Sunday, 21 August 2022
Cyber Crime
ସାଇବର କ୍ରାଇମ ମାମଲାରେ ଯଦି ପୋଲିସ ମାମଲା ନରଖେ ତେବେ ହେବ କଣ?

ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?

Nfhs survey exposed women have more sex partners than men
ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି : NFHS

NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି

Car Washed Away
ବଢ଼ି ପାଣିରେ ଭାସିଗଲେ ଶଳା ଭିଣୋଇ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍‌ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।

Dilapidated anganwadi building
କାନ୍ଥରୁ ପାଣି ବୋହୁଛି, ଛାତରୁ ଲୁହା ରଡ ଖସୁଛି...ତଳେ ପଢୁଛନ୍ତି କୁନି କୁନି ପିଲା

ଭୟଙ୍କର ସ୍ଥିତି। କାନ୍ଥରୁ ପାଣି ପଡୁଛି, ଛାତରୁ ଲୁହା ରଡ ଖସିଲାଣି...ପାଣି ଝରି ଢରି ଉଇ ହୁଙ୍କା ହୋଇଗଲାଣି। ସେମିତି ଓଦା ସରସର ହୋଇ ପିଲା ପଢୁଛନ୍ତି ପାଠ। ରୋଷେଇ କଥା ପଚାରେ କିଏ? ଅଭିଭାବକ କହିଲେଣି, ଘର ନୂଆ ନହେଲେ ଆମେ ପିଲାଙ୍କୁ ଛାଡିବୁନି...

 Sonepur youth chained for 9 years
ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ୯ ବର୍ଷ ହେଲାଣି ବନ୍ଧା ହୋଇଛି ଭେଣ୍ଡିଆ ପୁଅ

ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ

News Fuse
ବନ୍ୟାରେ ଲୋକ ଭାସିଲେଣି...ୟାଙ୍କୁ ପାଣି ଦେଖି ମଜା ଲାଗୁଛି

ବନ୍ୟା ପାଣିରେ ଲୋକ ଭାସିଲେଣି, ୟାଙ୍କୁ ମଜା ଲାଗୁଛି। ୱା ୱା...କି ଉତ୍ତର ତୁମର? କାହିଁ ଏଇଠି ଦେଖୁଛ ହୀରକୁଦ ପଳାଉନ...ପୂରା କ୍ଲିୟର ଦେଖିବ, କେମିତି ଛଡାଯାଉଛି ବନ୍ୟା ପାଣି। ଏଇଠି ଏମିତି ଜାମ୍‌ ହେଲାଣି ଯେ ଗାଡି ଯିବା କଷ୍ଟ ହେଲାଣି

Baba Sarathi
ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବାଙ୍କ ଆଶ୍ରମ କେନ୍ଦ୍ରାପଡ଼ାର ବାରିମୂଳ

ଏଇ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମୟରେ ଆଶ୍ରମକୁ ପ୍ରାୟ ୪୦ରୁ ୫୦ ଲୋକ ଆସି ପୂଜାର୍ଚ୍ଚନା କରିଥିଲେ ।

Online SI Exam
ନିିଯୁକ୍ତି ବିଜ୍ଞାପନର ଦୀର୍ଘ ୪ ବର୍ଷ ପରେ ତ୍ରୁଟି ସୁଧାର ପରୀକ୍ଷାରେ ବି ପୁଣି ଚରମ ଅବହେଳା

ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।

Online SI Exam
SI ପରୀକ୍ଷାରେ ପୁଣି ବିଭ୍ରାଟ ! ପରୀକ୍ଷା ହଲରେ ଖୋଲିଲାନି ପ୍ରଶ୍ନପତ୍ର

୪ ବର୍ଷ ବିଳମ୍ବରେ ହୋଇ ବି ବାରମ୍ବାର ତ୍ରୁଟିକୁ ନେଇ ଅସନ୍ତୋଷ । ଆୟୋଜକ ଓ ପରିଚାଳକଙ୍କୁ ଦାୟୀ କଲେ ପରୀକ୍ଷାର୍ଥୀ । ୧୫ ଦିନ ଭିତରେ ପୁଣି ପରୀକ୍ଷା ପାଇଁ OPRBର ନିଷ୍ପତ୍ତି ।

Baba Sarathi
ପୁଣି ଚର୍ଚ୍ଚାରେ ସାରଥୀଙ୍କ ଆଶ୍ରମ, ଭାଇରାଲ୍ ହେଉଛି ଅନୁଗାମୀଙ୍କ ପୂଜାର୍ଚ୍ଚନା ଭିଡିଓ

ଆଶ୍ରମ ଇଡି ହେପାଜତ୍‌ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା ।

BOAT Capsized
ମହାନଦୀରେ ବଡ଼ ଅଘଟଣ ! ୩୦ ଜଣଙ୍କୁ ନେଇ ଯାଉଥିଲା ଡଙ୍ଗା, ସ୍ରୋତରେ ଭାସିଗଲା..

ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।

Sarathi
ସାରଥୀ ଆଶ୍ରମରେ ଅନୁଗାମୀଙ୍କ ଭିଡ଼, ପୂଜାର୍ଚ୍ଚନା ସହ ଉତ୍ସବ ପାଳନ

ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି ।

ଏବେ ବି ଆଠଗଡ଼ ଅଞ୍ଚଳର ରାସ୍ତାଘାଟରେ ପାଣି ଜମିଛି, ତା’ରି ଭିତରେ ଗାଡ଼ିମଟର ଚାଲିଛି।
ସାରା ରାଜ୍ୟକୁ କଲବଲ କରୁଛି ବନ୍ୟା...ଲୋକଙ୍କ ଦୁଃଖ କହିଲେ ନସରେ...

ଲୋକେ ଆଶ୍ୱସ୍ତ, ବନ୍ୟା କମିଲା...କିନ୍ତୁ ଦୁର୍ଦ୍ଦଶା କମିଲାନି...କୋଉଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କୋଉଠି ପୋଲ ଭାଙ୍ଗି ଯାତାୟତ ବ୍ୟାହତ।

AIIMS BHUBANESWAR
ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଏଯାଏଁ ଅସ୍ପଷ୍ଟ ।

Man Begging
ବନ୍ୟାରେ ହନ୍ତସନ୍ତ! ଜରିପାଲ ଖଣ୍ତେ ପାଇଁ ଗୋଡ଼ ତଳେ ପଡ଼ୁଛନ୍ତି ବିପନ୍ନ

‘ଜରି ପାଲ ଖଣ୍ଡେ ଦିଅନ୍ତୁ ଆଜ୍ଞା, ନଚେତ ବର୍ଷାରେ ଭିଜି ଭିଜି ମରିଯିବୁ । ଜରିପାଲ ନ ଦେଲେ ଆପଣଙ୍କ ଗୋଡ଼ ତଳୁ ଉଠିବୁନି କି ଏଠୁ ଯିବୁନି ।’ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଏପରି ଗୁହାରୀ କରିଛନ୍ତି ଖମ୍ବଶିରିପାଲି ଗାଁ ଲୋକେ ।

CYBER CRIME
ମୋ ଟଙ୍କା ଗଲା, କଣ କରିବି ଏବେ ?

ମୁଁ ଥାନାକୁ ଗଲି ଅଭିଯୋଗ କରିବାକୁ। ସେ କହିଲେ ଯଦି FIR ଦେବୁ ତୋ ସିମ୍ ବ୍ଲକ୍ ହେଇଯିବ। ଯା SP ଆଉ DGଙ୍କୁ କହ।

Apana Eka Nuhanty
ଆଉ କେତେ ଦୁଃଖ ଦେବ ହେ ଠାକୁରେ…

ଘରର ରୋଜଗାରିଆ ପୁଅକୁ ରୋଗ ଘାରିଛି। ଭଙ୍ଗା ଘରେ ସପରିବାର ରହୁଛନ୍ତି। କେତେବେଳେ ଘର ଭାଙ୍ଗିଯିବ ତାର କିଛି ହିସାବ ନାହିଁ। ବର୍ଷା ହେଲେ ଛନକା… ଏ ପରିବାର କଣ ସରକାରୀ ସୁବିଧା ପାଇବା ପାଇଁ ହକଦାର ନୁହଁନ୍ତି?

The Great Odisha Political Circus
ମୋର ଗୋଟେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା କରିଦିଅରେ

ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…

pregnant woman crosses flooded river
କୂଳ ଖାଉଛି ଭରା ନଈ ହଣ୍ଡାରେ ପାର ହେଲେ ଗର୍ଭବତୀ

ନଦୀରେ ପ୍ରଖର ସୁଅ। ସେପଟେ ଡାକ୍ତରଖାନା ଏପଟେ ଗର୍ଭବତୀ ମହିଳା। ୯ମାସର ଗର୍ଭଧାରଣ କରିଥିବା ଏହି ଆସନ୍ନପ୍ରସବା ମହିଳା ଜଣକ ରସହଣ୍ଡାରେ ନଈ ପାର ହେବେ ! ଦୁଇ ଦଶନ୍ଧିର ଏ ସ୍ଥିର ସରକାର ଶେଷରେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ନଈ ପାର କରାଇ ହାତ ଟେକିଦେଲା !

Hyva driver burnt alive in Sundargarh
ସତ ଚେଷ୍ଟା ପରେ ବି ନିଜକୁ ବଞ୍ଚାଇ ପାରିଲେନି, ହାଇୱା ସହ ଜୀଅନ୍ତା ଜଳିଗଲେ

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।