Advertisment

ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ୯ ବର୍ଷ ହେଲାଣି ବନ୍ଧା ହୋଇଛି ଭେଣ୍ଡିଆ ପୁଅ

ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ

author-image
Pallipuspa Samal

ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ

Advertisment
Sonepur Youth Chained For 9 Years
Advertisment
Advertisment