ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଦ୍ୟ ଓ ପିନ୍ଧୁ ଥିବା ପୋଷାକ ପାଇଁ ପ୍ରତ୍ୟେକ ଦିନ କେତେ ଟଙ୍କା ଖର୍ଚ୍ଚ କରନ୍ତି କେନ୍ଦ୍ର ସରକାର? RTI ଦେଲା ବଡ଼ ସୂଚନା...
ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି ।
ସବସିଡି ଅଧିକ ଦେବେ ବୋଲି କହିଲେ...ସାଲାରୀ ଆକାଉଣ୍ଟରୁ ସିଭିଭି ନମ୍ବର ନେଲେ, ଆକାଉଣ୍ଟରୁ ଟଙ୍କା ନେଇଗଲେ। ଜାଣିଲା ବେଳକୁ ଆଉ କିଛି ନାହିଁ
NASA ର ନୂଆ ଆବିଷ୍କାର। ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି। ସେଠାରେ ପାଣି ରହିଛି। ଏହା ସାଜିବ କି ପୃଥିବୀର ବିକଳ୍ପ?
କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।
ଜଗା ଫୁଲବାଣୀ ମେଡିକାଲ କ୍ୟାବିନ୍ରୁ ବାହାରି ଖେଳୁଛି ବୁଲୁଛି । ବାପାଙ୍କ ସହ ପ୍ରାତଃ ଭ୍ରମଣ କରୁଛି, ଚା ପିଉଛି ।
ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହାସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି।
କେନ୍ଦ୍ରର ବଡ଼ ନିୟମ। ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...ଜାଣନ୍ତୁ କେବେଠୁ ଲାଗୁ ହେବ ନିୟମ...
ସମୁଦ୍ରରୁ ମାଡି ଆସୁଛି ଏବର୍ଷର ବଡ଼ ବାତ୍ୟା। ୨୦୦ କିମି ବେଗରେ ବହିବ ପବନ, ୫୦ ଫୁଟ୍ ପର୍ଯ୍ୟନ୍ତ ଉଠିପାରେ ସମୁଦ୍ର ଜୁଆର। ଆତଙ୍କିତ ଅବସ୍ଥାରେ ଜାପାନବାସୀ
କଟକ ସହରକୁ ଖାଇଲା କିଏ? ଆଲୋ ଆଲୋ ଇଏ କଣ? ଏମାନେ ରାସ୍ତାରେ ୨୨ ପାହାଚ ଭଳି କଣ ଗଡୁଛନ୍ତି? ଏମାନେ ବୋଧହୁଏ ସୁବାସ ଭାଇ ଘରକୁ ଯାଉଛନ୍ତି
କଟକ SCB ମେଡିକାଲ୍ରୁ ଡିସଚାର୍ଜ ବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ଜଣେ ସମାଜସେବୀ ମମତା ବେହେରା ନାଚୁଥିବା ଭିଡିଓ ଭାଇରାଲ୍ ହୋଇଥିଲା।
ଅକ୍ଲାନ୍ତ ପରିଶ୍ରମ କରିବା ପରେ ଘୋଡ଼ାଟି ହାଲିଆ ମଧ୍ୟ ହୋଇଯାଇଥିଲା । ହେଲେ ମାଲିକ ତାକୁ ପାଣି ଟୋପାଏ ବି ପିଇବାକୁ ଦେଇନଥିଲା ।
ଯିଏ ଦିନେ ଲୁହ ପୋଛୁଥିଲା, ତାଙ୍କ ପାଇଁ ଆଜି ଲୁହ ଗଡାଉଛନ୍ତି ପିଲା। ବାପା-ମାଆଙ୍କ ସ୍ୱପ୍ନ ପୂରଣ ହେବ କି ନାହିଁ ମୁଁ ଜାଣିନି ବୋଲି କହି ଭୋ ଭୋ କାନ୍ଦୁଛନ୍ତି ୪ ଭଉଣୀ। ବାପାଙ୍କ ଫଟୋକୁ ଚାହିଁକି କାନ୍ଦିଲେ ବି କିଛି ବାଟ ଦିଶୁନି। ଋଣ ଟଙ୍କା କେମିତି ସୁଝିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ଏଇ ୪ ଭଉଣୀ
ଏ ରେଂଜର ଭାରି ରଙ୍ଗୀନ ! ତେଲ ନମାରିଲେ ୟାଙ୍କୁ ନିଦ ହେଉନି। ଏମିତି ଉତ୍ପାତ କରୁଛନ୍ତି ଯେ ତ୍ରାହି ତ୍ରାହି ଡାକିଲେଣି ଅଫିସ୍ କର୍ମଚାରୀ। କେତେବେଳେ ରୋଷେଇ କରିବାକୁ କହୁଛନ୍ତି ତ ପୁଣି କେତେବେଳେ ଲୁଗା କାଚିବାକୁ ଦେଉଛନ୍ତି ବରାଦ...
ନା କେହି କେନାଲର ଯତ୍ନ ନେଉଛି ନା କେହି ମରାମତି କରୁଛି
ମୋରି ଆଖି ସାମ୍ନାରେ କେତେ ଡିଏଫଓ ସାର୍ ଆସିଲେଣି, କେତେ ଗଲେଣି । ହେଲେ ମୋର ଚାକିରି କେହି ସ୍ଥାୟୀ କଲେ ନାହିଁ ।
ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଜଣେ ଟ୍ରେନି SIଙ୍କ ମୃତ୍ୟୁ ଘଟିଛି।
ଆମର ବଡ଼ ନେଟୱାର୍କ। ଥରେ ଖାଲି ପି.ପି ନେଟୱାର୍କରେ ଜଏନ କରନ୍ତୁ...ନିଇତି ପାଇବେ ୮ ହଜାର ଟଙ୍କା। ଥରେ ଇନଭେଷ୍ଟମେଣ୍ଟ କଲେ, ଜୀବନସାରା ଚିନ୍ତା ଶୂନ୍ୟ
ଗତକାଲି ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା
ଏ ଘୋଡାର ଦୋଷ କଣ? ମାଲିକକୁ ପିଠିରେ ବସାଇ ଦଉଡି ଦଉଡି ଥକି ପଡ଼ିଥିଲା ଏଇ ଘୋଡା...ରାସ୍ତା କଡରେ ମାଲିକ ନିଜେ ପାଣି ପିଇ ଦେଲା କିନ୍ତୁ ଘୋଡାକୁ ପାଣି ଦେଲାନି। ଶୋଷରେ ପାଣି ଖୋଜି ଖୋଜି ଏମିତି କ୍ଷୀପ୍ର ଗତିରେ ଦଉଡିଲା ଯେ...ଗଛରେ ପିଟି ହୋଇ ପ୍ରାଣ ହାରିଲା...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ କାହାଣୀ
ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ।
ଆଜି ସନିଆ ଦୋକାନରେ ମାଉଁସ ଭୋଜି କରିବେ ଚୋର ଭାଇ। ଦେଖୁନୁରେ ନାରଣ କେମିତି କାଦୁଅ ଭିତରେ ଫସିଛି ପିସିଆର ଗାଡି। ଏମିତି ହାମୁଡେଇ ପଡ଼ିଛି ଯେ, ବାହାରିବାର ନାଁ ଧରୁନି...ସେପଟେ ପୋଲିସ ଗାଡି ଫସିବାରୁ ସନିଆ ଦୋକାନରେ ମାଉଁସ ଭୋଜି କଲେଣି ଚୋର
ସାଧାରଣତଃ ଗୋଟିଏ ବାଇକ୍ରେ କେବଳ ୨ ଜଣ ବସିବାର ନିୟମ ରହିଛି। ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ୩ ଜଣ ବସିବା ସମସ୍ତେ ଦେଖିଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଗୋଟିଏ ବାଇକ୍ରେ ୭ ଜଣ ବସିଥିବା ଦେଖାଯାଏ।
OPSCକୁ ଏକ୍ଜାମିନର୍ ସଂକଟ । ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ । ବିଳମ୍ବ ହେଉଛି OCS ଏବଂ OJS ଫଳ ପ୍ରକାଶ । ଚାଲିଛି ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ଖୋଜା । ଓଡ଼ିଶା ସିଭିଲ ସର୍ଭିସେସ୍-OCS ଏବଂ ନ୍ୟାୟିକ ସେବା- OJS ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ କାହିଁକି?
ଆଗାମୀ ଦିନରେ ପରଜା ସମାଜ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛି।