• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Poverty Survey In Odisha
ଓଡ଼ିଶାରେ କମିବ ଗରିବୀ ! ଆରମ୍ଭ ହେଲା ସର୍ଭେ...

ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୨୩  ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ।

Baliyatra
କଟକ ବାଲିଯାତ୍ରାକୁ ମିଳିବ କି ବିଶ୍ୱ ଐତିହ୍ୟ ମାନ୍ୟତା?

କୋଲକାତାର ଦୁର୍ଗାପୂଜା ଗତବର୍ଷ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବା ପରେ ଓଡ଼ିଶାର ଐତିହାସିକ ବାଲିଯାତ୍ରାକୁ ମିଳିବ କି ଅନୁରୂପ ମର୍ଯ୍ୟାଦା? ନିକଟରେ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ଜି ଟ୍ବେଣ୍ଟି ଡିଜିଟାଲ ଇକୋନମି ମିନିଷ୍ଟର୍ସ ମିଟିଂରେ ଓଡ଼ିଶାର ବାଲିଯାତ୍ରା ପ୍ରସଙ୍ଗ ଉଠାଇ ଏ ପ୍ରସଙ୍ଗ ଉଜ୍ଜିବିତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

 illegal sand mining,
ବେଆଇନ ବାଲି ଖନନ ଉପରେ NGTର ଛାଟ

ମୟୂରଭଞ୍ଜ ବେଆଇନ ବାଲି ଖନନକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍-NGTର ଛାଟ । ୩୬ କୋଟିର ଫାଇନ୍ ଲଗାଇଛନ୍ତି ଏନ୍‌ଜିଟି । ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ ପଠାରୁ ଅନବରତ ଭାବେ ବେଆଇନ ବାଲି ଖନନକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି ଟ୍ରିବୁନାଲ୍ । ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି NGT ।

Akhsay Kumar Mohanty Death
ଆରପାରିରେ ଆଉ ଜଣେ ଅକ୍ଷୟ ମହାନ୍ତି

ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ସାତଟା ସମୟରେ ପରଲୋକ ଘଟିଛି ।

Minor Boy
କି ଦୁର୍ଭାଗ୍ୟ ! ବିନା ଦୋଷରେ ଜେଲ ଗଲା ୩ ବର୍ଷର ପୁଅ

ଦୋଷ କଲେ ବାପା-ମାଆ। ହେଲେ ଜେଲ ଗଲା ୩ ବର୍ଷର ପୁଅ। ବାପା-ମାଆଙ୍କ ଯିବା ପରେ ଏବେ ଅନାଥ ପରି ବଂଚୁଛନ୍ତି ୪ ଛୁଆ। ଆଉ ସିନ୍‌ ରିକ୍ରିଏସନ୍‌ ପାଇଁ ମାଆ ଆସିଥିଲା ବେଳେ ପିଲାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲା। ହେଲେ ପିଲାଙ୍କୁ ନିଜ ସାଥୀରେ ନେଇ ପାରିଲା ନାହିଁ।

PM Narendra Modi
ମୋଦିଙ୍କ ଖାଇବା ଓ ରହିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି କେନ୍ଦ୍ର ସରକାର?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଦ୍ୟ ଓ ପିନ୍ଧୁ ଥିବା ପୋଷାକ ପାଇଁ ପ୍ରତ୍ୟେକ ଦିନ କେତେ ଟଙ୍କା ଖର୍ଚ୍ଚ କରନ୍ତି କେନ୍ଦ୍ର ସରକାର? RTI ଦେଲା ବଡ଼ ସୂଚନା...

  • Friday, 02 September 2022
NGT
ବେଆଇନ୍ ବାଲି ଖନନକୁ ନେଇ NGTର ଛାଟ ! ଲାଗିଲା ୩୬ କୋଟିର ଫାଇନ୍

ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି ।

Cyber Crime
ସାଲାରୀ ଆକାଉଣ୍ଟର ଡେବିଟ୍‌ କାର୍ଡ ଆଣିବାକୁ କହିଲେ, ଆକାଉଣ୍ଟରୁ ଟଙ୍କା ଲୁଟିଲେ...

ସବସିଡି ଅଧିକ ଦେବେ ବୋଲି କହିଲେ...ସାଲାରୀ ଆକାଉଣ୍ଟରୁ ସିଭିଭି ନମ୍ବର ନେଲେ, ଆକାଉଣ୍ଟରୁ ଟଙ୍କା ନେଇଗଲେ। ଜାଣିଲା ବେଳକୁ ଆଉ କିଛି ନାହିଁ

NASA found a planet that is 70 bigger than earth
ମିଳିଲା ନୂଆ ଗ୍ରହ; ପୃଥିବୀଠାରୁ ପ୍ରାୟ ୭୦ ପ୍ରତିଶତ ବଡ!

NASA ର ନୂଆ ଆବିଷ୍କାର। ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି। ସେଠାରେ ପାଣି ରହିଛି। ଏହା ସାଜିବ କି ପୃଥିବୀର ବିକଳ୍ପ?

Farmers
ବନ୍ୟା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ, ଧୋଇନେଲା ଧାନ ତଳି ! ଏବେ ସାର ବି ମିଳୁନି

କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।

Jaga
ସୁସ୍ଥ ହେଉଛି ଯୋଡ଼ାମୁଣ୍ଡ ଶିଶୁ ଜଗା, ବାପାଙ୍କ ସହ ଯାଇ ଚା’ ପିଉଛି ପାର୍କ ବୁଲୁଛି

ଜଗା ଫୁଲବାଣୀ ମେଡିକାଲ କ୍ୟାବିନ୍‌ରୁ ବାହାରି ଖେଳୁଛି ବୁଲୁଛି । ବାପାଙ୍କ ସହ ପ୍ରାତଃ ଭ୍ରମଣ କରୁଛି, ଚା ପିଉଛି ।

Deepika protesting outside boyfriend’s home lit up 108 diyas during Ganesh Chaturthi
ପ୍ରେମିକ ଘର ଆଗରେ ୧୦୮ ଦୀପ ଜାଳିଲେ ଦୀପିକା

ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହାସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି।

Single mobile charger
କେନ୍ଦ୍ରର ବଡ଼ ନିୟମ ! ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...

କେନ୍ଦ୍ରର ବଡ଼ ନିୟମ। ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...ଜାଣନ୍ତୁ କେବେଠୁ ଲାଗୁ ହେବ ନିୟମ...

Super Typhoon
ମାଡି ଆସୁଛି ବତ୍ୟା...୨୦୦ କିମି ବେଗରେ ପବନ ବହିବ, ୫୦ ଫୁଟ୍‌ ଜୁଆର ଉଠିବ

ସମୁଦ୍ରରୁ ମାଡି ଆସୁଛି ଏବର୍ଷର ବଡ଼ ବାତ୍ୟା। ୨୦୦ କିମି ବେଗରେ ବହିବ ପବନ, ୫୦ ଫୁଟ୍‌ ପର୍ଯ୍ୟନ୍ତ ଉଠିପାରେ ସମୁଦ୍ର ଜୁଆର। ଆତଙ୍କିତ ଅବସ୍ଥାରେ ଜାପାନବାସୀ

News Fuse
କଟକକୁ ୟୁରୋପ କରିବେ କଣ? ନାଳନର୍ଦ୍ଦମାରେ ଗନ୍ଧେଇଲାଣି ସବୁ...

କଟକ ସହରକୁ ଖାଇଲା କିଏ? ଆଲୋ ଆଲୋ ଇଏ କଣ? ଏମାନେ ରାସ୍ତାରେ ୨୨ ପାହାଚ ଭଳି କଣ ଗଡୁଛନ୍ତି? ଏମାନେ ବୋଧହୁଏ ସୁବାସ ଭାଇ ଘରକୁ ଯାଉଛନ୍ତି

Padma Shri Kamala Pujari
ମୋତେ ଜୋର୍ କରି ନଚା ଯାଇଥିଲା: କମଳା ପୂଜାରୀ

କଟକ SCB ମେଡିକାଲ୍‌ରୁ ଡିସଚାର୍ଜ ବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ଜଣେ ସମାଜସେବୀ ମମତା ବେହେରା ନାଚୁଥିବା ଭିଡିଓ ଭାଇରାଲ୍ ହୋଇଥିଲା।

Horse Died
ପାଣି ଟୋପାଏ ଦେଉନଥିଲା ମାଲିକ, ଶେଷରେ ପାଣି ଖୋଜିବାକୁ ଦୌଡ଼ିଲା ଘୋଡ଼ା ! ଚାଲିଗଲା ଜୀବନ..

ଅକ୍ଲାନ୍ତ ପରିଶ୍ରମ କରିବା ପରେ ଘୋଡ଼ାଟି ହାଲିଆ ମଧ୍ୟ ହୋଇଯାଇଥିଲା । ହେଲେ ମାଲିକ ତାକୁ ପାଣି ଟୋପାଏ ବି ପିଇବାକୁ ଦେଇନଥିଲା ।

Apana Eka Nuhanti
ବାପା-ମାଆ ଚାଲିଗଲେ...ଋଣ ଟଙ୍କା କେମିତି ସୁଝିବେ ୪ ଭଉଣୀ?

ଯିଏ ଦିନେ ଲୁହ ପୋଛୁଥିଲା, ତାଙ୍କ ପାଇଁ ଆଜି ଲୁହ ଗଡାଉଛନ୍ତି ପିଲା। ବାପା-ମାଆଙ୍କ ସ୍ୱପ୍ନ ପୂରଣ ହେବ କି ନାହିଁ ମୁଁ ଜାଣିନି ବୋଲି କହି ଭୋ ଭୋ କାନ୍ଦୁଛନ୍ତି ୪ ଭଉଣୀ। ବାପାଙ୍କ ଫଟୋକୁ ଚାହିଁକି କାନ୍ଦିଲେ ବି କିଛି ବାଟ ଦିଶୁନି। ଋଣ ଟଙ୍କା କେମିତି ସୁଝିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ଏଇ ୪ ଭଉଣୀ

 forest officer getting body massage
ରଙ୍ଗୀନ ମିଜାଜର ରେଂଜର...ତେଲ ମାଲିସ ନହେଲେ ବାବୁଙ୍କୁ ନିଦ ହେଉନି...

ଏ ରେଂଜର ଭାରି ରଙ୍ଗୀନ ! ତେଲ ନମାରିଲେ ୟାଙ୍କୁ ନିଦ ହେଉନି। ଏମିତି ଉତ୍ପାତ କରୁଛନ୍ତି ଯେ ତ୍ରାହି ତ୍ରାହି ଡାକିଲେଣି ଅଫିସ୍‌ କର୍ମଚାରୀ। କେତେବେଳେ ରୋଷେଇ କରିବାକୁ କହୁଛନ୍ତି ତ ପୁଣି କେତେବେଳେ ଲୁଗା କାଚିବାକୁ ଦେଉଛନ୍ତି ବରାଦ...

Special story
କେନାଲ ଅଛି ହେଲେ ପାଣି ଆସୁନି, ଜଳକର ଦେଇ ଚାଷୀ ହନ୍ତସନ୍ତ

ନା କେହି କେନାଲର ଯତ୍ନ ନେଉଛି ନା କେହି ମରାମତି କରୁଛି

Special story
ଘୋର ଅନ୍ୟାୟ : ୪୦ ବର୍ଷ ଖଟିଲେଣି, ହେଲେ ସ୍ଥାୟୀ ହେଉନି ନିରଞ୍ଜନଙ୍କ ଚାକିରି

ମୋରି ଆଖି ସାମ୍ନାରେ କେତେ ଡିଏଫଓ ସାର୍ ଆସିଲେଣି, କେତେ ଗଲେଣି । ହେଲେ ମୋର ଚାକିରି କେହି ସ୍ଥାୟୀ କଲେ ନାହିଁ ।

Trainee SI Dies In Road Accident In Nuapada
SIଙ୍କୁ ଧକ୍କା ଦେଲା ଟ୍ରକ୍‌, ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ...

ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଜଣେ ଟ୍ରେନି SIଙ୍କ ମୃତ୍ୟୁ ଘଟିଛି।

Making News
ନେଟୱାର୍କ ବିଜିନେସ୍‌ର ଏମିତି ସ୍ୱପ୍ନ ଦେଖିଲେ ଯେ....ଦିନ ଦ୍ୱିପ୍ରହରେ ଷ୍ଟେଜ ଉପରେ ଶୋଇଲେ

ଆମର ବଡ଼ ନେଟୱାର୍କ। ଥରେ ଖାଲି ପି.ପି ନେଟୱାର୍କରେ ଜଏନ କରନ୍ତୁ...ନିଇତି ପାଇବେ ୮ ହଜାର ଟଙ୍କା। ଥରେ ଇନଭେଷ୍ଟମେଣ୍ଟ କଲେ, ଜୀବନସାରା ଚିନ୍ତା ଶୂନ୍ୟ

Special story
କୁଆଖାଇ ନଦୀରେ ୨ ଛାତ୍ର ନିଖୋଜ ଘଟଣା : ଆଜି ଅନ୍ୟ ଜଣକର ମୃତଦେହ ଉଦ୍ଧାର

ଗତକାଲି ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା

 Horse dies of thirst in Mayurbhanj
ମୃତ ଘୋଡାର ଦେହଥରା କାହାଣୀ...ପାଣି ଟୋପାଏ ଦେଲାନି ମଣିଷ...ଗଛରେ ପିଟି ହୋଇ ମଲା ଘୋଡା...

ଏ ଘୋଡାର ଦୋଷ କଣ? ମାଲିକକୁ ପିଠିରେ ବସାଇ ଦଉଡି ଦଉଡି ଥକି ପଡ଼ିଥିଲା ଏଇ ଘୋଡା...ରାସ୍ତା କଡରେ ମାଲିକ ନିଜେ ପାଣି ପିଇ ଦେଲା କିନ୍ତୁ ଘୋଡାକୁ ପାଣି ଦେଲାନି। ଶୋଷରେ ପାଣି ଖୋଜି ଖୋଜି ଏମିତି କ୍ଷୀପ୍ର ଗତିରେ ଦଉଡିଲା ଯେ...ଗଛରେ ପିଟି ହୋଇ ପ୍ରାଣ ହାରିଲା...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ କାହାଣୀ