ଝିଅ ଜନ୍ମ କରି ନିଜକୁ ଧନ୍ୟ ମନେ କରୁଛନ୍ତି ବାପା-ମାଆ। ଏମିତିକି ଝିଅର ପାଦକୁ କ୍ଷୀରରେ ଧୋଇଲେ...ପରେ ସେହି କ୍ଷୀରକୁ ପିଇଲେ ବାପା-ମାଆ...ଆଉ କହିଲେ...
Published: Pallipuspa Samal
Last updated: 03 September 2022, 10:00 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।