• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Khola Katha
ପାତଲଘଂଟା ଗୀତ ଆମର ଭାରି ପସନ୍ଦ...ନୂଆଁଖାଇରେ ଆମର ଥାଏ ଷ୍ଟେଜ୍‌ ସୋ’…

ନୂଆଁଖାଇରେ ଆମର ପ୍ରତିବର୍ଷ ଥାଏ ଷ୍ଟେଜ୍‌ ସୋ’। କେମିତି ବାହାରେ ନବାନ୍ନ ଖାଇବାର ସମୟ? ଯଦି ସଠିକ୍‌ ସମୟରେ ନୂଆଁ ଖାଇବେ ନାହିଁ ତେବେ ହେବ କଣ? ଶୁଣନ୍ତୁ ଏନେଇ ଖୋଲାକଥାରେ କଣ କହୁଛନ୍ତି ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର ଓ କଣ୍ଠଶିଳ୍ପୀ ସଂଜୁ ମହାନ୍ତି...

Superstition
୭୦ ବର୍ଷ ହେଲା ବାସନ୍ଦ ହୋଇଛନ୍ତି, ହେଲେ କାରଣ କ’ଣ ? କାହାକୁ ଜଣାନାହିଁ !

ବାସନ୍ଦ ଯୋଗୁଁ ଆଖପାଖ ଗାଁରେ ନିଜ ଜାତିରେ ପୁଅ-ଝିଅ ବାହା ଦେଇ ପାରୁନାହାନ୍ତି କି ବୈବାହିକ ସଂପର୍କ ସ୍ଥାପନ କରିପାରୁ ନାହାନ୍ତି ।

turning roads in Soro into death
ଏଇ ରାସ୍ତାରେ ଜଗିଛି ଯମ, ଯିଏ ଯାଉଛି ତାକୁ ଖାଉଛି...

ଇଏ ରାସ୍ତା ନୁହେଁ ଯମଦ୍ୱାରା। ଯିଏ ଗଲା ତା’ର କଣ ହେବ କେହି ବି କହିପାରିବେନି। ପରିସ୍ଥିତି ଏମିତି ହେଲାଣି ଯେ, ରାସ୍ତାରେ ଯିବାକୁ ଡରିଲେଣି ଲୋକେ

Apana Eka Nuhanti
୫ ବର୍ଷ ହେଲାଣି ପାରାଲିସିସ୍‌ ଜୀବନକୁ କଲାଣି ଦୁର୍ବିପାକ....ସାନ ପୁଅ ଦାଦନ ଯାଇଛି, ଆଉ ବଡ଼ ପୁଅ....

ସାନ ପୁଅ ଯାଇଛି ଦାଦନ, ରୋଗରେ ପଡ଼ିଛି ବଡ ପୁଅ...ଆଉ ବାପାକୁ ପାରାଲିସିସ୍‌....ଯିଏ ଦିନେ କାହାର ସାହାରା ନେଇନଥିଲେ ଆଜି ସିଏ ବାଡିର ବିନା ସାହାରାରେ ପାଦେ ଚାଲିବା କଷ୍ଟକର ହୋଇ ପଡ଼ିଛି। ଯେଉଁ ବୟସରେ ବାପାର ଦାୟିତ୍ୱ ପୁଅ ନେବା କଥା ସେଇ ବୟସରେ ସେ ଅନ୍ୟ ଉପରେ କରୁଛନ୍ତି ନିର୍ଭର। ସରକାରୀ ସହାୟତା ନମିଳିଲେ ଭାସିଯିବ ପରିବାର...

Cyber Crime
୭୨ ହଜାର ନେଇ ଥଟ୍ଟା କରୁଛୁ, ପାଖରେ ଥିଲେ ଚପଲରେ ପିଟନ୍ତି...

ସବିସିଡି ଆଶାରେ ଆକାଉଣ୍ଟରୁ ନେଇ ଗଲେ ୭୨ ହଜାର ଟଙ୍କା। ଆଉ ଫୋନ୍‌ କରି କହୁଛନ୍ତି ଆଉ ୩୦୦ ଟଙ୍କା ବାକି ଅଛି, ସେଇଟାକୁ ବି ନେବୁ। ବାସ୍‌ ଏତିକି ଶୁଣିବା ପରେ ଆକାଉଣ୍ଟ ହୋଲଡୋର୍‌ କହିଲେ...

Man Found Hanging In Tree In Koraput
ତେନ୍ତୁଳି ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ, ନାକେଦମ୍ ହେଲା ପୋଲିସ୍‌

ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ। 

Viral video
ଝିଅ ଜନ୍ମ ମହାପୁଣ୍ୟ...କ୍ଷୀରରେ ପାଦ ଧୋଇ ପିଇ ଦେଲେ ବାପା-ମାଆ...

ଝିଅ ଜନ୍ମ କରି ନିଜକୁ ଧନ୍ୟ ମନେ କରୁଛନ୍ତି ବାପା-ମାଆ। ଏମିତିକି ଝିଅର ପାଦକୁ କ୍ଷୀରରେ ଧୋଇଲେ...ପରେ ସେହି କ୍ଷୀରକୁ ପିଇଲେ ବାପା-ମାଆ...ଆଉ କହିଲେ...

News Fuse
ହେଲମେଟ୍‌ ପାଇଁ ଏମିତି ୟୁ-ଟର୍ଣ୍ଣ ନେଲେ...ମାମୁଁ ଅନେଇଛନ୍ତି..

ମୋ ବୋଉଲୋ...କି ଷ୍ଟାଇଲ? ମଲା ହେଲମେଟ୍‌ ପିନ୍ଧିଲେ ଷ୍ଟାଇଲ କମିଯିବନି? ଦେଖୁନୁରେ ନାରଣ, କେମିତି ମାମୁଁ ଦେଖି ଏମିତି ଘାଏଁ କିନା ହେଣ୍ଡେଲ ମୋଡିଲେ ଯେ ଅନେଇ ରହିଛନ୍ତି ମାମୁଁ....ଆଉ ଭଣଜାକୁ ଦେଖୁନୁ

Orphan
କି ନିର୍ଦୟ ଏ ଦଇବ ! ୧୦ ଦିନ ଭିତରେ ଆରପାରିରେ ବାପା-ମା, ଦୁଇ କୁନି ଛୁଆ ଏବେ ଅନାଥ

ମାତ୍ର ୧୦ ଦିନ ବ୍ୟବଧାନରେ ଉଭୟ ବାପ-ମାଆ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ଯାହାଫଳରେ ଦୁଇ କୁନି ଛୁଆ ଏବେ ସମ୍ପୂର୍ଣ୍ଣ ଅନାଥ ।

Cultural Programme Held In Khordha
ହଟିଲା କଟକଣା, ଫେରିଲା ପାର୍ବଣ ମାହୋଲ: ଗଣପତିଙ୍କ ଆଗମନରେ ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ

୨ ବର୍ଷ ପରେ କରୋନା କଟକଣା ହଟିବା ପରେ ଜୀବନଜୀବିକା ଏବେ ଟ୍ରାକ୍‌କୁ ଫେରିଥିବା ଦେଖିବାକୁ ମିଳିଛି। ପାର୍ବଣ ପାଇଁ ଚାରିଆଡ଼େ ଉତ୍ସବ ମୁଖର ହୋଇଥିବା ବେଳେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କଳାକାରଙ୍କ ପାଖରେ ଏବେ ତର ନାହିଁ। 

Poverty Survey In Odisha
ଓଡ଼ିଶାରେ କମିବ ଗରିବୀ ! ଆରମ୍ଭ ହେଲା ସର୍ଭେ...

ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୨୩  ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ।

Baliyatra
କଟକ ବାଲିଯାତ୍ରାକୁ ମିଳିବ କି ବିଶ୍ୱ ଐତିହ୍ୟ ମାନ୍ୟତା?

କୋଲକାତାର ଦୁର୍ଗାପୂଜା ଗତବର୍ଷ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବା ପରେ ଓଡ଼ିଶାର ଐତିହାସିକ ବାଲିଯାତ୍ରାକୁ ମିଳିବ କି ଅନୁରୂପ ମର୍ଯ୍ୟାଦା? ନିକଟରେ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ଜି ଟ୍ବେଣ୍ଟି ଡିଜିଟାଲ ଇକୋନମି ମିନିଷ୍ଟର୍ସ ମିଟିଂରେ ଓଡ଼ିଶାର ବାଲିଯାତ୍ରା ପ୍ରସଙ୍ଗ ଉଠାଇ ଏ ପ୍ରସଙ୍ଗ ଉଜ୍ଜିବିତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

 illegal sand mining,
ବେଆଇନ ବାଲି ଖନନ ଉପରେ NGTର ଛାଟ

ମୟୂରଭଞ୍ଜ ବେଆଇନ ବାଲି ଖନନକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍-NGTର ଛାଟ । ୩୬ କୋଟିର ଫାଇନ୍ ଲଗାଇଛନ୍ତି ଏନ୍‌ଜିଟି । ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ ପଠାରୁ ଅନବରତ ଭାବେ ବେଆଇନ ବାଲି ଖନନକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି ଟ୍ରିବୁନାଲ୍ । ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି NGT ।

Akhsay Kumar Mohanty Death
ଆରପାରିରେ ଆଉ ଜଣେ ଅକ୍ଷୟ ମହାନ୍ତି

ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ସାତଟା ସମୟରେ ପରଲୋକ ଘଟିଛି ।

Minor Boy
କି ଦୁର୍ଭାଗ୍ୟ ! ବିନା ଦୋଷରେ ଜେଲ ଗଲା ୩ ବର୍ଷର ପୁଅ

ଦୋଷ କଲେ ବାପା-ମାଆ। ହେଲେ ଜେଲ ଗଲା ୩ ବର୍ଷର ପୁଅ। ବାପା-ମାଆଙ୍କ ଯିବା ପରେ ଏବେ ଅନାଥ ପରି ବଂଚୁଛନ୍ତି ୪ ଛୁଆ। ଆଉ ସିନ୍‌ ରିକ୍ରିଏସନ୍‌ ପାଇଁ ମାଆ ଆସିଥିଲା ବେଳେ ପିଲାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲା। ହେଲେ ପିଲାଙ୍କୁ ନିଜ ସାଥୀରେ ନେଇ ପାରିଲା ନାହିଁ।

PM Narendra Modi
ମୋଦିଙ୍କ ଖାଇବା ଓ ରହିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି କେନ୍ଦ୍ର ସରକାର?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଦ୍ୟ ଓ ପିନ୍ଧୁ ଥିବା ପୋଷାକ ପାଇଁ ପ୍ରତ୍ୟେକ ଦିନ କେତେ ଟଙ୍କା ଖର୍ଚ୍ଚ କରନ୍ତି କେନ୍ଦ୍ର ସରକାର? RTI ଦେଲା ବଡ଼ ସୂଚନା...

  • Friday, 02 September 2022
NGT
ବେଆଇନ୍ ବାଲି ଖନନକୁ ନେଇ NGTର ଛାଟ ! ଲାଗିଲା ୩୬ କୋଟିର ଫାଇନ୍

ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି ।

Cyber Crime
ସାଲାରୀ ଆକାଉଣ୍ଟର ଡେବିଟ୍‌ କାର୍ଡ ଆଣିବାକୁ କହିଲେ, ଆକାଉଣ୍ଟରୁ ଟଙ୍କା ଲୁଟିଲେ...

ସବସିଡି ଅଧିକ ଦେବେ ବୋଲି କହିଲେ...ସାଲାରୀ ଆକାଉଣ୍ଟରୁ ସିଭିଭି ନମ୍ବର ନେଲେ, ଆକାଉଣ୍ଟରୁ ଟଙ୍କା ନେଇଗଲେ। ଜାଣିଲା ବେଳକୁ ଆଉ କିଛି ନାହିଁ

NASA found a planet that is 70 bigger than earth
ମିଳିଲା ନୂଆ ଗ୍ରହ; ପୃଥିବୀଠାରୁ ପ୍ରାୟ ୭୦ ପ୍ରତିଶତ ବଡ!

NASA ର ନୂଆ ଆବିଷ୍କାର। ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି। ସେଠାରେ ପାଣି ରହିଛି। ଏହା ସାଜିବ କି ପୃଥିବୀର ବିକଳ୍ପ?

Farmers
ବନ୍ୟା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ, ଧୋଇନେଲା ଧାନ ତଳି ! ଏବେ ସାର ବି ମିଳୁନି

କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।

Jaga
ସୁସ୍ଥ ହେଉଛି ଯୋଡ଼ାମୁଣ୍ଡ ଶିଶୁ ଜଗା, ବାପାଙ୍କ ସହ ଯାଇ ଚା’ ପିଉଛି ପାର୍କ ବୁଲୁଛି

ଜଗା ଫୁଲବାଣୀ ମେଡିକାଲ କ୍ୟାବିନ୍‌ରୁ ବାହାରି ଖେଳୁଛି ବୁଲୁଛି । ବାପାଙ୍କ ସହ ପ୍ରାତଃ ଭ୍ରମଣ କରୁଛି, ଚା ପିଉଛି ।

Deepika protesting outside boyfriend’s home lit up 108 diyas during Ganesh Chaturthi
ପ୍ରେମିକ ଘର ଆଗରେ ୧୦୮ ଦୀପ ଜାଳିଲେ ଦୀପିକା

ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହାସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି।

Single mobile charger
କେନ୍ଦ୍ରର ବଡ଼ ନିୟମ ! ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...

କେନ୍ଦ୍ରର ବଡ଼ ନିୟମ। ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...ଜାଣନ୍ତୁ କେବେଠୁ ଲାଗୁ ହେବ ନିୟମ...

Super Typhoon
ମାଡି ଆସୁଛି ବତ୍ୟା...୨୦୦ କିମି ବେଗରେ ପବନ ବହିବ, ୫୦ ଫୁଟ୍‌ ଜୁଆର ଉଠିବ

ସମୁଦ୍ରରୁ ମାଡି ଆସୁଛି ଏବର୍ଷର ବଡ଼ ବାତ୍ୟା। ୨୦୦ କିମି ବେଗରେ ବହିବ ପବନ, ୫୦ ଫୁଟ୍‌ ପର୍ଯ୍ୟନ୍ତ ଉଠିପାରେ ସମୁଦ୍ର ଜୁଆର। ଆତଙ୍କିତ ଅବସ୍ଥାରେ ଜାପାନବାସୀ

News Fuse
କଟକକୁ ୟୁରୋପ କରିବେ କଣ? ନାଳନର୍ଦ୍ଦମାରେ ଗନ୍ଧେଇଲାଣି ସବୁ...

କଟକ ସହରକୁ ଖାଇଲା କିଏ? ଆଲୋ ଆଲୋ ଇଏ କଣ? ଏମାନେ ରାସ୍ତାରେ ୨୨ ପାହାଚ ଭଳି କଣ ଗଡୁଛନ୍ତି? ଏମାନେ ବୋଧହୁଏ ସୁବାସ ଭାଇ ଘରକୁ ଯାଉଛନ୍ତି