/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662203306.jpg)
ପୋଲ ନାହିଁ, ଭରା ନଈ ପାର ହେବାକୁ ଏଇ ହୁଲିଡଙ୍ଗା ହିଁ ଭରସା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662203306.jpg)
1/5
ପୋଲ ନାହିଁ, ଭରା ନଈ ପାର ହେବାକୁ ଏଇ ହୁଲିଡଙ୍ଗା ହିଁ ଭରସା। ଏ ହେଉଛି ବାଲିଗୁଡ଼ା ଦେଇ ଯାଇଥିବା ଖଡ୍ଗ ନଦୀର ଦୃଶ୍ୟ। ଡାକପଦର ଓ ମହାସିଂ ପଞ୍ଚାୟତର ଲୋକେ ବର୍ଷ ସାରା ଏମିତି ହିଁ ନଈ ପାର ହୁଅନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662203427.jpg)
2/5
ଏ ଦୃଶ୍ୟ ବି ଦେଖନ୍ତୁ...ପ୍ରଖର ସୁଅ କାଟି ଡଙ୍ଗାକୁ ସଂଭାଳିବା ସତରେ ମୁସ୍କିଲ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662203655.jpg)
3/5
ବନ୍ୟା ସିନା ଛାଡ଼ିଗଲା, ଚାଷୀ ମନରେ କିନ୍ତୁ ଅନେକ ଆଘାତ ଦେଇଗଲା। ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର। ପାଣି ଛାଡ଼ି ଯିବା ପରେ ଧାନଗଛର ଅବସ୍ଥା ଏବେ ଏମିତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662203852.jpg)
4/5
ନକଲି ସାଧୁ, ଏମାନଙ୍କ କାରନାମା କିନ୍ତୁ ଫୁଲ୍ ଅସଲି। ଏମାନେ ଗଂଜାମ ଜିଲ୍ଲାରେ ଗାଁ ଗାଁ ବୁଲି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662204077.jpg)
5/5
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିପଥ ଯୋଜନା ପାଇଁ ପ୍ରାକ୍ ତାଲିମ ଦିଆଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)