• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Saloni Bhandari belonging from millionaire family became jain sadhvi
କୋଟିପତି ପରିବାରର ଝିଅ ହେଲେ ଭିକ୍ଷୁ ; ଜୀବନସାରା ପାଦରେ ହିଁ ଚାଲିବେ

୨୫ ବର୍ଷର ସଲୋନୀ ଭଣ୍ଡାରୀ ଅଧ୍ୟୟନ ଏବଂ ଚାକିରି ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କୋଟିପତି ପରିବାରରେ ବଢିଥିବା ସଲୋନୀ ଏବେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ଫଳରେ ସେ ଏବେ ଭିକ୍ଷୁ ଜୀବନ ଜୀଇବେ।

Shocking News
ହସ୍ପିଟାଲ୍‌ ଶୌଚାଳୟରେ ଜନ୍ମହେଲା ପିଲା, ଲାଟ୍ରିନ୍ ପ୍ୟାନରେ ଫସିଗଲା ମୁଣ୍ଡ

ଶିଶୁଟିକୁ ଉଦ୍ଧାର କରାଯାଇ SNCU ରେ ଭର୍ତ୍ତି କରାଯାଇଛି

Vice Chancellor apologies over powercut issues
ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ନେଇ କ୍ଷମା ମାଗିଲେ କୁଳପତି

ବିଭ୍ରାଟ ପରେ କ୍ଷମା ମାଗିଛନ୍ତି କୁଳପତି। MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି।

Viral Video
ଆଶ୍ଚର୍ଯ୍ୟ ! ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା

ହେ ଭଗବାନ ! ଇଏ କଣ? ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

platform starts from No 2
ଅଜବ ରେଲୱେ ଷ୍ଟେସନ୍‌ : ୧ ନୁହେଁ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ

ଅଜବ ରେଲୱେ ଷ୍ଟେସନ୍‌ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

Droupadi Murmu
ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ! ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ?

ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣବେଳେ ବିକଳ୍ପ ଆଲୋକ ବ୍ୟବସ୍ଥା ନଥିଲା କି ?

mountain to get mobile network
ନେଟୱର୍କ ପାଇଁ ଚଢିବାକୁ ହେବ ପାହାଡ଼

ବାଃ ବାଃରେ ଡିଜିଟାଲ୍‌ ସେବା । ମୋବାଇଲ ଧରିବାକୁ ହେଲେ ଚଢିବାକୁ ପଡ଼ିବ ପାହାଡ...ଆମ୍ବୁଲାନ୍ସ ଡାକିବାକୁ ହେଲେ ଦଉଡିବାକୁ ପଡିବ ୩ କୋଷ ବାଟ । ଇଏ ଏମିତି ଏକ ଗାଁ ଯେଉଁଠି ଯାହା କଲେ ଚଢିବାକୁ ହୁଏ ପାହାଡ଼

News Fuse
ମଣୀ ତ ବାହାରିଲାନି, ଡାଇମଣ୍ଡ ନେଇକି ଆମେ କଣ କରିବୁ?

ଇଏ ପୂରା ସାଙ୍ଘାତିକ ଠକ । ଘର ତଳୁ ମଣୀ ବାହାରିବ କହିଲେ, ଏବେ କଣ ମାମୁଁ ଘରକୁ ଗଲେ? କ’ଣ ହେଲା କିରେ ନାରଣ?

Jajpur villagers
ଏ ସରକାରକୁ ଲଜ୍ଜା ... ୬୦ ବର୍ଷ ହେଲା ପହଞ୍ଚିପାରିନି ମୌଳିକ ସୁବିଧା

ଏ ସରକାରକୁ ଟିକେ ଲଜ୍ଜା ନାହିଁ । ୬୦ ବର୍ଷ ହେଲା ପହଞ୍ଚୁନି ମୌଳିକ ସୁବିଧା...ଘରେ ଚାଉଳ ସରିଗଲେ ପାଣି ପିଇ ଶୋଉଛନ୍ତି ଲୋକେ।

  • Saturday, 06 May 2023
Network problem in odisha
ଆଶ୍ଚର୍ଯ୍ୟ ! ନେଟୱର୍କ ପାଇବାକୁ ହେଲେ ଚଢିବାକୁ ପଡିବ ପାହାଡ଼

ବାଃ ବାଃରେ ଡିଜିଟାଲ୍‌ ସେବା । ମୋବାଇଲ ଧରିବାକୁ ହେଲେ ଚଢିବାକୁ ପଡ଼ିବ ପାହାଡ...ଆମ୍ବୁଲାନ୍ସ ଡାକିବାକୁ ହେଲେ ଦଉଡିବାକୁ ପଡିବ ୩ କୋଷ ବାଟ । ଇଏ ଏମିତି ଏକ ଗାଁ ଯେଉଁଠି ଯାହା କଲେ ଚଢିବାକୁ ହୁଏ ପାହାଡ଼

  • Saturday, 06 May 2023
Saheed Laxman Naik Medical College and Hospital in Koraput
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ହସପିଟାଲରେ ଡାକ୍ତର ଅଭାବ, ରୋଗୀ ପାଇଁ ସାହା ଭରସା ଗୁଣିଆ

କେବଳ ଧରମପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର କଥା ନୁହେଁ, ୩ ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୧୦୯ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତେଣୁ ଭାବନ୍ତୁ ଏଠି କେମିତି ଚିକିତ୍ସା ସେବା ପାଉଥିବେ ରୋଗୀ। 

 red flags put up at Puri sea beach
ଅଘଟଣ ପରେ ଚେତିଲା ପୁରୀ ପ୍ରଶାସନ : ପୁରୀ ବେଳାଭୂମିର ୩ଟି ସେକ୍ଟରରେ ଲାଗିଲା ରେଡଫ୍ଲାଗ୍

ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି

President Droupadi Murmu
ଗସ୍ତର ଦ୍ୱିତୀୟ ଦିନରେ ଶିମିଳିପାଳ ବୁଲିଲେ ରାଷ୍ଟ୍ରପତି

ସକାଳୁ ମହାଦେବଙ୍କ ପୂଜାର୍ଚ୍ଚନା କଲେ ମହାମହିମ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିରେ ଦେଲେ ଶ୍ରଦ୍ଧାଞ୍ଜଳି । ପ୍ରୋଟୋକଲ ଭାଙ୍ଗି ନିଜ ଘରେ ରାତ୍ରିଯାପନ କଲେ ।

DY Chandrachud, CJI
ଓଡ଼ିଶାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ପୁରୀ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।

Malkangiri Health Problem
ସ୍ୱାସ୍ଥ୍ୟସେବା ସଙ୍ଗୀନ...ଟଙ୍କା ଥିଲେ ମେଡିକାଲ ଯାଅ, ନହେଲେ ଗୁଣିଆର ଶରଣରେ ରୁହ !

ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟସେବା । ମେଡିକାଲରେ ଚିକିତ୍ସା ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ପାଖକୁ ଧାଉଁଛନ୍ତି ଲୋକେ । ମାଲକାନଗିରି ଜିଲ୍ଲାରେ ଭୁଶୁଡି ପଡିଲାଣି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାନ୍ତି ।

viral vedio
ଚଳନ୍ତା ଅଟୋରୁ ଚେଞ୍ଜ ହେଲା ଟାୟାର୍‌

ଆଶ୍ଚର୍ଯ୍ୟ ! ଫୁଲ ସ୍ପିଡ୍‌ରେ ଚାଲୁଥିଲା ଗାଡ଼ି...ହଠାତ୍‌ ପମ୍ପଚର ହେଲା ଟାୟାର । ଗାଡି ରଖିଲେନି ବରଂ ଚାଲୁଚାଲୁ ଚେଞ୍ଜ ହୋଇଗଲା ଟାୟାର୍‌ । ଭାଇରାଲ ହେଲା ଭିଡିଓ

School Student
ସାର୍ ଗଲେ ଆମେ ପାଠ ପଢିବୁ କେମିତି ? ଏମିତି କହି ସ୍କୁଲ୍‌ ଗେଟ୍‌ରେ ତାଲା ଠୁଙ୍କିଲେ ପିଲା

ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

News Fuse
ଶୌଚାଳୟ ପିଣ୍ଡାରେ ସାବୁନ ଲଗେଇଦେଲେ

ଆଲୋ ଆଲୋ ଇଏ କଣ? ଶୌଚାଳୟରେ ତାଲା କିଏ ପକାଇଲା? ଗଲା ଗଲା...ଦେଖୁନୁରେ ନାରଣ । କେମିତି ଶୌଚାଳୟ ସାମ୍ନାରେ ସାବୁଲ ଲଗେଇ ଲଗେଇ ଗାଧୋଉଛନ୍ତି ସୁବାଷ ସଂଗଠନର ଯୁବକ

Biriyani
ବିରିୟାନି ଅର୍ଡର କରିଥିଲେ, ଅସରପା ବାହାରିଲା

ଅଧ ରାତିରେ ଅର୍ଡର କଲେ ବିରିୟାନି । ଘରେ ପହଞ୍ଚିବା ବେଳକୁ ପାର୍ସଲରୁ ବାହାରିଲା ଅସରପା । ରାଗି ତମତମ ହୋଇ...

Factory
କଲୋନୀ କରିବେ କହିଲେ, ଏବେ ଫ୍ୟାକ୍ଟ୍ରି ହେଉଛି !

କଲୋନୀ କରିବେ ବୋଲି କହିଲେ । ଶାଗମାଛ ଦରରେ ଜମି କିଣିନେଲେ...ଏବେ ଫ୍ୟାକ୍ଟ୍ରି କରିବେ କହୁଛନ୍ତି । ଆମେ କରାଇ ଦେବୁନି । ଏତେ ପ୍ରଦୂଷଣରେ ଆମେ ରହିବୁ କେମିତି?

ଓଡ଼ିଶାରେ ମହାମହିମ
ପାହାଡ଼ପୁର ଗାଁରେ ମାଟିର ଝିଅ, ଆପଣାର ଲୋକଙ୍କୁ ଭେଟି ଭାବବିହ୍ୱଳ ମାଡାମ ପ୍ରେସିଡେଣ୍ଟ

୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସି ଜନ୍ମମାଟି ମୟୁରଭଞ୍ଜରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାହାଡ଼ପୁର ଗାଁରେ ପହଞ୍ଚିଛନ୍ତି ମାଟିର ଝିଅ। ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନଙ୍କ ସହ ଆପଣାର ଲୋକ ମାନଙ୍କୁ ଭେଟି ଭାବବିହ୍ୱଳ ହୋଇଛନ୍ତି ମାଡାମ ପ୍ରେସିଡେଣ୍ଟ। ପାଖରେ ପାଇ କିଏ ତାଙ୍କୁ ଡାକୁଥିଲେ ଭଉଣୀ ତ ଆଉ ସମ୍ବୋଧନ କରୁଥିଲେ ଭାଣିଜୀ ବୋଲି...

distance board between Bhubaneswar and Puri
ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଶିଶୁପାଳଗଡ଼ରେ ଲାଗିଥିବା ତିନିଟି ବୋର୍ଡରେ ରହିଛି ତିନି ପ୍ରକାର ତଥ୍ୟ। NH କର୍ତ୍ତୃପକ୍ଷଙ୍କ ଏହି ସାଇନବୋର୍ଡ କହୁଛି ୫୨ କିମି, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବୋର୍ଡ କହୁଛି ୫୦ ଓ ସେହି ନିକଟରେ ଥିବା ମାଇଲ ଖୁଣ୍ଟ ଓ ବୋର୍ଡରେ ଲେଖାଯାଇଛି ୫୬ କିଲୋମିଟର।

  • Thursday, 04 May 2023
distance board between Bhubaneswar and Puri
ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ।

President Murmu arrives in Odisha on a three-day visit
ସୁପ୍ରିମ୍‌ କମାଣ୍ଡରଙ୍କୁ ପାଖରେ ପାଇ ଭାବବିହ୍ୱଳ ପାହାଡ଼ପୁର

ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ।

PMAY scheme
ଘର ଗୋଟିଏ, ହେଲେ ହିତାଧିକାରୀ ତିନି ଜଣ : ଗୋଟିଏ ଘରକୁ ଦେଖାଇ ୧୬ ଲକ୍ଷ ହଡ଼ପ

ଆଶ୍ଚର୍ଯ୍ୟର କଥା ହେଲା ହିତାଧିକାରୀମାନେ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ। ସେମାନେ ହେଲେ ବିଚିତ୍ରାନନ୍ଦ ଜେନା, ତାଙ୍କ ପତ୍ନୀ ଅନନ୍ୟା ରାଉତରାୟ ଓ ପୁଅ ବିଶ୍ୱଜିତ ରାଉତରାୟ।