ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ କେବେ ହେବ ମଣ୍ଡିରେ ଶତ ପ୍ରତିଶତ ସିସିଟିଭି ବ୍ୟବସ୍ଥା? ବହୁ ମଣ୍ଡିରେ ଆଜି ବି ନାହିଁ କ୍ୟାମେରା, କିଛି ସ୍ଥାନରେ ଲାଗିଥିଲେ ବି ଅଚଳକୁ ନେଇ ବଢୁଛି ଚାଷୀ ଅସନ୍ତୋଷ, ବିରୋଧୀ କହିଲେ ଚାଷୀଙ୍କୁ ଭକୁଆ ବନାଉଛନ୍ତି ସରକାର
Published: Sarbeswar
Last updated: 06 May 2023, 09:25 PM IST
ଶୁକ୍ରବାର...ରାତି ପ୍ରାୟ ୧୦ ଟା । ହଠାତ୍ ଲେଡିଜ୍ ହଷ୍ଟେଲ୍ରେ ପଶିଗଲେ ଦୁର୍ବୃତ୍ତ...ଖାଲି ହଷ୍ଟେଲ୍ ଭିତରେ ପଶିଲେ ତାହା ନୁହେଁ ବରଂ ଖେଳାଇ ଦେଲେ ଆତଙ୍କ । ରାତି ହୋଇଥିବାରୁ ଅଧିକାଂଶ ଯୁବତୀ ନିଜନିଜ ରୁମ୍ରେ ଥିଲେ । ଆଉ ଏତିକି ବେଳେ ଗାଳିମନ୍ଦ ଦେବା ସହିତ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଖେଳିଯାଇଛି ଭୟର ବାତାବରଣ