ବିଭ୍ରାଟ ପରେ କ୍ଷମା ମାଗିଛନ୍ତି କୁଳପତି। MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି।
ବିଜ୍ଞାନ କ୍ଷ୍ରେତ୍ରରେ ତାଙ୍କ ଗବେଷଣା ଓ ଅବଦାନ ପାଇଁ ତାଙ୍କୁ ୧୯୯୦ ମସିହାରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।