• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Bovines stuck on island in Mahanadi river, rescued
ମହାନଦୀରେ ଫସିଥିବା ଗୋରୁପଲଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ହରଭଙ୍ଗା ନିକଟରେ ମହନଦୀରେ ଫସିଗଲେ ଗାଈଗୋରୁ । ହୀରାକୁଦ ପାଣି ଛାଡିବା ପରେ ନଈ ମଝିରେ ରହି ଯାଇଥିଲେ । ଗାଈଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

Rashmita Panigrahi
ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ହସ୍ପିଟାଲ ବେଡରେ ଥାଇ ଆଇଏଏସ୍ ଅଫିସର ହେବାର ସ୍ୱପ୍ନ ଦେଖୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁରର ଉଚ୍ଚଶିକ୍ଷିତା ଯୁବତୀ ରଶ୍ମିତା ପାଣିଗ୍ରାହୀ । ଦେହର ପ୍ରାୟ ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ ବି ମନୋବଳ ମାରି ନାହାନ୍ତି କି ପରିସ୍ଥିତିକୁ ଦ୍ୱାହି ଦେଇ ହାର୍ ମାନି ନାହାନ୍ତି । ଶାଶୂଘର ଲୋକଙ୍କ ଯୌତୁକ ନିର୍ଯାତନା ତାଙ୍କୁ ଆଜି ଯନ୍ତ୍ରଣା ଦେଉଥିଲେ ବି ସେ ଏ ଚ୍ୟାଲେଞ୍ଜ୍ ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି

  • Tuesday, 25 July 2023
  • IAS
କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା?
କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା?

କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା? ବିବାଦ ପରେ ଅନେକଦିନ ହେଲାଣି ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍‌

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ
ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ପ୍ରତି ସେକେଣ୍ଡରେ ୯୦ ହଜାର କ୍ୟୁସେକ୍‌ ପାଣି ହେଉଛି ନିଷ୍କାସିତ...ଦେଖନ୍ତୁ ଏହି ଭିଡିଓ

forest
ତିନି ପିଢ଼ି ଧରି ଜଙ୍ଗଲ ଭିତରେ ରହୁଛନ୍ତି ଗୋଟିଏ ପରିବାର

ଦିନେ ମାସେ କି ବର୍ଷେ ନୁହେଁ ତିନି ପିଢ଼ି ହେବ ଜଙ୍ଗଲ ଭିତରେ ରହି ଆସୁଛନ୍ତି ଗୋଟିଏ ପରିବାର। ଘର ଖଣ୍ଡେ ନଥିବାରୁ ଜଙ୍ଗଲ ହିଁ ସାଜିଛି ସେମାନଙ୍କ ଆଶ୍ରୟ..

Tassar
ନବରଙ୍ଗପୁରରେ ବାଟବଣା ଟସର ଚାଷ ଓ ଗବେଷଣା କେନ୍ଦ୍ର

ନବରଙ୍ଗପୁର ଜିଲ୍ଲାରେ ଟସର ଚାଷଏକ ପ୍ରକାର ପ୍ରହସନ ପାଲଟି ଯାଇଛି l ଫଳରେ ବାଟବଣା ହୋଇଛି ଗବେଷଣା l ଦୀର୍ଘ ୫୦ ବର୍ଷ ଧରି କେବଳ ଗବେଷଣା ଚାଲିଛି ଯେ ଚାଲିଛି। ନା ଚାଷୀ ଉପକୃତ ହେଉଛନ୍ତି ନା ଚାଷର ଉନ୍ନତି ହୋଇ ପାରୁଛି..

Maraguda archaeological site
ଦିନେ ଏଇଠି ଥିଲା ସର୍ବପୂରାତନ ମାରାଗୁଡ଼ା ସଭ୍ୟତା

ଅନେକ ଇତିହାସ ଓ କିମ୍ବଦନ୍ତୀକୁ ନିଜ ଛାତିରେ ଜାବୁଡ଼ି ଧରିଛି ନୂଆପଡ଼ା ସୁନାବେଡ଼ାର ମାରାଗୁଡ଼ା ସଭ୍ୟତା । ସମୟ ଅଛି ପୁରୁଣା ସଭ୍ୟତାର ହଜିଲା ସନ୍ତକକୁ ଖୋଜି ବାହାର କରିବାର..

Snake bite
ଶୋଇଥିବା ବେଳେ କାମୁଡ଼ିଲା ସାପ, ୨ ଭାଇ ମୃତ

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା । ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ସୂଚନା । ତେବେ ସାପ କାମୁଡ଼ାରୁ ରକ୍ଷା ପାଇବା ପାଇଁ କ’ଣ କରିବେ, ଜାଣନ୍ତୁ...।

President Droupadi Murmu 3 Days Odisha Visit From Today
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ବାର୍ଷିକ ଉତ୍ସବ ଏବଂ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି।

ଡେଙ୍ଗୁ ନେଇ କଟକର ୨୬ ନମ୍ବର ୱାର୍ଡରେ ସଚେତନତା ରାଲି
ମାଡୁଛି ଡେଙ୍ଗୁ : ଶୋଇଛି ସିଏମସି... ସହରରେ ଥିବା ନାଳରେ ପାଣି ନୁହେଁ କୁଢକୁଢ ମଇଳା ଭାସୁଛି

ବର୍ଷା ଆରମ୍ଭ ହେବା କ୍ଷଣି ଦେଖାଦେଲାଣି ଡେଙ୍ଗୁର ଭୟ । ଏହାର ମୁକାବିଲା କରିବା ଲାଗି କଟକ ମହାନଗର ନିଗମ ଅଣ୍ଟା ଭିଡ଼ିଛି । ବିଶେଷ କରି ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସହରର ବିଭିନ୍ନ ୱାର୍ଡରେ ଏବେ ଏହି ଅଭିଯାନ ଜାରି ରହିଛି । ହେଲେ ଡେ଼ଙ୍ଗୁକୁ ପ୍ରତିହତ କରିବା ପାଇଁ ସିଏମସି ପକ୍ଷରୁ ନିଆଯଇଥିବା ପଦକ୍ଷେପ କୁ ନେଇ ସହରବାସୀ ଅସନ୍ତୋଷ ଜାହିର କରିଛନ୍ତି । ମଶା ତେଲ ସଠିକ୍ ଭାବେ ପଡୁ ନଥିବା ବେଳେ ସଫେଇ ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବା ବୋଲି ଅଭିଯୋଗ କରିଛନ୍ତି କଟକବାସିନ୍ଦା

President Droupadi Murmu
ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ ।

Odisha Politics
ପୁଞ୍ଜିନିବେଶ ନାଁରେ ପାୱାରଫୁଲ୍ ଅଫିସର୍ ଗୋଷ୍ଠୀଙ୍କ ବିଦେଶ ଗସ୍ତ: ଜିଲ୍ଲାଗସ୍ତ ପରେ ଆମେରିକାରେ ସିଏମଓ ଟିମ୍

ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

OSSC
ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ; OSSC ଅଧିକାରୀ ନା ରହିଛି କର୍ମଚାରୀଙ୍କ ସଂପୃକ୍ତି ?

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ ? OSSCରେ ଏବେ ବି କାମ କରୁଛି କି ବିରଞ୍ଚି ଥିଓରୀ ? ପ୍ରଶ୍ନପତ୍ର ଲିକ୍ ମାମଲାରେ କେମିତି ଥିଲା ଦଲାଲଙ୍କ କାରସାଦି ? ବାଲେଶ୍ୱର ପୋଲିସ ହାତରେ ଲାଗିଥିବା ଏ ହେଉଛି ସେହି ତାଲିକା, ଯେଉଁଥିରେ ରହିଛି ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦଲାଲ ଲେଖିଥିବା ପରୀକ୍ଷାର୍ଥୀଙ୍କ ନାଁ ଆଉ ଫୋନ୍ ନମ୍ବର ।

  • Monday, 24 July 2023
  • OSSC
ବେକାବୁ ହେଲାଣି ଡେଙ୍ଗୁ
ବେକାବୁ ହେଲାଣି ଡେଙ୍ଗୁ

ବେକାବୁ ହେଲାଣି ଡେଙ୍ଗୁ । ରାଜଧାନୀରେ ନେଲାଣି ମୁଣ୍ଡ...ପ୍ରତିଦିନ ବାହାରୁଛି ପଜିଟିଭ୍‌

Meet Rashmita Panigrahi, victim of dowry torture who aspires to become an IAS
ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।

  • Monday, 24 July 2023
  • IAS
India’s second vehicle scrapping unit opens in Odisha’s Khordha
ଜଟଣୀରେ ଖୋଲିଲା ରାଜ୍ୟର ପ୍ରଥମ ଗାଡି ସ୍କ୍ରାପିଂ ୟୁନିଟ୍: କେମିତି କରିବେ ସ୍କ୍ରାର୍ପିଂ, ଜାଣନ୍ତୁ

ଓଡ଼ିଶାରେ ଖୋଲିଲା ଦେଶର ଦ୍ୱିତୀୟ ଗାଡ଼ି ସ୍କ୍ରାପିଂ ୟୁନିଟ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁମାରବସ୍ତଠାରେ ଖୋଲିଥିବା ରାଜ୍ୟର ଏହି ପ୍ରଥମ ସ୍କ୍ରାପିଂ ୟୁନିଟ୍‌କୁ ଟାଟା ମୋଟର୍ସ ଏବଂ ଏମ୍ପ୍ରିୟୋ ପ୍ରିମିୟମ ପକ୍ଷରୁ ପ୍ରତିଷ୍ଠା କରାଯାଇଛି। ଏହି ୟୁନିଟରେ ଅତ୍ୟାଧୁନିକ ପଦ୍ଧତିରେ ବାର୍ଷିକ ୧୦ ହଜାର ଗାଡ଼ି ସ୍କ୍ରାପିଂ କରିବାର କ୍ଷମତା ରହିଛି। ଆସନ୍ତୁ ଜାଣିବା ଗ୍ରାହକଙ୍କୁ ନିଜ ଗାଡିର ସ୍କ୍ରାପିଂ କରିବାକୁ କଣ କରିବାକୁ ପଡିବ।

Meet Rashmita Panigrahi, victim of dowry torture who aspires to become an IAS
ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।

  • Monday, 24 July 2023
  • IAS
OSSC
ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ; OSSC ଅଧିକାରୀ ନା ରହିଛି କର୍ମଚାରୀଙ୍କ ସଂପୃକ୍ତି ?

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ ? OSSCରେ ଏବେ ବି କାମ କରୁଛି କି ବିରଞ୍ଚି ଥିଓରୀ ? ପ୍ରଶ୍ନପତ୍ର ଲିକ୍ ମାମଲାରେ କେମିତି ଥିଲା ଦଲାଲଙ୍କ କାରସାଦି ? ବାଲେଶ୍ୱର ପୋଲିସ ହାତରେ ଲାଗିଥିବା ଏ ହେଉଛି ସେହି ତାଲିକା, ଯେଉଁଥିରେ ରହିଛି ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦଲାଲ ଲେଖିଥିବା ପରୀକ୍ଷାର୍ଥୀଙ୍କ ନାଁ ଆଉ ଫୋନ୍ ନମ୍ବର ।

  • Monday, 24 July 2023
  • OSSC
President Droupadi Murmu
ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ ।

India’s second vehicle scrapping unit opens in Odisha’s Khordha
ଜଟଣୀରେ ଖୋଲିଲା ରାଜ୍ୟର ପ୍ରଥମ ଗାଡି ସ୍କ୍ରାପିଂ ୟୁନିଟ୍: କେମିତି କରିବେ ସ୍କ୍ରାର୍ପିଂ, ଜାଣନ୍ତୁ

ଆଜିଠୁ ରେଜିଷ୍ଟର ହୋଇଥିବା ଘରୋଇ ଗାଡିଗୁଡିକର ମଧ୍ୟ ସ୍କ୍ରାପିଂ ଆରମ୍ଭ ହୋଇଛି। ଏବେ ଆସନ୍ତୁ ଜାଣିବା କେମିତି ଆପଣ ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପିଂ କରିବେ।

Srimandir
ଚାପରେ ନଇଁଲା ଶ୍ରୀମନ୍ଦିର ପ୍ରଶାସନ; ବହୁ ବିବାଦ ପରେ ଆଜିଠୁ ଖୋଲିଛି ପଶ୍ଚିମ ଦ୍ୱାର

ସିଂହଦ୍ୱାରକୁ ଧର୍ମଦ୍ୱାର ଭାବେ ବିବେଚନା କରାଯାଉଥିବାବେଳେ, ପଶ୍ଚିମ ବା ବ୍ୟାଘ୍ର ଦ୍ୱାରକୁ କାମ ଦ୍ୱାର, ଦକ୍ଷିଣ ବା ଅଶ୍ୱ ଦ୍ୱାରକୁ ଅର୍ଥ ଏବଂ ଉତ୍ତର ବା ହସ୍ତୀ ଦ୍ୱାରକୁ ମୋକ୍ଷ ଦ୍ୱାର ବୋଲି ବିଶ୍ୱାସ କରାଯାଏ ।

ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର
ଆଜିଠୁ ଖୋଲିଲା ପଶ୍ଚିମ ଦ୍ୱାର

ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ସୂଚନା ମିଳିଛି ।

 female security guard
ଏମ୍ସ ସିକ୍ୟୁରିଟି ଗାର୍ଡଙ୍କ ଦୁଃଖ. କଥା କଥାରେ ଛଟେଇ

ବିନା କାରଣରେ ମୋତେ ବାହାର କରିଦେଇଛନ୍ତି । ତିନି ବର୍ଷ ହେଲାଣି । ମୁଁ ଷ୍ଟାର୍ଟିଂରୁ ଏଇଠି ଥିଲି । ମୋ ସ୍ୱାମୀ ଦିବ୍ୟାଙ୍ଗ । ତଥାପି ମୋ କଥା ଶୁଣିଲେନି । ଏହା କହିଛନ୍ତି ଏମ୍ସର ଜଣେ ପୂର୍ବତନ ମହିଳା ସିକ୍ୟୁରିଟି ଗାର୍ଡ

  • Monday, 24 July 2023
  • AIIMS
reconstruct road
ଶୁଣିଲାନି ପ୍ରଶାସନ...କାଦୁଅ ରାସ୍ତାକୁ ମରାମତି କଲେ ଗାଁ ପୁଅ

ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଏପରି ଅବସ୍ଥା ରହିଥିବାରୁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ ଗାଁ ଲୋକେ । ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଗାଁକୁ ଯିବାକୁ ହେଲେ ଖଣ୍ଡେ ଦୂରରେ ଗାଡ଼ି ରଖିବାକୁ ପଡ଼ୁଥିଲା

Teacher retires
ହୃଦୟସ୍ପର୍ଶୀ ଦୃଶ୍ୟ : ସାର୍‌ଙ୍କୁ ବିଦାୟ ଦେବା ବେଳେ ଭୋଭୋ କାନ୍ଦିଲେ ପିଲା, ହାତ ଯୋଡ଼ିଲେ ଅଭିଭାବକ

ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧିର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍।

  • Monday, 24 July 2023