Odisha Politics
ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ପୁଞ୍ଜି ଆଣିବା ବାହାନାରେ ଅଏସ୍ ଆରାମ୍ ଲାଗି ଏହି ବିଦେଶ ଭ୍ରମଣ ବୋଲି ଅଭିଯୋଗ କରିଛି ବିଜେପି। ତାସହିତ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ କେତେ ପୁଂଜି ଆସିଛି ତାର ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି କରିଛି ଦଳ। ଏହାର ଜବାବ୍ ରଖିଛି ବିଜେଡି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)