AIIMSରେ ଜୁନିୟର ଲେଭଲ୍ ପୋଷ୍ଟ୍ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏହା ଅଧୀନରେ ଲୋୟର ଡିଭିଜନ୍ କ୍ଲର୍କ, ଷ୍ଟେନୋଗ୍ରାଫର୍, ଟେକ୍ନିସିଆନ୍, ଲାଇବ୍ରେରିଆନ୍ ଭଳି ପଦବୀରେ ନିଯୁକ୍ତି କରାଯିବ।
ବେକାରୀଙ୍କୁ ମିଳିବ ସରକାରୀ ଚାକିରି ।
ଆପଣ ବି ହୋଇପାରିବେ ଏୟାରପୋର୍ସ ଅଧିକାରୀ। ଏହି ଖବରକୁ ପଢନ୍ତୁ। ଯଦି ଆପଣଙ୍କ ପାଖରେ ଏହି ଯୋଗ୍ୟତା ଅଛି ତେବେ ତୁରନ୍ତ ଆବେଦନ କରନ୍ତୁ।
ଆପଣ ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହାନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକ ପଦବୀ।
NHAI ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଯୋଗ୍ୟତା ଅଛି ତେବେ ବିନା ପରୀକ୍ଷାରେ ଚାକିରି କରିପାରିବେ।
ଗ୍ରାଜୁଏଟ୍ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ୍ରେ ଅଛି ଚାକିରି। ତୁରନ୍ତ ଆବେଦନ କରନ୍ତୁ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ DRDOର ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ୍ (LRDE) ଏବଂ ଏରୋନେଟିକାଲ୍ ଡେଭଲପ୍ମେଣ୍ଟ୍ ଏଜେନ୍ସି (ADA)ରେ ଚାକିରି ଅଛି। ଏହି ଉଭୟ ନିଯୁକ୍ତି ପାଇଁ ବିଜ୍ଞାପନ ଜୁନ୍ ୪ ରୁ ନିଯୁକ୍ତି ଖବରକାଗଜରେ ପ୍ରକାଶିତ ହୋଇଛି।
IICAରେ ସହକାରୀ ପ୍ରଫେସର ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଖାଲି ପଡିଛି ପଦବୀ। ଏହି ନିଯୁକ୍ତି ପାଇଁ ଆବେଦନ ଡାକ ମାଧ୍ୟମରେ କରିବାକୁ ପଡିବ। କେଉଁ ଠିକଣାରେ ପଠେଇବେ ଦେଖନ୍ତୁ।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଆପଣ ବି ବ୍ୟାଙ୍କରେ ଚାକିରି କରିପାରିବେ। ସମୁଦାୟ ୨୦ଟି ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି। ଅଧିକ ଜାଣିବା ପାଇଁ ପଢନ୍ତୁ…
୧୦ମ ପାଶ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ ରେଳବାଇରେ ଅଛି ଚାକିରି। ପୂରଣ ହେବ ୫୬୩୬ ପଦବୀ। ତୁରନ୍ତ ଆବେଦନ କରନ୍ତୁ।
ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି । UPSC ଅଧୀନରେ ଖାଲିପଡିଛି ଡ୍ରଗ୍ ଇନ୍ସପେକ୍ଟର ଏବଂ ମିନେରଲ ଅଫିସର ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
NBCC (ଭାରତ) ଲିମିଟେଡ୍ରେ ବାହାରିଛି ଅନେକ ପଦବୀ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ nbccindia.com ରେ NBCC ର ଅଫିସିଆଲ୍ ୱେବ୍ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।
IOCLରେ ପଡିଛି ଖାଲି ପଦବୀ। ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।
ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନରେ ବାହାରିଛି ଅନେକ ପଦବୀ। ମୋଟ ୧୬୧ଟି ପଦବୀ ପୂରଣ ହେବ। କେବେ ଅଛି ଆବେଦନର ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ...
ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଠି ପାଇପାରିବେ ଚାକିରି। ଦରମା ବି ବହୁତ ଭଲ ଅଛି। ଅଧିକ ଜାଣିବା ପାଇଁ ଦେଖନ୍ତୁ ଖବର…
SBIରେ ସ୍ପେଶାଲିଷ୍ଟ କ୍ୟାଡର୍ ଅଫିସର୍ ପଦବୀ ପାଇଁ ଚାକିରି ବାହାରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍ରେ କରାଯିବ। ଜାଣନ୍ତୁ କେତେ ଓ କେଉଁ ପଦବୀରେ ନିଯୁକ୍ତି ମିଳିବ ଓ କେବେ ଅଛି ଏହି ଆବେଦନର ଶେଷ ତାରିଖ।
IBPS ରିସର୍ଚ୍ଚ ଆସୋସିଏଟ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରୁଛି। ଯେଉଁପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଦରମା ବର୍ଷକୁ ୧୨ ଲକ୍ଷ ଟଙ୍କା।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ଏବଂ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ବିନା ପରୀକ୍ଷା ଦେଇ ଆପଣ ପାଇ ପାରିବେ ସରକାରୀ ଚାକିରି।
BEL ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ମୋଟ ୫୦ଟି ପଦବୀ ଖାଲି ଅଛି।
ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI)ରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମେ ୧୮ରୁ ଆରମ୍ଭ ହୋଇଛି। ସମୁଦାୟ ୬୪୧ଟି ପଦବୀ ପୂରଣ ହେବ।
BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।
SECL ବିଭିନ୍ନ ଅପରେଟର୍ ପୋଷ୍ଟ୍ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ।
SSC ଫେଜ୍ -୧୦ ଅଧୀନରେ ହଜାର ହଜାର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପ୍ରକାଶିତ ନିଯୁକ୍ତି ଦ୍ୱାରା ମୋଟ ୨୦୬୪ଟି ପଦବୀ ଖାଲି ପଡିଛି। ସିବିଟି ମୋଡ୍ରେ ହେବାକୁ ଥିବା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ନାଗପୁର ଡିଭିଜନରେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ SECR ଆବେଦନକୁ ଆମନ୍ତ୍ରଣ କରିଛି। ସମୁଦାୟ ୧୦୪୪ଟି ପଦବୀ ପାଇଁ ନିଯୁକ୍ତି କରାଯିବ।
ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ ବ୍ୟାଙ୍କ୍, (India Post Payments Bank) ଗ୍ରାମିଣ ଡାକ ସେବା ପୋଷ୍ଟ୍ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି। ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍ର ଶାଖାଗୁଡ଼ିକରେ ଖାଲି ପଡିଥିବ ୬୫୦ ଟି ପଦବୀ ପୂରଣ ହେବ।