• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Jobs Updates

10th and ITI pass then govt job will be available in railway
୧୦ମ ପାଶ କରିଛନ୍ତି କି; ବିନା ପରୀକ୍ଷାରେ ପାଆନ୍ତୁ ସରକାରୀ ଚାକିରି

ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଶିକ୍ଷାଗତ ଯୋଗ୍ୟତା ଅଛି ତେବେ ଆପଣ ଏଠି ପାଇପାରିବେ ଚାକିରି। ଦରମା ବି ବହୁତ ଭଲ ଅଛି। ଅଧିକ ଜାଣିବା ପାଇଁ ଦେଖନ୍ତୁ ଖବର…

SBI sco recruitment 2022,  needs 32 specialist officers
SBIରେ ଚାକିରି ସୁଯୋଗ : ପୂରଣ ହେବ ୩୨ ପଦବୀ

SBIରେ ସ୍ପେଶାଲିଷ୍ଟ କ୍ୟାଡର୍‌ ଅଫିସର୍‌ ପଦବୀ ପାଇଁ ଚାକିରି ବାହାରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍‌ରେ କରାଯିବ। ଜାଣନ୍ତୁ କେତେ ଓ କେଉଁ ପଦବୀରେ ନିଯୁକ୍ତି ମିଳିବ ଓ କେବେ ଅଛି ଏହି ଆବେଦନର ଶେଷ ତାରିଖ।

IBPS Jobs
ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତୁରନ୍ତ କରନ୍ତୁ ଆବେଦନ, ଦରମା ୧୨ ଲକ୍ଷ ଟଙ୍କା

IBPS ରିସର୍ଚ୍ଚ ଆସୋସିଏଟ୍‌ ପଦବୀ ପାଇଁ ଆବେଦନ ଆହ୍ୱାନ କରୁଛି। ଯେଉଁପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଦରମା ବର୍ଷକୁ ୧୨ ଲକ୍ଷ ଟଙ୍କା। 

Railway recruitment 2022 10th pass can get govt job
ଭାରତୀୟ ରେଳବାଇରେ ଚାକିରି: ପୂରଣ ହେବ ୨୦୭୭ ପଦବୀ

ଆପଣ ଯଦି ୧୦ମ ପାଶ୍ କରିଛନ୍ତି ଏବଂ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ବିନା ପରୀକ୍ଷା ଦେଇ ଆପଣ ପାଇ ପାରିବେ ସରକାରୀ ଚାକିରି।

BEL Recruitment 2022
BELରେ ଚାକିରି ସୁଯୋଗ: ପୂରଣ ହେବ ୫୦ ପୋଷ୍ଟ୍

BEL ପ୍ରୋଜେକ୍ଟ ଇଞ୍ଜିନିୟର ଏବଂ ଟ୍ରେନିଂ ଇଞ୍ଜିନିୟର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ମୋଟ ୫୦ଟି ପଦବୀ ଖାଲି ଅଛି।

SBI recruitment-2022 bumper vacancy on these posts
SBIରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି; ୬୪୧ଟି ପଦବୀ ପୂରଣ ହେବ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI)ରେ ବିଭିନ୍ନ ପଦବୀ ପାଇଁ ବାହାରିଛି ନିଯୁକ୍ତି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମେ ୧୮ରୁ ଆରମ୍ଭ ହୋଇଛି। ସମୁଦାୟ ୬୪୧ଟି ପଦବୀ ପୂରଣ ହେବ।

BSF recruitment 2022 for various inspector posts
BSFରେ ରହିଛି ଅନେକ ପଦବୀ ଖାଲି: ଜାଣନ୍ତୁ କିପରି କରିବେ ଆବେଦନ

BSF ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି। ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି ଆବେଦନ କରିବେ।

SECL Recruitment for operator posts from 8th pass
୮ମ ପାସ୍‌ କରିଥିଲେ ବି ସରକାରୀ ଚାକିରି, ତୁରନ୍ତ ଆବେଦନ କରନ୍ତୁ

SECL ବିଭିନ୍ନ ଅପରେଟର୍‌ ପୋଷ୍ଟ୍‌ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ।

SSC phase-10 notification out for 2064 post
SSCରେ ଚାକିରି ସୁଯୋଗ; ଖାଲି ପଡିଛି ୨୦୬୪ଟି ପଦବୀ

SSC ଫେଜ୍ -୧୦ ଅଧୀନରେ ହଜାର ହଜାର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପ୍ରକାଶିତ ନିଯୁକ୍ତି ଦ୍ୱାରା ମୋଟ ୨୦୬୪ଟି ପଦବୀ ଖାଲି ପଡିଛି। ସିବିଟି ମୋଡ୍‌ରେ ହେବାକୁ ଥିବା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

SECR railway recruitment 2022 for trade apprentice 1044 posts
ITI କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ୧୦୪୪ ପଦବୀ ଖାଲି

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ନାଗପୁର ଡିଭିଜନରେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ SECR ଆବେଦନକୁ ଆମନ୍ତ୍ରଣ କରିଛି। ସମୁଦାୟ ୧୦୪୪ଟି ପଦବୀ ପାଇଁ ନିଯୁକ୍ତି କରାଯିବ।

India Post Payments Bank Recruitment 2022
ଗ୍ରାମିଣ ଡାକ ସେବାରେ ପୂରଣ ହେବ ୬୫୦ ପଦବୀ; ଦରମା ୩୦ ହଜାର

ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ ବ୍ୟାଙ୍କ୍‌, (India Post Payments Bank) ଗ୍ରାମିଣ ଡାକ ସେବା ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି। ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍‌ର ଶାଖାଗୁଡ଼ିକରେ ଖାଲି ପଡିଥିବ ୬୫୦ ଟି ପଦବୀ ପୂରଣ ହେବ।

GSO  recruitment 2022, apply for the MO, scientists and other posts
GSO ନିଯୁକ୍ତି 2022 : ଖାଲି ପଡିଛି ଏମ୍‌ଓ, ବୈଜ୍ଞାନିକ ସମେତ ଅନେକ ପଦବୀ

ଜେନେରାଲ୍ ସର୍ଭିସ୍‌ ଅର୍ଗାନାଇଜେସନ୍ (GSO), କଲ୍‌ପକ୍କମ୍ ମେଡିକାଲ୍ ଅଫିସର୍‌, ବୈଷୟିକ ଅଧିକାରୀ ଏବଂ ଅନ୍ୟାନ୍ୟ ପଦ ପାଇଁ ଆବେଦନକୁ ନିମନ୍ତ୍ରଣ କରିଛି। ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନ ଫର୍ମ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଜୁନ୍ ୬ ରହିଛି।

ONGC Recruitment
ONGCରେ ଖାଲିପଡିଛି ୩୬୧୪ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ(ONGC) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ONGCରେ ଖାଲିପଡିଛି ବିଭିନ୍ନ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

government job in cris
ରେଳ ସୂଚନା କେନ୍ଦ୍ରରେ ଚାକିରି; ତୁରନ୍ତ ଆବେଦନ କରନ୍ତୁ

ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି।

If you are also 10th pass then you will get government job
ଆପଣ ୧୦ମ ପାସ୍ କରିଛନ୍ତି କି, ଏଇଠି ଅଛି ଚାକିରି

ଯେଉଁମାନେ ୧୦ମ ପାସ୍‌ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ବି କରିପାରିବେ ସରକାରୀ ଚାକିରି।

Vacancy in SBI; hurry to apply
SBIରେ ପଡିଛି ଅନେକ ପଦବୀ ଖାଲି; ତୁରନ୍ତ ଆବେଦନ କରନ୍ତୁ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତ କରାଯାଉଛି। ଏଠାରେ ଆବେଦନ କରି ପ୍ରାର୍ଥୀମାନେ ସରକାରୀ ଚାକିରିର ସ୍ୱପ୍ନକୁ ପୂରଣ କରିପାରିବେ। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ କେଉଁ କେଉଁ ପଦବୀ ଖାଲି ପଡିଛି।

If you have this degree then you will get government job
ଆପଣଙ୍କ ପାଖରେ ଅଛି କି ଏହି ଡିଗ୍ରୀ; ବିନା ପରୀକ୍ଷାରେ ପାଆନ୍ତୁ ଚାକିରି

KRCL ଅଧୀନରେ ସିନିୟର ଓ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍‌ ପଦବୀ ପୂରଣ ପାଇଁ ଭାରତୀୟ ରେଳବାଇ ଆବେଦନ ଜାରି କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି KRCL ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।

Vacancy in Indian Navy
ନୌସେନାରେ ଚାକିରି : ଖାଲି ପଡିଛି ୧୨୭ ପୋଷ୍ଟ୍‌

୧୦ମ୍ ପାସ୍ କରିଥିବା ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ସରକାରୀ ଚାକିରି। ଫାର୍ମାସିଷ୍ଟ, ଫାୟାର୍‌ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍‌ଲାଇନ୍‌ରେ କରାଯିବ।

hpcl  job vacancy
HPCLରେ ଖାଲିପଡିଛି ଟେକ୍ନିସିଆନ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ (HPCL) ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ରେ ଚାକିରି କରିବାକୁ ଚାହଁଉଛନ୍ତି କି ? HPCL ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

Bank of India recruitment : 2022 for 696 posts
ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ଚାକିରି; ପୂରଣ ହେବ ୬୯୬ ପୋଷ୍ଟ୍‌

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାରୀ ଚାକିରି କରି କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ଚାକିରି ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ତରଫରୁ ବାହାରିଛି। ମୋଟ ୬୯୬ ପୋଷ୍ଟ୍‌ ପୂରଣ ହେବ।

ISRO Recruitment 2022
ISROରେ ଚାକିରି; ୫୫ଟି ପଦବୀ ପୂରଣ ହେବ

ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଖୁସି ଖବର। ISRO ଅଧୀନରେ ଥିବା ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍ସିଂ ସେଣ୍ଟର JRF, RA ଏବଂ ରିସର୍ଚ୍ଚ ସାଇଣ୍ଟିଷ୍ଟ ପଦବୀରେ ନିଯୁକ୍ତି ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ ସଂଗଠନରେ ମୋଟ ୫୫ଟି ପଦବୀ ପୂରଣ ହେବ।

Nsut university recruitment apply for the post of professor and other posts
NSUT ରେ ଖାଲିପଡିଛି ପ୍ରଫେସର ପଦବୀ; ଶୀଘ୍ର କରନ୍ତୁ ଆବେଦନ

ନେତାଜୀ ସୁବାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲେଜି ଫକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯୋଗ୍ୟ ପ୍ରାର୍ଥୀମାନେ ପ୍ରଫେସର ତଥା ବିଭିନ୍ନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ ।

NIT to recruit visiting faculty salary upto 2 lakhs
NIT ରେ ରହିଛି ଭିଜିଟିଂ ଫ୍ୟାକଲ୍ଟି ପଦବୀ; ଦରମା ୨ ଲକ୍ଷ

NITରେ ନିଯୁକ୍ତି। ଭିଜିଟିଂ ଫାକଲ୍ଟିଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୁବିଧାଗୁଡ଼ିକର ଲାଭ ମଧ୍ୟ ମିଳିବ।

Odisha CM Approves  196 new posts for 28 police outposts
ରାଜ୍ୟରେ ୧୯୬ ପୋଲିସ ପଦବୀ ମଞ୍ଜୁର

ପୂରଣ ହେବ ୧୯୬ ପୋଲିସ ପଦବୀ। ରାଜ୍ୟରେ ୨୮ ସ୍ଥାୟୀ ପୋଲିସ୍ ଆଉଟ୍ପୋଷ୍ଟ ପାଇଁ ୨୮ ସବ୍ଇନ୍ସପେର ଓ ୧୬୮ କନେଷ୍ଟବଳ ପଦବୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଛି ସୂଚନା।

OSSC
OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ ମେ ଓ ଜୁନ୍‌ ମାସର ପରୀକ୍ଷା କ୍ୟାଲେଣ୍ତର୍‌

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌(OSSC) ପକ୍ଷରୁ ମେ ଓ ଜୁନ୍‌ ମାସ ପାଇଁ ହେବାକୁ ଥିବା ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିଟି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ର ଅଫିସିଆଲ୍‌ ୱେବ୍‌ସାଇଟ www.ossc.gov.in ରେ ପ୍ରକାଶ ପାଇଛି ।