• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

National Education Day 2024 Birth Day of Maulana Abul Kalam Azad
National Education Day 2024: ମୌଲାନା ଅବୁଲ କଲାମ ଆଜାଦଙ୍କ ମହାନ ଦାନ; UGC ଏବଂ IIT

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୦୮ରେ ପ୍ରତିଷ୍ଠିତ ‘ଜାତୀୟ ଶିକ୍ଷା ଦିବସ’ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ତଥା ପ୍ରଗତିଶୀଳ ଭାରତ ପାଇଁ ତାଙ୍କର ଦୃଷ୍ଟିକୁ ସମ୍ମାନିତ କରିବା। ଆସନ୍ତୁ ଜାଣିବା ତାଙ୍କର ଅବଦାନ।

Don’t make these mistakes after sunset
Vastu Tips: ସୂର୍ଯ୍ୟାସ୍ତ ପରେ କରୁଛନ୍ତି କି ଏହି ୧୦ କାମ, ହୋଇପାରନ୍ତି ଗରିବ

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ କିଛି କାମ ଅଛି ଯାହା କରିବା ଅଶୁଭ। ଏହି କାରଣକୁ ଅନେକ ସମୟରେ ଘରର ବୟସ୍କମାନେ ସୂର୍ଯ୍ୟାସ୍ତ ପରେ ଅନେକ କାମ କରିବାକୁ ବାରଣ କରନ୍ତି। ତେବେ ଏହା କ’ଣ ଆସନ୍ତୁ ଜାଣିବା।

Iskcon Controversy
Iskcon Controversy: ସୁଧୁରିଲାନି ଇସ୍କନ! ଆମେରିକା ହ୍ୟୁଷ୍ଟନରେ ଇସ୍କନର ଛଳନା !

ଛଳନା କଲା ଇସ୍କନ । ରଥଯାତ୍ରାରୁ ଓହରିବାର ପ୍ରତିଶ୍ରୁତି ପରେ ବି ଆମେରିକାର ହ୍ୟୁଷ୍ଟନରେ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ ।

ଅଜୟ କୁମାର ଓ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂଙ୍କ ମଧ୍ୟରେ ଲଢେଇ
Jharkhand Assembly Elections 2024 : ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଜାମସେଦପୁର ଇଷ୍ଟ୍ ଆସନରେ ନିର୍ବାଚନ ଲଢୁଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଓ ପୂର୍ବତନ ସାଂସଦ ତଥା ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

BEL Engineering  Recruitment 2024 Post apply for 78 post
BEL Engineering Recruitment 2024: BELରେ ଚାକିରି ସୁଯୋଗ; ପୂରଣ ହେବ ଇଂଜିନିୟର୍ ପଦବୀ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL)ରେ ବିଭିନ୍ନ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ BEL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Husband-Wife Fight
Husband-Wife Fight: ଫୋନ୍‌ରେ ସ୍ୱାମୀ-ସ୍ତ୍ରୀଙ୍କର ଚାଲିଥିଲା ଝଗଡ଼ା! ଚାହୁଁ ଚାହୁଁ ରେଳବାଇର ଚାଲିଗଲା ୩ କୋଟି

ଷ୍ଟେସନ୍ ମାଷ୍ଟର୍ କଲେ ଭୁଲ୍, ରେଳବାଇର କ୍ଷତି ହେଲା ୩ କୋଟି ଟଙ୍କା । ସାମାନ୍ୟ OK କହିବାକୁ ଭୁଲ ରାସ୍ତାରେ ଟ୍ରେନ୍ ଯାଇ ରେଳବାଇର ପ୍ରାୟ ୩ କୋଟି ଟଙ୍କା କ୍ଷତି ହୋଇଛି ।

ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦
SA vs IND 2nd T20: ଆଜି ଭାରତ-ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦, ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ବୋଲର...

ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ଲାଭ କରି ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଖେଳାଯିବ ।

Kanguva 2024 most expensive film releasing on 10000 screens
Kanguva Record: 'କଙ୍ଗୁଭା' ରିଲିଜ୍ ହେବା ପୂର୍ବରୁ କଲା ପ୍ରଥମ ରେକର୍ଡ; ଆଗରୁ କୋଉ ଫିଲ୍ମ କରିନି

ବବି ଦେଓଲ୍ ପୁଣି ଥରେ ଭୟଙ୍କର ଖଳନାୟନ ହୋଇ 'କଙ୍ଗୁଭା'ରେ ଦର୍ଶକଙ୍କ ମନରେ କ୍ରୋଧ ସୃଷ୍ଟିକରିବାକୁ ପ୍ରସ୍ତୁତ। ଏହି ଫିଲ୍ମ ଦେଶ ତଥା ବିଦେଶର ପ୍ରେକ୍ଷାଳୟରେ ଏକ ବଡ଼ ହିଟ୍ ହୋଇପାରେ ବୋଲି ଆଶା କରାଯାଏ। ଏହା ୧୦,୦୦୦ ପରଦାରେ ଗ୍ଲୋବାଲ୍ ରିଲିଜ୍ ମାଧ୍ୟମରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିବାକୁ ଯାଉଛି।

କୁକୁରକୁ ଖୋଜିଦେଲେ ମିଳିବ ୫୦ ହଜାର
Reward For Information On Missing Pet Dog: ସୋସିଆଲ ମିଡିଆରେ ଦମ୍ପତିଙ୍କ ନିବେଦନ, କୁକୁର ଖୋଜି ଆଣିଲେ ଦେବେ ୫୦ ହଜାର

ଦିଲ୍ଲୀର ଏକ ଦମ୍ପତି ତାଙ୍କର ନିଖୋଜ କୁକୁରକୁ ଖୋଜି ଦେବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ
ISKCON Ratha Yatra: ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ, ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କଲା ଇସ୍କନ

ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ଫେଷ୍ଟିଭାଲ ଅଫ ବ୍ଲିସ ପାଳନ କରିଛି ଇସ୍କନ।

Figs ହେଉଛି ଆମୀଷ ଫଳ !
Non-Vegetarian Fruit: ନିରାମିଷ ନୁହେଁ ‘ଅଞ୍ଜିର’ ହେଉଛି ଆମିଷ ଫଳ ! ଜାଣନ୍ତୁ ଏହା ପଛର ସତ...

ମିଠା ଏବଂ ସ୍ୱାଦିଷ୍ଟ ଅଞ୍ଜିରକୁ ଏକ ଆମିଷ ଫଳ ଭାବରେ ବିବେଚନା କରାଯିବାର କାରଣ ହେଉଛି ଏହାର ପରାଗଣ ପ୍ରକ୍ରିୟ (Pollination Process) ।

World Public Transport Day 2024
World Public Transport Day 2024: କାହିଁକି ବ୍ୟବହାର କରିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା; ଜାଣନ୍ତୁ ୧୦ ଫାଇଦା

‘ବିଶ୍ୱ ସର୍ବସାଧାରଣ ପରିବହନ ଦିବସ’ ବ୍ୟକ୍ତିଗତ କାର୍‌ ବ୍ୟବହାର ହ୍ରାସ କରିବା, ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ଏବଂ ପରିବହନରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରେ। ଜାଣନ୍ତୁ ସର୍ବସାଧାରଣ ପରିବହନର ଶ୍ରେଷ୍ଠ ୧୦ଟି ଲାଭ।

What's Next For Kamala Harris?
Kamala Harris: ନିର୍ବାଚନ ହାରିଗଲେ କମଳା; ଆଗକୁ କରିବେ କ’ଣ, ଜାଣନ୍ତୁ...

କମଳାଙ୍କ ଆଗାମୀ କାର୍ଯ୍ୟପନ୍ଥା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ ହାରିବା ପରେ ଏବେ କଣ କରିବେ କମଳା ? କଣ ରହିଛି ତାଙ୍କର ଆଗାମୀ ରଣନୀତି ସେ ନେଇ ଆଲୋଚନା ହେଉଛି।

disabled person born without hand use their legs for everything
Viral Video: ଦୁଇ ହାତ ନ ଥିଲେ ବି ହାର ମାନି ନାହାନ୍ତି ରମେଶ; ଗୋଡରେ ଗାଧାନ୍ତି, ବୋଲିଂ ବି କରନ୍ତି

ଯଦି ଆପଣଙ୍କ ହାତ କିମ୍ବା ଗୋଡ ନ ଥିବ ଆପଣ କ’ଣ ବାଟରେ ଛାତି ଫୁଲେଇ, ମୁଣ୍ଡ ଟେକି ଚାଲି ପାରିବେ? ସାଧାରଣତଃ ଆମ ଶରୀରରେ ସାମାନ୍ୟ ଅଭାବ ଦେଖାଗଲେ ଆମେ ନିଜକୁ ଅସହାୟ ମନେ କରୁ। କିନ୍ତୁ ରମେଶ ବିଷ୍ଣୋଇ ହଜାର ହଜାର ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ପାଟଲିଛନ୍ତି।

Printed 500 Notes On 10 Stamp Paper
Fake Currency Seized: ୟୁଟ୍ୟୁବ ଦେଖି ଛାପୁଥିଲେ ୫୦୦ ଟଙ୍କିଆ ନକଲି ନୋଟ୍‌, ବାନ୍ଧିଲା ପୋଲିସ

ଗିରଫ ଅଭିଯୁକ୍ତ ୟୁଟ୍ୟୁବରୁ ନକଲି ନୋଟ୍ ଛାପିବାର ପଦ୍ଧତି ଶିଖିଥିଲେ। ଉଭୟ ପୂର୍ବରୁ ମିନେରାଲ୍ ୱାଟରର ବିଜ୍ଞାପନ ଛାପିବା ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ୟୁଟ୍ୟୁବରେ ନକଲି ନୋଟ୍ ଛାପିବାର କୌଶଳ ଦେଖିଥିଲେ। ଭିଡିଓ ଦେଖିବା ପରେ ସେମାନେ ନୋଟ୍ ଛାପିବା ଆରମ୍ଭ କଲେ ।

if you keep these 4 things in mind you will never be defeated
Chanakya Niti: ଜୀବନରେ ଧ୍ୟାନରେ ରଖନ୍ତୁ ଏହି ୪ କଥା; କେବେବି ହେବେନି ପରାସ୍ତ...

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନର ମୂଲ୍ୟବୋଧ ବିଷୟରେ ଅନେକ କଥା କହିଛନ୍ତି । ସେ ଏପରି ୪ଟି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ସେ କୁହନ୍ତି ଯେ, ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏହି ୪ଟି ଜିନିଷ କରନ୍ତି, ତେବେ ତାଙ୍କ ଜୀବନରେ ହାରିବେ ନାହିଁ । ଆସନ୍ତୁ ଜାଣିବା ସେହି ୪ଟି ଜିନିଷ କଣ କଣ...

Pakistan blast
Pakistan Bomb Blast: ଟ୍ରେନ୍‌କୁ ଅପେକ୍ଷା କରିଥିଲେ ଯାତ୍ରୀ; ଘଟିଲା ଭୟଙ୍କର ବିସ୍ଫୋରଣ, ଚାଲିଗଲା ୨୫ ଜୀବନ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୪ ସୈନିକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି।

Burial Ceremony
Burial Ceremony of Car: ଗାଡ଼ି ପ୍ରତି ଅଗାଢ଼ ପ୍ରେମ ! ୧୨ ବର୍ଷ ପୂରୁଣା କାର୍‌କୁ ଦେଲେ ସମାଧି, ଖର୍ଚ୍ଚ କଲେ ୪ଲକ୍ଷ

ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।

Arjun kapoor have hashimoto thyroiditis know what this disease
Arjun Kapoor: ଅଭିନେତା ଅର୍ଜୁନ କପୁରଙ୍କୁ ହୋଇଛି ଏମିତି ରୋଗ; ଜାଣନ୍ତୁ କେମିତି ହେଲା…

ଏକ ବାର୍ତ୍ତାଳାପରେ ଅର୍ଜୁନ କପୁର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିଛନ୍ତି। ଅଭିନେତା ‘ହାସିମଟୋ ଥାଇରୋଡାଇଟିସ୍’ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ତେବେ ଆସନ୍ତୁ ଏହି ରୋଗ କ’ଣ ଏବଂ ଅଭିନେତା କିପରି ଏହି ରୋଗର ଶିକାର ହେଲେ ସେ ବିଷୟରେ ଜାଣିବା।

ସାରା ଦେଶରେ ଏବେ ହିମାଚଳ ପ୍ରଦେଶର ‘ସମୋସା’ ରାଜନୀତିକୁ ନେଇ ଚର୍ଚ୍ଚା
Samosa Politics: ସରକାରଙ୍କୁ ଚିଡ଼େଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନେଲେ ସିଙ୍ଗଡ଼ା ପାର୍ଟି ! Video Viral...

ଜୟରାମଙ୍କ ଏହି ସମୋସା ପାର୍ଟି, ରାଜ୍ୟର କଂଗ୍ରେସ ସରକାରଙ୍କୁ କେବଳ ତାତ୍ସଲ୍ୟ ଓ ଅପମାନିତ କରିବା ଉଦେଶ୍ୟରେ ଆୟୋଜନ କରାଯାଇଥିଲା ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା
Supreme Court: ସରିଲା CJI D.Y. Chandrachudଙ୍କ କାର୍ଯ୍ୟକାଳ, ବିଦାୟ ସମ୍ବର୍ଦ୍ଧନା ବେଳେ ମାଗିଲେ କ୍ଷମା !

ଭାବବିହ୍ୱଳ ଢଙ୍ଗରେ ମାଆ, ପତ୍ନୀ ଓ ପରିବାର ସମ୍ପର୍କରେ ରଖିଲେ ତଥ୍ୟ । ସୋମବାର ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ୍ ସଞ୍ଜୀବ ଖାନା ।

Train Accident
Train Accident: ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ

ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।

National legal services day 2024 history significance
National Legal Services Day 2024: ଦେଶରେ ରହିଛି ୫ ନିଃଶୁଳ୍କ ଆଇନ ସେବା; ଆପଣ ଜାଣିଛନ୍ତି କି…

ଅନେକ ଭାରତୀୟ ନ୍ୟାୟ ସଂହିତା ବିଷୟରେ ଜାଣି ନଥାନ୍ତି। ଏନେଇ ସମସ୍ତ ନାଗରିକଙ୍କ ପାଇଁ ଉପଯୁକ୍ତ, ନିରପେକ୍ଷ ଏବଂ ନ୍ୟାୟିକ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଜାତୀୟ ଆଇନ ସେବା ଦିବସ’ ପ୍ରତି ବର୍ଷ ନଭେମ୍ବର ୦୯ରେ ପାଳନ କରାଯାଏ।

Mistakes to Avoid in Long Distance Relationships
Relationships Tips: ଆପଣଙ୍କ ପାର୍ଟନର ଦୂରରେ ରହୁଛନ୍ତି କି… କରନ୍ତୁ ନାହିଁ ଏହି ୭ ଭୁଲ୍, ହୋଇପାରେ ଛାଡପତ୍ର

ଏମିତି ୭ଟି ଭୁଲ୍ ଅଛି ଯାହା ଦୂରରେ ଥିବା ସମ୍ପର୍କକୁ ଦୁର୍ବଳ କରିପାରେ ଓ ପରେ ଛାଡପତ୍ର ମଧ୍ୟ ହୋଇପାରେ। ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୂରରେ ରହୁଛନ୍ତି ଆଉ ଆପଣ ସଂପର୍କକୁ ଦୃଢ କରିବାକୁ ଚାହୁଁଛନ୍ତି ତେବେ ଏହି ଭୁଲ ଜାଣନ୍ତୁ ଆଉ କରନ୍ତୁ ନାହିଁ।

ଶୂନ୍ୟ ତଥ୍ୟ ପ୍ରମାଣ ଭିତରେ ୨୧ ଦିନ ଭିତରେ ରହସ୍ୟ ଭେଦିଲା ପୋଲିସ
Odia Girl Raped In Delhi: ପୋଲିସ ପାଖରେ ନଥିଲା କିଛି ବି ତଥ୍ୟ, ପୀଡ଼ିତାଙ୍କ ପାଟିରୁ ବାହାରୁନଥିଲା ଶବ୍ଦ !

ଦୁଷ୍କର୍ମକାରୀଙ୍କ ପରିଚୟ, କେତେ ଜଣ ଦୁଷ୍କର୍ମକାରୀ ଥିଲେ, ତାଙ୍କ ସହ କେଉଁଠି କଣ ଘଟିଥିଲା, କିଛି କହିପାରୁନଥିଲେ ।