• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Panchang
Panchang Today 2nd January 2025:ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ ..

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Online Fraud
Online Fraud: ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ ହ୍ୱାଟସଆପ୍, ପଛକୁ ରହିଛି ଟେଲିଗ୍ରାମ-ଇନଷ୍ଟାଗ୍ରାମ

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋସିଆଲ ମିଡିଆ । ହ୍ୱାଟସଆପ୍‌ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ ।

Most awaited films of new year 2025
Happy New Year 2025: ୨୦୨୫ ହେବ କି ବଡିଉଡ୍‌ର… ସାଉଥ୍‌କୁ ମାତ୍ ଦେବ କି ଏହି ୧୨ ଫିଲ୍ମ ?

୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍‌ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।

North Vs South Debate
North Vs South Debate: ମାତ୍ର ୪/୫ଟି ହିଟ୍ ଦେଇଦେଲେ ଏମାନେ ବଲିଉଡର ବାପା ହୋଇଯିବେ ନାହିଁ: ସଞ୍ଜୟ ଗୁପ୍ତା

ସାଉଥ୍‌ର ଜଣେ ପ୍ରସିଦ୍ଧ ନିର୍ମାତା ବଲିଉଡ୍‌କୁ ନେଇ ଏମିତି କିଛି କହିଛନ୍ତି ଯାହାକୁ ନେଇ ପୂରା ବଲିଉଡ ଏକାଠି ହୋଇଛନ୍ତି ଆଉ ଏହି ନିର୍ମାତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସଞ୍ଜୟ ଗୁପ୍ତା ନିର୍ମାତାଙ୍କୁ କଡା ଉତ୍ତର ଦେଇଛନ୍ତି।

Gold Price Today
Gold Price Today, 1st January 2025: ସ୍ଥିର ରହଛି ସୁନା ଦର, ନୂଆ ବର୍ଷରେ କିଣନ୍ତୁ ସୁନା ଗହଣା

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୮,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୧,୫୦୦ ଟଙ୍କା ରହିଛି ।

ଆଣ୍ଟିଲିଆ ଭିତରେ ଯାହା ଅଛି, ଜାଣିଲେ ହେବେ ତାଜୁବ
Ambani’s Lavish House: ୧୫ ହଜାର କୋଟିର ଅମ୍ବାନୀ ମହଲ...୬ ସଦସ୍ୟଙ୍କ ପାଇଁ ତିଆରି ହୋଇଛି ୪ ଲକ୍ଷ ବର୍ଗଫୁଟର ଘର

୪୯ ବେଡରୁମ ବିଶିଷ୍ଟ ଏହି ଘରର ୨ ଟି ଫ୍ଲୋରରେ ସୁଇମିଂ ପୁଲ, ଜିମ, ଡାନ୍ସ ଷ୍ଟୁଡିଓ, ଯୋଗଶାଳା ରହିଛି । ଏହାର ଉପର ମହଲାରେ ଏକ ସ୍ପା ସେଲୁନ ଓ ମସାଜ ରୁମ ମଧ୍ୟ ରହିଛି । ମନୋରଞ୍ଜନ ପାଇଁ ଏକ ସିନମା ହଲ ରହିଛି, ଯେଉଁଠି ୫୦ ଲୋକ ଏକା ସହ ବସି ଫିଲ୍ମ ଦେଖିପାରିବେ । ଏହି ଘରେ ଏକ ୱିଣ୍ଟର ୱଣ୍ଡରଲ୍ୟାଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନୋ-ଫଲ୍ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ଆଣ୍ଟିଲିଆରେ ଅଛି ଏକ ଆଇସକ୍ରିମ ପାର୍ଲର ।

ମା’ ସହ ୪ ଭଉଣୀଙ୍କୁ ମାରିଲା ଭାଇ
Lucknow Mass Murders: ଲକ୍ଷ୍ନୌରେ ଚାଞ୍ଚଲ୍ୟ, ମା’ ସହ ୪ ଭଉଣୀକୁ ହତ୍ୟା କଲା ଭାଇ

ହୋଟେଲ ଶରଣଜୀତରେ ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ପ୍ରାଥମିକ ସୂଚନାରୁ ଏହି ହତ୍ୟାକାଣ୍ଡ ପାରିବାରିକ କଳହରୁ ହୋଇଥାଇପାରେ ବୋଲି କୁହାଯାଉଛି ।

ଶ୍ରୀହରିକୋଟାରୁ ସେଞ୍ଚୁରି କରିବ ଇସ୍ରୋ
ISRO GSLV Mission: ୨୦୨୫ର ପ୍ରଥମ ମିଶନ ହେବ ଶ୍ରୀହରିକୋଟାରୁ ଇସ୍ରୋର ୧୦୦ ତମ ମିଶନ, ଜାଣନ୍ତୁ କେଉଁ ସାଟେଲାଇଟ ହେବ ଉତକ୍ଷେପଣ

ଚଳିତ ଜାନୁଆରୀରେ ଇସ୍ରୋର ବାହୁବଳୀ ରକେଟ୍ GSLV ମାର୍କ-ଥ୍ରୀ ସହାୟତାରେ ଏହି ଉତକ୍ଷେପଣ ହେବ । GSLV-F15ରେ ମହାକାଶକୁ ଯିବ ନାଭିଗେସନ୍ ସାଟେଲାଇଟ୍ NVS-02 / IRNSS-1K ।

New Year’s Eve 2024
History Of New Year: କେବେଠୁ ଆରମ୍ଭ ହେଲା ୦୧ ଜାନୁଆରୀରେ ନୂତନ ବର୍ଷ, ଜାଣନ୍ତୁ...

ଆମ ମଧ୍ୟରୁ ଅଧିକାଂଶ ଲୋକେ ଭାବନ୍ତି ଯେ ଆମେ କାହିଁକି ଡିସେମ୍ବର ୩୧ରେ ଆନୁଷ୍ଠାନିକ ଭାବରେ ଗୋଟିଏ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା। ଆସନ୍ତୁ ସେ ବିଷୟରେ ଜାଣିବା।

New Year 2025
New Year 2025 Arrives: ଆସିଲା ନୂଆବର୍ଷ ୨୦୨୫, ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ନୂଆବର୍ଷକୁ ସ୍ୱାଗତ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କଲା ଅକଲାଣ୍ଡ ।

Mohan Majhi
Mohan Majhi: ମୁଖ୍ୟମନ୍ତ୍ରୀଙ୍କ ମୁଣ୍ତରେ ଋଣ କେତେ, ସମ୍ପତ୍ତି କେତେ ...

ଚନ୍ଦ୍ରବାବୁ ନାଇଡୁ କରିଛନ୍ତି ମାତ୍ର ୧୦ କୋଟି ଋଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ । ତାଙ୍କର ମାତ୍ର ୧୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି ।

ହୁଗୁଳା ହେଉଛି ବିବାହ ବନ୍ଧନ
Divorce Cases Increasing: ଖେଳଘର ପାଲଟି ଗଲାଣି ବାହାଘର, ବଢ଼ି ଚାଲିଛି ଛାଡ଼ପତ୍ର, ଏହି ୮ଟି ରାଜ୍ୟରେ ସର୍ବାଧିକ

ବିଭିନ୍ନ କାରଣରୁ ଏବେ ଡିଭୋର୍ସ ବା ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୈବାହିକ ପରମ୍ପରାର ଏହା ଏକ ଖରାପ ଦିଗ। କିନ୍ତୁ ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ଜଣାପଡୁଛି ଯେ, ଝିଅମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଇଛି, ଯାହା ଫଳରେ ସେମାନେ ତାଙ୍କ ବିରୋଧରେ ହେଉଥିବା ହିଂସା ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉଠାଇ କେଶ୍ ଦାଏର କରୁଛନ୍ତି।

୪ ବର୍ଷ ବିଳମ୍ବରେ ପହଞ୍ଚିଲା ଟ୍ରେନ୍
Train Late For 4 Years: ଅଧାରାସ୍ତାରେ ବାଟବଣା ହୋଇଗଲା ଟ୍ରେନ ! ରାସ୍ତା ଖୋଜି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ନେଇଥିଲା ୪ ବର୍ଷ

୨୦୧୪ ନଭେମ୍ବର ୧୦ ତାରିଖର ଘଟଣା । ବିଶାଖାପଟନମରୁ ବାହାରିଥିଲା ଏକ ଟ୍ରେନ । ୪ ବର୍ଷ ପରେ ପହଞ୍ଚିଥିଲା ଲକ୍ଷ୍ୟ ସ୍ଥଳରେ । ଅର୍ଥାତ ୨୦୧୮ ଜୁଲାଇ ୨୫ ତାରିଖରେ ଉତ୍ତରପ୍ରଦେଶର ବସ୍ତି ଷ୍ଟେସନରେ ପହଞ୍ଚିଥିଲା ଏହି ମାଲ୍‌ଗାଡ଼ି । ଏହି ଟ୍ରେନ୍ ତା’ର ଯାତ୍ରା ପୂରା କରିବାକୁ ନେଇଥିଲା ୩ ବର୍ଷ ୮ମାସ ୭ ଦିନ । ଏହି ଟ୍ରେନ ଯାତ୍ରାକୁ ଭାରତୀୟ ରେଳ ଇତିହାସର ସବୁଠାରୁ ଅଧିକ ବିଳମ୍ବ ଟ୍ରେନ ବୋଲି ବିଚାର କରାଯାଏ ।

ଆମେରିକାରେ ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ
Hindu Phobia In America: ମସ୍କଙ୍କ ହିନ୍ଦୁ ବିରୋଧୀ ନୀତି, ହୁଲୁସ୍ତୁଲ ଆମେରିକା ରାଜନୀତି

ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହେଲେ ତାଙ୍କ ସରକାରର ଶାସନ ଆରମ୍ଭ ନହେଉଣୁ ଭାରତୀୟମାନଙ୍କୁ ଆମେରିକାରେ ଅପମାନିତ କରାଗଲାଣି । ଭାରତର ପରମ୍ପରା ହେଉଛି ବିଶ୍ୱାସ,ମିତ୍ରତା ଆଉ ଭାରତର ଭାବ ହେଉଛି ବନ୍ଧୁତା । ନିଜର କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶ ସହ ମିତ୍ରତାର ସମ୍ପର୍କ ସ୍ଥାପନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି ।

kohali
Happy Retirement: ରିଟାୟାର୍ଡମେଣ୍ଟ୍ ନେବେ ବିରାଟ କୋହଲି ! ଆଶଙ୍କାରେ ଫ୍ୟାନ୍ସ

ଏମିତି ଦେଖିବାକୁ ଗଲେ ବିରାଟଙ୍କ କ୍ୟାରିୟର ପାଇଁ ୨୦୨୪ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏ ପୁରା ବର୍ଷ ବ୍ୟାଟିଂ କରିବା ବେଳେ କୋହଲି ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

richest and poorest Chief Ministers
Richest And Poorest Chief Ministers: ଦେଶର ସବୁଠୁ ଧନୀ ଓ ଗରିବ ମୁଖ୍ୟମନ୍ତ୍ରୀ କିଏ ? ADR ରିପୋର୍ଟରେ ଖୁଲାସା

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ଡିସେମ୍ବର ୩୦ରେ ଏହି ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ଦେଶର ଦୁଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରବପତି। ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୫୨.୫୯କୋଟି ଟଙ୍କା।

SpaDeX
SpaDeX Mission: ଆଜିଠୁ ଇସ୍ରୋ ପାଇଁ ରିୟଲ୍ ଚ୍ୟାଲେଞ୍ଜ୍; ଜାନୁଆରୀ ୭ରେ ଇନ-ସ୍ପେଶ୍ ଡକିଂ !

ଗତକାଲି ରାତି ୧୦ଟା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

 New Deplomatic Situation
New Deplomatic Situation: ଭାରତ ପାଇଁ ସତର୍କବାଣୀ, ବାଂଲାଦେଶ ସେନାକୁ ଟ୍ରେନିଂ ଦେବ ପାକିସ୍ତାନ

ଦିନେ ପାକିସ୍ତାନଠାରୁ ଅଲଗା ହେବାକୁ ଭାରତର ସହାୟତା ନେଇଥିଲା ବାଂଲାଦେଶ। ଭାରତ ସହଯୋଗରେ ବିଶ୍ୱ ମାନଚିତ୍ର ସୃଷ୍ଟି ହୋଇଥିଲା ଏକ ନୂଆ ଦେଶ ବାଂଲାଦେଶ। ବାଂଲାଦେଶ ମୁକ୍ତି ଆନ୍ଦୋଳନ ବେଲେ ପାକିସ୍ତାନ ସେନା ୩୦ ଲକ୍ଷ ବାଂଲାଦେଶୀଙ୍କୁ ହତ୍ୟା କରିଥିଲେ। ଏବେ ସେଇ ପାକିସ୍ତାନର ଶରଣ ପଶିଛି ବାଂଲାଦେଶ।

OSSSC Teacher Recruitment 2024
OSSSC Teacher Recruitment 2024: ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ। ଏନେଇ OSSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଚର୍ଚ୍ଚିତ ଘଟଣା
Year Ender 2024:୨୦୨୪ରେ ଦେଶର ୧୦ଟି ବଡ଼ ଘଟଣା, ହଲଚଲ୍ ହୋଇଛି ରାଜନୀତି

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା ।

Shweta tiwari reaction on daughter palak tiwari dating rumours
Palak Tiwari Dating Rumours: ମୋ ଝିଅ ପ୍ରତି ତିନିରେ ଜଣେ ପୁଅକୁ ଡେଟ୍ କରୁଛି...ମୁଁ ପ୍ରତିବର୍ଷ ବିବାହ କରୁଛି: ଶ୍ୱେତା ତିୱାରୀ

ପଲକ ତିୱାରୀ କିଛି ଦିନ ହେବ ଡେଟିଂ ଗୁଜବ ପାଇଁ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ପଲକ ତିୱାରୀଙ୍କ ମା’ ଶ୍ୱେତା ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

Jimmy Carter
Jimmy Carter Passes Away: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୋଦି

ଜିମି କାର୍ଟର ୧୯୮୨ମସିହାରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ୱର ବିଚ୍ଛିନ୍ନାଞ୍ଚଳରେ ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ହ୍ରାସ ପାଇଁ କାର୍ଯ୍ୟ କରିଥିଲେ। ଏହି ପ୍ରୟାସ ତାଙ୍କୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।୨୦୦୨ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା ।

ଛାତ୍ରବୃତ୍ତି ତାଲିକା ପ୍ରକାଶ
Students Scholarship: ୧୦ ବର୍ଷରେ ୫୦ ହଜାର ଛାତ୍ରବୃତ୍ତି ପ୍ରଦାନ କରିବାକୁ ଯୋଜନା

ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ରେ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।

ନିୟନ୍ତ୍ରଣ ବାହାରକୁ ଚାଲିଯିବ AI !
Living Nostradamus Prediction: 2025 ପାଇଁ ଭବିଷ୍ୟବାଣୀ: ନିୟନ୍ତ୍ରଣ ବାହାରକୁ ଚାଲିଯିବ AI...ଏଲିଅନଙ୍କ ସହ ହେବ ଯୋଗାଯୋଗ

ଜଣେ ବ୍ରାଜିଲିଆନ ଧର୍ମଗୁରୁ ଅଥୋସ ସୋଲମ ଯିଏ କି ଲିଭିଂ ନୋଷ୍ଟ୍ରାଡମସ ଭାବେ ପରିଚିତ । ସେ ଜଣେ ପାରାସାଇକୋଲଜିଷ୍ଟ ମଧ୍ୟ । ସେ ୨୦୨୫ରେ ହେବାକୁ ଥିବା ସମ୍ଭାବ୍ୟ ଘଟଣାବଳୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କ ତାଲିକାରେ ‘ଜେନେଟିକ ଭାବେ ପରିବର୍ତ୍ତିତ ମଣିଷ’, ‘ନିୟନ୍ତ୍ରଣ ବାହାରେ ଏଆଇ’ ଏବଂ ‘ଏଅନଙ୍କ ସହ ଯୋଗାଯୋଗ’ ପରି କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏଥିସହିତ ୨୦୨୫ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

Anupam kher enjoys vacation with his childhood friends
Anupam Kher: ବଡ଼ ଲୋକ ହେଲା ପରେ ବି ଭୁଲି ନାହାନ୍ତି ଛୋଟ ଦିନର ସାଙ୍ଗ; କହିଲେ ବନ୍ଧୁତା ସବୁଠାରୁ ଭଲ ଭିଟାମିନ୍

ଅନୁପମ ଖେର କହିଛନ୍ତି ଯେ ଯଦି ଜୀବନକୁ ଅଧିକ ସୁନ୍ଦର କରିବାର ଅଛି ତେବେ ପିଲାଦିନର ସାଙ୍ଗମାନଙ୍କ ସହିତ ରହିବା ଅତ୍ୟନ୍ତ ଜରୁରୀ। ସାଙ୍ଗଠାରୁ ଅଧିକ ବଡ କୌଣସି ଭିଟାମିନ୍ ନାହିଁ।