/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698653243.jpg)
Fire In Bus Depot
ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିଗଲା ଏକାଧିକ ବସ୍ । ସ୍ଥାନୀୟ ବୀରଭଦ୍ରନଗର ବସ୍ ଡିପୋରେ ନିଆଁ ଲାଗିଛି । ଯାହା ଫଳରେ ଘଟଣାସ୍ଥଳରେ ହୁତ୍ ହୁତ୍ ହେଇ ଜଳି ଯାଇଛି ଏକାଧିକ ବସ୍ । ନିଆଁର ପ୍ରଭାବ ଏତେ ଅଧିକ ଯେ, ଅନେକ ଦୂର ଯାଏଁ ବ୍ୟାପିବାରେ ଲାଗିଛି ନିଆଁ ଓ ଧୂଆଁ ।
Advertisment
#WATCH | Private buses parked in a bus depot in Bengaluru's Veerabhadranagar catch fire
Detailed awaited. pic.twitter.com/gC0WAmksCZ
— ANI (@ANI) October 30, 2023
ପରିସ୍ଥିତି ଏମିତି ହୋଇଛି କି ବହୁ ଦୂର ଯାଏଁ ଏହାର ପ୍ରଭାବ ଅନୂଭୂତ ହୋଇଛି । ବେଙ୍ଗାଲୁରୁ ବସ୍ ଡିପୋରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)