/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701101196.jpg)
Dev Deepawali
ଦେବ ଦୀପାବଳିରେ ଝଲସିଲା ଉତ୍ତରପ୍ରଦେଶ ବାରାଣସୀର ବିଭିନ୍ନ ଘାଟ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗଙ୍ଗାନଦୀ ତଟରେ ଏକାଠି ଜଳିଲା ହଜାର ହଜାର ଦୀପ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଦୀପ ପ୍ରଜ୍ଜ୍ୱଳନ କରି ଦେବ ଦୀପାବଳିର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ୭୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ଗଙ୍ଗା ଆରତୀର ଦୃଶ୍ୟ ମଧ୍ୟ ରୋମାଞ୍ଚକର ଥିଲା ।
Advertisment
महादेव की नगरी, देवों की दीपावली 🪔
📍काशी pic.twitter.com/cKxGqO82pO
— Piyush Goyal (@PiyushGoyal) November 27, 2023
ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)