• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

8 bollywood and ollywood movies based on brother-sister relationship
Raksha Bandhan 2023: ଚଳଚ୍ଚିତ୍ରରେ ଭାଇ-ଭଉଣୀଙ୍କ ନିଆରା କାହାଣୀ; କେଉଁଠି ହସ...କେଉଁଠି କାନ୍ଦ

ଯେଉଁଠି ରହିଛି ଝଗଡା ଆଉ ଭଲପାଇବା, ସେଇ ହେଉଛି ଭାଇ-ଭଉଣୀର ନିଆରା ସମ୍ପର୍କ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ତେବେ ଆସନ୍ତୁ ଏମିତି ୮ଟି ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀଙ୍କ କାହାଣୀ।

Rakhi according to zodiac sign
Raksha Bandhan 2023: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ସହିତ ରଙ୍ଗର ବିଶେଷ ପ୍ରଭାବ ରହିଛି। ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ସେହି ରଙ୍ଗର ରାକ୍ଷୀ ବାନ୍ଧିଲେ ଅନେକ ଶୁଭ ଫଳ ମିଳିପାରେ। ଏହା ସମ୍ପର୍କକୁ ମଜଭୁତ କରିବା ସହିତ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିଲେ ଶୁଭ ଫଳ ମିଳିବ ସେ ବିଷୟରେ ଜାଣିନେବା।

How Raksha Bandhan is celebrated across India
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...

ଦକ୍ଷିଣ ଏସିଆର ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ପର୍ବ ଭାଇ ଓ ଭଉଣୀଙ୍କ ସଂପର୍କକୁ ଦୃଢ କରିବା ସହ ସେମାନଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମକୁ ବୁଣିଥାଏ। ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଆଉ କେଉଁଠି କିପରି ପାଳନ ହୁଏ ଆସନ୍ତୁ ଜାଣିବା।

ISRO Logo
ଏବେ ଯୁଆଡ଼େ ଦେଖିବ ISRO କ୍ରେଜ୍‌, T-ସାର୍ଟରେ ଲୋଗୋ ଥିଲେ ବେଶି ବିକ୍ରି

ସମସ୍ତେ ଇସ୍ରୋ ଏବଂ ଚନ୍ଦ୍ରୟାନ-୩ର ଲୋଗୋ ଥିବା ପରିଧାନ ପ୍ରତି ଆକୃଷ୍ଟ ହେଉଛନ୍ତି ।

Google
ଗୁଗୁଲ ପାଇଁ ମାତ୍ର ଘଣ୍ଟାଏ କାମ କରୁଛନ୍ତି, ହେଲେ ଏତେ ରୋଜଗାର କେମିତି...!

ବାସ୍, ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍‌ରେ ଲଗାଉଛନ୍ତି ।

former us president donald trump arrested
ଆତ୍ମସମର୍ପଣ ପରେ ଗିରଫ, ୨୦ ମିନିଟ୍‌ ପରେ ଜେଲ୍‌ରୁ ବାହାରିଲେ ଡୋନାଲ୍ଡ ଟ୍ରମ୍ପ

ଆତ୍ମସମର୍ପଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ରଖାଯାଇଥିଲା।

PM Modi and Chinese President Xi Jinping Engage In Interaction
ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା

ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି।

Board Exam
ଆଗକୁ ଦଶମ-ଦ୍ୱାଦଶରେ ୨ଟି ବୋର୍ଡ ପରୀକ୍ଷା, ଅଧିକ ମାର୍କ ହେବ କାଉଣ୍ଟ

ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ ।

moon mission
ଚନ୍ଦ୍ରୟାନ-୩; ସଫଳତା ପଛରେ ଓଡ଼ିଆ ପୁଅ

୨୦୦୬ରୁ ଶ୍ରୀହରିକୋଟାରେ ମେକାନିକାଲ୍ ଇଞ୍ଜିନିୟର ଥିବା ଦେବାଶିଷ, ଯେଉଁ ଇନ୍ଧନ ଦ୍ୱାରା ସଫଳତାର ସହ PSLV ଉତକ୍ଷେପଣ କରାଯାଇଥିଲା, ସେହି ଇନ୍ଧନ ପାଇଁ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ତଥା ଲିକ୍ୟୁଡ୍ ସରଫକଟାଣ୍ଟ ତିଆରି କାମରେ ଲାଗିଥିଲେ ।

Chess Champion
ଫିଡେ ବିଶ୍ୱକପ୍ ସତରଞ୍ଜ ଚାମ୍ପିଅନସିପ୍, ନରୱେର ମାଗ୍ନସ୍ କାର୍ଲସେନ୍ ବିଶ୍ୱ ଚେସ୍ ଚାମ୍ପିଅନ୍

ଚାମ୍ପିଅନ୍ ହୋଇଥିବା କାର୍ଲସେନଙ୍କୁ ୧ ଲକ୍ଷ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି। 

Chandrayaan-3 mission
ଜହ୍ନରେ ଜଳର ସନ୍ଧାନ କରୁଛି ପ୍ରଜ୍ଞାନ; ଆଗାମୀ ୧୩ ଦିନ ମୁନ୍ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ

ରୋଭର୍ ପ୍ରଜ୍ଞାନର ପଛ ଦୁଇଟି ଚକରେ ଗୋଟିଏ ପଟେ ଇସ୍ରୋ ଲୋଗୋ ଏବଂ ଅନ୍ୟପଟେ ଭାରତର ଜାତୀୟ ପ୍ରତୀକ ଖୋଦିତ ହୋଇଥିବାରୁ, ତାହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠର ଧୂଳିରେ ତାହାର ଛାପ ଛାଡ଼ିଯିବ ।

Moon
ଚନ୍ଦ୍ରୟାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବିଦେଶରେ ସେଲିବ୍ରେସନ

କୁନି କୁନି ପିଲାଙ୍କ ମଧ୍ୟରେ ଚନ୍ଦ୍ରୟାନ-୩ର ସଫଳତାକୁ ନେଇ ବେଶ ଉତ୍ସାହ । କେରଳ କୋଟାୟମରେ ସ୍କୁଲ ପରିସରରେ ପିଲାମାନଙ୍କୁ ଚନ୍ଦ୍ରୟାନର ଗତିପଥ କିପରି ଥିଲା ସେ ସମ୍ପର୍କରେ ବୁଝାଯାଇଥିଲା ।

Rakesh Roshan
ଚନ୍ଦ୍ରରେ ଓହ୍ଲାଇଥିଲେ ରାକେଶ ରୋଶନ, କହୁ କହୁ ମମତା କହିଦେଲେ ଏମିତି...

ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଚନ୍ଦ୍ର ଅବତରଣ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Delhi bus conductor
ଚାକିରି କରାଇଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ପରେ ଭିଡିଓ କରି ବ୍ଲାକମେଲିଂ

ଖାଲି ଦୁଷ୍କର୍ମ ନୁହେଁ ସେହି ସମୟର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ କରାଯାଇଥିବା ପୋଲିସ କହିଛି । ପୋଲିସର ସୂଚନା ଅନୁସାରେ ପୀଡ଼ିତା ମହିଳା ଚାକିରି କରିବାକୁ ଇଚ୍ଛୁକ ଥିଲେ ।

Uttar Pradesh
ବିଳମ୍ବରେ ଆସିଲେ.. ଟ୍ରେନ୍ ଛାଡ଼ିଦେବ ଭାବି ପ୍ଲାଟଫର୍ମ ଭିତରକୁ କାର୍‌ ଚଢ଼ାଇ ଦେଲେ ମନ୍ତ୍ରୀ

ମନ୍ତ୍ରୀ ବୋଲି କ’ଣ ସବୁ ମାଫ୍‌ । ଟ୍ରେନ୍ ଛାଡ଼ିଦେବା ଭୟରେ ପ୍ଲାଟଫର୍ମ ଭିତରକୁ କାର୍‌ ଚଢ଼ାଇ ନେଇଗଲେ ।

Brics Summit
ମୋଦି-ଜିନପିଙ୍ଗ ଭେଟଘାଟ, ବ୍ରିକ୍ସ ସମ୍ମିଳନୀରେ କଥାହେଲେ ଉଭୟ ନେତା

ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

ISRO Surya Mission
ହାତ ମୁଠାକୁ ଆସିଲା ଚନ୍ଦ୍ର, ଏବେ ସୂର୍ଯ୍ୟର ପାଳି..

ମିଶନ ସୂର୍ଯ୍ୟ ସଂପର୍କରେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କ ସୂଚନା । ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ୍ ହେବ ।

attacks with needle
ପର୍ଣ୍ଣ ଭିଡିଓରେ ପତ୍ନୀ !! ସନ୍ଦେହ କରି ଡାମ୍ଫଣରେ ଅତର୍କିତ ଆକ୍ରମଣ କଲା ସ୍ୱାମୀ

ଡାମ୍ପଣରେ ସ୍ତ୍ରୀର ତଳିପେଟ, ଗୋଡ଼ ଓ ହାତରେ ଗଭୀର ଭାବରେ ଆଘାତ କରିଥିଲା ।

Virat Kohli
ଏସିଆ କପ୍‌ ପାଇଁ ଫିଟ୍‌ କୋହଲି; ୟୋ ୟୋ ଟେଷ୍ଟରେ ସ୍କୋର୍‌ କଲେ..

ବିରାଟଙ୍କ ଫିଟନେସ୍‌ ଏସିଆ କପ୍‌ରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

Yevgeny Prigozhin
ବିମାନ ଦୁର୍ଘଟଣାରେ ଓ୍ୱାଗନର ମୁଖ୍ୟ ୟେଭଗେନୀଙ୍କ ମୃତ୍ୟୁ; ପୁତିନଙ୍କ ବିରୁଦ୍ଧରେ ଗର୍ଜୁଥିଲେ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

Landslides In Himachal Pradesh
କୁଲ୍ଲୁରେ ଧସିଲା ପାହାଡ଼; ଆଖି ପିଛୁଳାକେ ମାଟିରେ ମିଶିଗଲା ଏକାଧିକ ବହୁତଳ କୋଠା

କୁଲ୍ଲୁ ଜିଲ୍ଲା ଅନି ବସଷ୍ଟାଣ୍ଡ ନିକଟରେ ଭୟଙ୍କର ଭୁସ୍ଖଳନରେ ଅନେକ ବହୁମହଲା କୋଠା ମାଟିରେ ମିଶିଛି ।

Chandrayaan 3
ଚନ୍ଦ୍ରପୃଷ୍ଠରେ ପାଦ ଥାପିଲା ଭାରତ; ସଫଳତା ପଛରେ ରହିଛି କେଉଁ ମହିଳାଙ୍କ ହାତ, ଜାଣନ୍ତୁ..

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି।

Mission Chandrayaan 3 First photo of Rover coming out of the lander on the ramp
ଚନ୍ଦ୍ରରେ ଚାଲିଲା ‘ରୋଭର’, ଜାଣନ୍ତୁ ଚନ୍ଦ୍ରପୃଷ୍ଠରେ କ’ଣ କରିବ...

ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଛି। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ସେହିପରି ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ‘ରୋଭର’।

Chandrayaan 3
ମିଶନ ଚନ୍ଦ୍ରୟାନ-୩ ସଫଳତା ପଛର ସୁପର୍‌ ହିରୋ

ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ ।