ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।
ଆଇଟି ହବ୍ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଏହି ପାଣି ସଙ୍କଟ ପାଇଁ ବେଙ୍ଗାଲୁରୁ ପୁଅକୁ ବିବାହ ପାଇଁ ମିଳୁନାହାଁନ୍ତି ଝିଅ...
ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।
ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।
ହରିୟାଣା ମନ୍ତ୍ରିମଣ୍ଡଳରୁ ବିଜେପି ମନ୍ତ୍ରୀମାନେ ଆଜି ସାମୁହିକ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ।
ନର୍ସିଂ ପରୀକ୍ଷାରେ ମୋଟ ମାର୍କ ଥିଲା ୩୦୦ । ଆଉ ଜଣେ ଛାତ୍ରଙ୍କୁ ମିଳିଛି ୩୦୦ ରୁ ୩୧୦ ମାର୍କ । ତେବେ ଏହା କିପରି ହେଲା ସମ୍ଭବ ? ସେନେଇ ଉଠିଛି ପ୍ରଶ୍ନ ।
ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବେବି ଚାଲିଛି । ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା।
ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନିଆ ବିଜୟୱାଡ଼ା ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।
ଜଣେ ଶିକ୍ଷକ ନିଜ ଛାତ୍ରର ହୀତ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହିପରି ଜଣେ ଉତ୍ତମ ସ୍ୱଭାବର ଶିକ୍ଷକ, ଯିଏକି ତାଙ୍କ ଛାତ୍ରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବା ପାଇଁ ତାଙ୍କର ସମସ୍ତ ବୋନସ୍ ଟଙ୍କା ବିନିଯୋଗ କରିଦେଇଛନ୍ତି। ସେହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲୋଚନାର ପରିବେଶ ସୃଷ୍ଟି କରିଛନ୍ତି।
କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣଙ୍କ ନିଜ ଖାଦ୍ୟରେ ଏମିତି କିଛି ଖାଦ୍ୟ ପଦାର୍ଥ (କ୍ୟାଲ୍ସିୟମ୍ ରିଚ୍ ଡାଏଟ୍) ଅନ୍ତର୍ଭୁକ୍ତ କରି କ୍ୟାଲ୍ସିୟମ୍ ଅଭାବ ପୂରଣ କରିପାରିବେ। ଆସନ୍ତୁ ଏହିସବୁ ଖାଦ୍ୟ ବିଷୟରେ ଜାଣିବା।
ଏହି ମାନଦଣ୍ଡରେ ରହିଛି ଦେଶରେ ଲୋକଙ୍କୁ ମିଳୁଥିବା ସ୍ୱାଧୀନତା, ସ୍ୱାସ୍ଥ୍ୟ, ଦୁର୍ନୀତି ଏବଂ ଆୟ । ତେବେ ସବୁଠାରୁ ଅଧିକ ଦୁଃଖି ଦେଶ ତାଲିକାର ଶୀର୍ଶରେ ରହିଛି ଆଫ୍ଗାନିସ୍ତାନ । ଏହି ତାଲିକାରେ ଭାରତର ସ୍ଥାନ ମଧ୍ୟ ଅତ୍ୟନ୍ତ ନିରାଶାଜନକ ।
କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଜଣେ ୟୁଜର ଏଭଳି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଅନେକ ଲୋକ କମେଣ୍ଟରେ ବିଭିନ୍ନ କାରଣ ସବୁ ଦର୍ଶାଇଥିଲେ ।
ଏହି ସମରାଭ୍ୟାସ ପୂର୍ବରୁ, ଏହାର ଏକ ପୂର୍ବ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛି ସ୍ଥଳସେନା ।
ଚାଟ୍ ଜିପିଟି ଆଜିକାଲି ଅନେକ କାର୍ଯ୍ୟ କରୁଛି । ମଣିଷର ବୁଦ୍ଧିମତ୍ତାରୁ ବହୁ ଆଗରେ ଚାଟ୍ ଜିପିଟିର ବୁଦ୍ଧି କାର୍ଯ୍ୟ କରୁଛି । ଇମେଜ୍ ମେକିଂଠାରୁ ଆରମ୍ଭ କରି ଏହା ଇମେଜରୁ ଭିଡିଓ ମଧ୍ୟ ତିଆରି କରିପାରୁଛି ।
ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବ’ ବୋଲି ଅମିତ ଶାହ କହିଥିଲେ ।
ଦିଲ୍ଲୀ ସରକାରରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଆସିଷ୍ଟାଣ୍ଟ ସାନିଟାରୀ ଇନ୍ସପେକ୍ଟର, PGT, ଷ୍ଟେନୋଗ୍ରାଫର ଗ୍ରେଡ୍ ‘ଡି’ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଦିଲ୍ଲୀ ସବ୍ଅର୍ଡିନେଟ୍ ସର୍ଭିସେସ୍ ସିଲେକ୍ସନ୍ ବୋର୍ଡ (DSSSB) ବିଜ୍ଞପ୍ତି ଜାରି କରିଛି।
ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ପୁଅର ପାଗଳାମୀ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।
୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍। ଜୀଅନ୍ତା ଜଳିଗଲେ ୫ଜଣ। ସୂଚନା ମୁତାବକ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍ରେ ଘଟିଛି ଏହି ଦୁର୍ଘଟଣା।
ବିଦେଶରେ ନିଜ ସ୍ତ୍ରୀକୁ ହତ୍ୟା କଲା । ପରେ ପୁଅକୁ ଆଣି ଭାରତ ଫେରିଲା । ମନ ବୁଝିଲାନି ଯେ, ପୁଅକୁ ନେଇ ସ୍ତ୍ରୀ ବାପଘରେ ଛାଡ଼ିବା ପରେ ନିଜ ଅପରାଧ ସ୍ୱୀକାର କରି ଫେରାର ହୋଇଗଲା । ଏପରି ଏକ ଅତି ଲଜ୍ଜାଜନକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।
ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା।
ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ହରିୟାଣା ଦେଇ ଯାଇଥିବା ଦ୍ୱାରକା ଏକ୍ସପ୍ରେସର ମଧ୍ୟ ଲୋକାର୍ପଣ କରିଛନ୍ତି ମୋଦି। ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା।
ଜନପ୍ରତିନିଧି ବାଛିବା ପାଇଁ ନିର୍ବାଚନ ହେବା ନିହାତି ଆବଶ୍ୟକ। ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ନିଜ ପ୍ରତିନିଧି ମାଧ୍ୟମରେ ଜନସାଧାରଣ ଶାସନ କରିଥାନ୍ତି।