୨୪ ବର୍ଷ ଶାସନ ପରେ ବି କାହିଁକି ମାଗଣା ଯୋଜନା ଭରସାରେ ବିଜେଡି ? ପିଡିଏସ୍ ହିତାଧିକାରୀଙ୍କୁ ହଜାରେ ଟଙ୍କା ଭଳି ୪ ଦିନରେ ୫ ବଡ଼ ଫ୍ରି ଘୋଷଣା...ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଲାଞ୍ଚ କହି ବର୍ଷିଲେ ବିରୋଧୀ...
ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି।
କେବେ ଦେଖିଛନ୍ତି କି ଗୋଟିଏ ଗଛରେ ଆଳୁ ଓ ଟମାଟୋ ଫଳିବା ? ନାହିଁ ନା ? ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଗଛରେ ଫଳିଛି ଆଳୁ ଓ ଟମାଟୋ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।
ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ତା’ର ସବୁଠାରୁ ପପୁଲାର୍ ଇଲେକ୍ଟ୍ରିକ୍ କାର Nexon EVର ମୂଲ୍ୟକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି।
କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି ।
ସରିଲା ଚିନ୍ତା, ଆସିଲା ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା । ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍ । ଜାଣନ୍ତୁ ମାଗଣା ବିଜୁଳି ପାଇଁ କେମିତି କରିବେ ଆବେଦନ...
ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ମୋଦି ୧୮ ଲକ୍ଷ କୋଟି ଦେଇସାରିଲେଣି। ହେଲେ ଏଠାରେ ନବୀନ ବାବୁ ମୋଦି ଦେଉଥିବା ଅର୍ଥରେ ଠପ୍ପା ଲଗାଉଛନ୍ତି।
ପୋଲିସ୍ର ସୂଚନା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍’ରେ କୋହିନୂର ଗ୍ରୁପ୍ ନାମକ ଏକ ପେଜ୍ରେ ଏହି ପୋଷ୍ଟ ହୋଇଥିଲା। ଏହି ଗ୍ରୁପରେ ଜଣେ ଯୁବକ ଅଣ୍ଟା ବେଲ୍ଟରେ ପିସ୍ତଲ ରଖିଥିବାର ଫଟୋ ପୋଷ୍ଟ କରିଥିଲେ।
ରାସ୍ତା ଉପରେ ଚାଲିଲା ହାଇଡ୍ରାମା । ପୋଲିସ ଓ ଯୁବକଙ୍କ ମଧ୍ୟରେ ହେଲା ଖଣ୍ତଯୁଦ୍ଧ । ପୋଲିସ ବାବୁଙ୍କ ଆଙ୍ଗୁଠି କାମୁଡ଼ି ଦେଲେ ଯୁବକ...
ଟେକ୍ମେମେ ଏକ ଟେକ୍ ୱେବ୍ସାଇଟ୍, ଯାହାର ନାଁରୁ ହିଁ ସ୍ପଷ୍ଟ ବାରି ହେଉଛି । ଏହି ପ୍ଲାଟ୍ଫର୍ମରେ ସାରା ବିଶ୍ୱର ସମସ୍ତ ଟେକ୍ନୋଲୋଜି ୱେବ୍ସାଇଟ୍ ଦେଖି ହୋଇଥାଏ ।
ଚର୍ଚ୍ଚାରେ ଦାନବୀର ଚାଷୀପୁଅ । ସାଧାସିଧା ଜୀବନ ବଞ୍ଚନ୍ତି, ଚଲାନ୍ତି ଶସ୍ତା କାର୍ । ବିନା ସିଭିଲ୍ ସ୍କୋର୍ରେ ଯୋଗାଇ ଦିଅନ୍ତି ଲୋନ୍ । ଜଣେ କୃଷକ ପୁଅରୁ ୬୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ।
ରୋବଟକୁ ସାଙ୍ଘାଇର ଏକ କମ୍ପାନୀ ତିଆରି କରିଛି । ଗ୍ଲୋ ନାମକ ଚାଟବୋଟ ଦ୍ୱାରା ଉକ୍ତ ରୋବଟଟି ଚାଲିଛି ।
ଇଣ୍ତୋନେସିଆର ଫୁଟବଲ୍ ଖେଳାଳି ସେପ୍ଟେନ୍ ରାହାର୍ଜା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।
ଟ୍ରାଫିକ୍ରେ ଅଟକି ରହିଥିବା ଜଣେ ଡ୍ରାଇଭର ଟ୍ରାଫିକ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରବଳ ଟ୍ରାଫିକ୍ ଜାମ୍ ହେତୁ ସମସ୍ୟା ସୃଷ୍ଟି ହୋଇଛି । ଗତ ଏକ ଘଣ୍ଟାରେ ମାତ୍ର ଗୋଟିଏ କିଲୋମିଟର ଅତିକ୍ରମ କରିଛି ।
୧୯୫୨ରେ ଫିରୋଜ ଗାନ୍ଧି, ତାଙ୍କ ପରେ ଇନ୍ଦିରା ଏବଂ ପରେ ସୋନିଆ ୨୦୦୪ରୁ ଏହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ ।
ଉତ୍ତରପ୍ରଦେଶ ଓ ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟାରେ ରାମଲାଲଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଭିଡ଼ ଯେମିତି ଦାନ ବି ସେମିତି ଆକାରରେ ମିଳୁଛି ।
ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ। ଆଜି ବି ଏମିତି ଅନେକ ଦେଶ ଅଛି ଯେଉଁ ଏହା ସୂଚନା ପ୍ରଦାନର ମୂଳ ଉତ୍ସ ହୋଇରହିଛି।
ସେ ଥିଲେ ଭାରତର ନାଇଟିଙ୍ଗେଲ, ଯିଏ ସରୋଜିନୀ ନାଇଡୁ ଭାବେ ଜଣାଶୁଣା। ୧୩ ଫେବୃଆରୀ ୧୮୭୯ ରେ ହାଇଦ୍ରାବାଦରେ ସେ ଜନ୍ମଗ୍ରହଣ କରିଥିଲେ। ସରୋଜିନୀ ନାଇଡୁ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ତଥା ଦେଶର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ।
କତାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କତାର ଅମିର ସେଖ୍ ତମିମ ବିନ୍ ହମଦ ଏବଂ ଅନ୍ୟ ଉଚ୍ଚ ପ୍ରତିନିଧିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ କତାର ଗସ୍ତ ।
ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।
କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି ।
ପ୍ରତ୍ୟେକ ଶିକ୍ଷିତ ଯୁବକ କିଛି ନା କିଛି ଚାକିରି କରିବାକୁ ଚାହାନ୍ତି। ଏଥିପାଇଁ ଅନେକ ସୋପାନ ଦେଇ ଯିବାକୁ ହୁଏ। ସେଥି ମଧ୍ୟରୁ ଗୋଟିଏ ସୋପାନ ହେଲା ସାକ୍ଷାତକାର। ପ୍ରାୟ ନୂଆ ନୂଆ ପ୍ରାର୍ଥୀମାନ ସାମ୍ନା ସାମ୍ନି ସାକ୍ଷାତକାରକୁ ଭୟ କରନ୍ତି। ତେବେ ଆସନ୍ତୁ ଏମିତି ୫ଟି ପ୍ରଶ୍ନ ବିଷୟରେ ଜାଣିନେବା।
ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍...ବିହାର ବିଧାନସଭାରେ ଆସ୍ଥା ଗଣିତରେ NDA ମେଣ୍ଟ ବାଜି ମାରିଲା...ସପକ୍ଷରେ ପଡ଼ିଲା ୧୨୯ ଭୋଟ୍, ଭୋଟିଂ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ...