ତୃଣମୂଳ କଂଗ୍ରେସ ଟିକେଟ୍ରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀ।
ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।
କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ଚେକ୍ ରିପବ୍ଲିକ’ର କ୍ରିଷ୍ଟିନା ପିସ୍ଜକୋଭା ୧୦୦ରୁ ଅଧିକ ସୁନ୍ଦରୀଙ୍କୁ ପରାସ୍ତ କରି ୭୧ ତମ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଖ୍ରୀଷ୍ଟିନା ୧୧୨ ପ୍ରତିଯୋଗୀଙ୍କୁ ପରାସ୍ତ କରି ମିସ୍ ୱାର୍ଲ୍ଡର ମୁକୁଟ ପିନ୍ଧିଛନ୍ତି। ମିସ୍ ୱାର୍ଲ୍ଡ ହୋଇଥିବା ଏହି ଖ୍ରୀଷ୍ଟିନା କିଏ ଆସନ୍ତୁ ଜାଣିବା।
ପୋଷ୍ଟରେ ଜଣେ ଗ୍ରାହକଙ୍କ ବିଲ୍ ଅଛି, ଯେଉଁଥିରେ ଗ୍ରାହକ ନୋଟରେ ରେଷ୍ଟୁରାଣ୍ଟକୁ ଏକ ଅନୁରୋଧ କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ହସ ରୋକି ପାରିବେ ନାହିଁ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ।
ଆଜିକାଲି ଦ୍ରୁତ ପରିବର୍ତ୍ତନଶୀଳ ସମାହ ହେତୁ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳି ଯାଇଛି, ଯେଉଁ କାରଣରୁ ସେମାନେ ରାତିରେ ଶୋଇବା ଏବଂ ସକାଳୁ ଉଠିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜୀବନର ଅନେକ ସମସ୍ୟା ସକାଳୁ ଉଠିବା ଦ୍ୱାରା ସମାଧାନ ହୋଇଥାଏ। ତଥାପି, ଅନେକ ଲୋକଙ୍କ ପାଇଁ, ସକାଳୁ ଉଠିବା ମଧ୍ୟ ଏକ ବଡ଼ ସମାସ୍ୟା ହୋଇଯାଏ।
ଡିଜେ ବଜାଇବାକୁ ନେଇ ଦୁଇଭାଇ ରାଜକୁମାର କୋଲ ଓ ରାକେଶ କୋଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ଭାଇ ରାକେଶ ଡିଜେ ବନ୍ଦ କରିବା ସହ ନାଚିବାକୁ ବାରଣ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ସାରା ଉତ୍ତରପ୍ରଦେଶ ଯେପରି ବାରଣାସୀରେ ଏକାଠି ହୋଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ମୋଦିଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।
ମିସ୍ ୱାର୍ଲ୍ଡ ୱେବସାଇଟ ଅନୁଯାୟୀ, କ୍ରିଷ୍ଟିନା ଜଣେ ଆଇନ ଛାତ୍ରୀ ଓ ସ୍ୱେଚ୍ଛାସେବୀ। ସେ ଆଇନ ଓ ବିଜନେସ ଆଡମିନିଷ୍ଟ୍ରେଶନର ଡିଗ୍ରୀ କରିଛନ୍ତି । ୨୦ ବର୍ଷିୀୟା ଏହି ବିଶ୍ବ ସୁନ୍ଦରୀ କ୍ରିଷ୍ଟିନା ପିସକୋ ଫାଉଣ୍ତେଶନର ପ୍ରତିଷ୍ଠାତା ।
ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ। କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି।
ରାତିରେ ଶୋଇବା ବେଳେ ଅନେକଙ୍କ ଗୋଡ ଥରିଯାଏ। ଲାଗେ ପଡିଗଲା ଭଳି। ଗୋଡ ହଲିଯିବାର ଏହି ଅଭ୍ୟାସକୁ କମ୍ପନ କୁହାଯାଏ। ଏହାର ଅନେକ କାରଣ ଅଛି, ଯେଉଁମାନଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଙ୍କ ଆବଶ୍ୟକତା ଥାଏ, କିନ୍ତୁ ଭିଟାମିନ୍ ସେବନ ସହିତ ଏହାର ସହଜରେ ଚିକିତ୍ସା କରାଯାଇପାରିବ।
ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।
ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଓଝା ସାର୍ ୟୁପିର କେସରଗଞ୍ଜ କିମ୍ବା ଆହ୍ଲାବାଦ ଆସନରୁ ନିର୍ବାଚନ ଲଢ଼ିପାରନ୍ତି।
ଆନ୍ଧ୍ରପ୍ରଦେଶରେ ଦମ୍ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।
ବିବାଦରେ ଫୁଡ ବ୍ଲଗର । ହଷ୍ଟେଲ ଖାଦ୍ୟ ସହ ବିମାନର ଖାଦ୍ୟ ତୁଳନା କରିବା ପରେ ବିବାଦରେ ପଡ଼ିଛନ୍ତି ଫୁଡ ବ୍ଲଗର । ସୋସିଆଲ ମିଡିଆ ସାଇଟ X ରେ ଏନେଇ ଏକ ଫଟୋ ପୋଷ୍ଟ କରିଥିଲେ କ୍ରିପାଲ ଅମନ୍ନା ।
ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍ ଫି ଛଡ଼ା ମିଳିବ ଇନସେନଟିଭ୍ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।
ବିଦେଶ ଭ୍ରମଣର ସ୍ୱପ୍ନ । ଅଳ୍ପ ଅର୍ଥରେ ଜୀବନରେ ଶ୍ରେଷ୍ଠତାର ଅନୁଭୂତି । ବଡ଼ ବଡ଼ ହୋଟେଲରେ ରହିବା ଭଳି ରଙ୍ଗୀନ ଚିତ୍ର । ଏମିତି ପ୍ରଲୋଭନରେ ଟ୍ରାପ ହେଉଛନ୍ତି ଭାରତୀୟ ଯୁବକ । ଯୁବକଙ୍କୁ ଋଷ ଚାଲାଣ କରିବାରେ କାମ କରୁଛନ୍ତି ସ୍ପେଶାଲ ଏଜେଣ୍ଟ ।
ଜନ୍ମ କଲା ବାପା ହତ୍ୟା କଲା ପୁଅକୁ । ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ବର୍ବର ଆଉ ବିଭତ୍ସ...ଯେତେ ନିନ୍ଦା କଲେ ମଧ୍ୟ କମ ହେବ ।
ଭାରତରେ ଅଟୋ ଚାଳକଙ୍କୁ ସାଧାରଣତଃ ଛୋଟ ନଜରରେ ଦେଖାଯାଏ, ସେମାନଙ୍କୁ ଅଶିକ୍ଷିତ ବୋଲି କୁହାଯାଏ। କିନ୍ତୁ ଏହି ଅଟୋ ଚାଳକଙ୍କ ଇଂରାଜୀ ଶୁଣି ଆପଣଙ୍କ ମୁହଁ ଲାଜରେ ନଇଁଯିବ। ଆପଣ ଭାବିବେ ତାଙ୍କ ଆଗରେ ଆପଣ କିଛି ନୁହେଁ।
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍ରେ ପଳାଇଥିଲା। ଏହାପରେ ଭଟକଲ୍, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।
‘ମହାଭାରତ’ର ଶ୍ରୀକୃଷ୍ଣ ଅର୍ଥାତ୍ ନୀତୀଶ ଭରଦ୍ୱାଜ ଲୋକଙ୍କୁ ବୁଝାଇଥିଲେ ଯେ ପରିବାର ଛଡା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। କୃଷ୍ଣ ଯାହାକୁ ଥରେ ନିଜର ବୋଲି ଗ୍ରହଣ କରିଦେଉଥିଲେ, ସେ ତାଙ୍କୁ ଜୀବନସାରା ସମର୍ଥନ କରୁଥିଲେ। କିନ୍ତୁ, ବାସ୍ତବ ଜୀବନରେ ନୀତୀଶ ଭରଦ୍ୱାଜ ଏହାକୁ ସାର୍ଥକ କରିବାରେ ଅସମର୍ଥ ହୋଇଛନ୍ତି।
ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଆୟୋଜକ ଭାରତ ଅତିଥି ଦଳ ବିପକ୍ଷରେ ବିପୁଳ ଅଗ୍ରଣୀ ହାସଲ କରିଥିଲା । ଆଜି ତୃତୀୟ ଦିନରେ ଇଂଲଣ୍ତ ଲଢ଼େଇ କରି ହାରିଛି ।
ହରଦୀପ ସିଂହଙ୍କୁ ହତ୍ୟା କରିବା ପୂର୍ବରୁ ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ କାର୍କୁ ପିଛା କରିଥିଲେ। ଏହାପରେ ହରଦୀପଙ୍କ ଗାଡିକୁ ଓଭରଟେକ୍ କରି ଅଟକାଇଥିଲେ।
ବିଲ୍ଡିଂର ତୃତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।