• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Terrorist Arrested
ବିସ୍ଫୋରଣ ପ୍ଲାନ୍‌ ଫେଲ୍‌ ! ISIS ଆତଙ୍କବାଦୀ ଲିଙ୍କ୍‌ରେ ୪ ରାଜ୍ୟରୁ ୮ ଗିରଫ

ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।

Mini Bus
ମିନି ବସ ଡ୍ରାଇଭରଙ୍କ ଅମାନବୀୟ କାଣ୍ଡ ! ଦେଖନ୍ତୁ ଭିଡିଓ...

ସଂପୃକ୍ତ ବ୍ୟକ୍ତିଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲେ ବି ସେ ଡ୍ରାଇଭର ବିରୋଧରେ ଅଭିଯୋଗ କରିନଥିବା ପୋଲିସ କହିଛି ।

Tamilnadu Flood
ତାମିଲନାଡ଼ୁରେ ଜୋରଦାର ବର୍ଷା, ଅଧା ରାଜ୍ୟରେ ବନ୍ୟା ସ୍ଥିତି

ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

IPL Auction
IPL Auction 2024: କେଉଁ ଦଳ ପାଖରେ କେତେ ଟଙ୍କା, ଜାଣନ୍ତୁ ନିଲାମ ପାଇଁ କେତେ ଖେଳାଳି ହୋଇଛନ୍ତି ସର୍ଟଲିଷ୍ଟ

ଚଳିତ ଥର ଆଇପିଏଲ ଅକ୍ସନ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟ ଲିଷ୍ଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ।

Know which team need how many slot vacant in ipl auction
IPL Auction 2024: ଏହିଦିନ IPL ନିଲାମ; ଜାଣନ୍ତୁ କାହା ପାଇଁ କେତେ ସ୍ଲଟ୍

ଆଇପିଏଲ୍ ୨୦୨୪ ନିଲାମ ଉପରେ ଏବେ ସମସ୍ତଙ୍କର ନଜର। କିଏ କାହାର ହେବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ତେବେ ଆସନ୍ତୁ ଜାଣିବ କେଉଁ ଟିମ୍ କେତେ ଖେଳାଳି ଆବଶ୍ୟକ କରନ୍ତି ଆଉ କେତେ ରହିଛି ବିଦେଶୀଙ୍କ ପାଇଁ।

Five young cricketers who cemented their position in the IPL auction 2024
IPL Auction 2024: ପାଞ୍ଚ ଯୁବ କ୍ରିକେଟର ଯେଉଁମାନେ IPL ନିଲାମରେ ଜାହିର୍ କରିଛନ୍ତି ନିଜର ଦବ୍‌ଦବା

IPLର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୧୯ରେ ଅନୁଷ୍ଠିତ ହେଉଛି। ଏଥର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତୁ ସେହି ପାଞ୍ଚ ଜଣ କ୍ରିକେଟରଙ୍କ ବିଷୟରେ ଜାଣିନେବା ଯେଉଁମାନେ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ନିଲାମ ପାଇଁ ସେମାନଙ୍କର ସ୍ଥିତିକୁ ଦୃଢ କରିଛନ୍ତି।

IPL Auction 2024
IPL Auction 2024: ଅଶ୍ୱିନ୍‌ଙ୍କ ପୂର୍ବାନୁମାନ ; ଏହି ଖେଳାଳିଙ୍କ ଉପରେ ହେବ ଟଙ୍କାର ବର୍ଷା

ଆଇପିଏଲ୍ ନିଲାମକୁ ନେଇ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ପୂର୍ବାନୁମାନ କରିଛନ୍ତି। ଭିଡିଓରେ ଶେୟାର କରି ସେ ଏକ ନିଆରା ଢଙ୍ଗରେ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରିଛନ୍ତି। କେଉଁମାନେ କେତେ ଟଙ୍କାରେ କିଣାହେବ ସେ କହିଛନ୍ତି।

MP Susupended
ଗୃହରେ ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ହଟ୍ଟଗୋଳ; ସସ୍‌ପେଣ୍ତ ହେଲେ ଆଉ ୩୩ ସାଂସଦ

ମୋଟ ୪୭ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ।

70 percent of Indian multiplexes housefull for dunki
Dunki Advance Booking: ରିଲିଜ୍ ହେବାକୁ ଆଉ ତିନି ଦିନ ବାକି; ଏବେଠାରୁ ୭୦ ଭାଗ ମଲ୍ଟିପ୍ଲେକ୍ସ ହାଉସ୍‌ଫୁଲ୍

‘ଡଙ୍କି’ର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ‘ଡଙ୍କି’ର ଆଗୁଆ ବୁକିଂ ହେତୁ ଭାରତରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ହାଉସଫୁଲ୍ ହୋଇଗଲାଣି। ଏହା ସହିତ ଏହି ଫିଲ୍ମ କେତେ ରୋଜଗାର କରିବାକୁ ଯାଉଛି ତାହା ମଧ୍ୟ ପ୍ରକାଶ ପାଇଛି।

Congress
ନିର୍ବାଚନ ପୂର୍ବରୁ ଲୋକଙ୍କୁ ୧୩୮ ଟଙ୍କା ଲେଖାଏଁ ମାଗିବ କଂଗ୍ରେସ, ହେଲେ କାହିଁକି ?

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଏକ ନୂଆ ଅଭିଯାନ ଲଞ୍ଚ କରିଛି ‘ଡୋନେଟ୍‌ ଫର୍‌ ଦେଶ’ ଅର୍ଥାତ କ୍ରାଉଡ଼ ଫଣ୍ଡିଂ କ୍ୟାମ୍ପେନ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗଗେ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ।

Killing and Eating Liver Of Girl
ଅନ୍ଧବିଶ୍ୱାସର କୁପରିଣତି, ନାବାଳିକାକୁ ମାରି କଲିଜା ଖାଇଲେ ଦମ୍ପତି

ସବୁଠାରୁ ବଡ଼ କଥା ହେଉଛି ତନ୍ତ୍ର ସାଧନା ପାଇଁ ଏହି ନିରୀହ ଝିଅକୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ୩ ବର୍ଷ ଧରି ଶୁଣାଣି ଚାଲିବା ପରେ ଶେଷରେ କୋର୍ଟ ଦମ୍ପତି ପର୍ଶୁରାମ ଓ ସୁନୈନା ଓ ତାଙ୍କ ଦୁଇ ସହଯୋଗୀ ଅଙ୍କୁଲ ଓ ବିରେନ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

AI to avoid mass layoffs
ଛଟେଇ ରୋକିବାକୁ AIର ସହାୟତା ନେଉଛି ଏହି କମ୍ପାନୀ

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଡେଲୋଏଟ୍‌ LLP ବର୍ତ୍ତମାନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍କିଲ୍‌ ମୂଲ୍ୟାଙ୍କନ କରିବା ପାଇଁ AIର ବ୍ୟବହାର କରୁଛି।

know jamal kudu viral girl from bobby deol entry song from movie animal
Animal: 'ଜମାଲ କୁଡୁ' ଗୀତରେ ନାଚି ରାତାରାତି ହେଇଗଲେ ଭାଇରାଲ୍; କିଏ ଏହି ସୁନ୍ଦରୀ

'ଆନିମଲ୍'ର ଗୀତ 'ଜମାଲ କୁଡୁ' ଭାଇରାଲ ହେବା ପରେ ଏଥିରେ ଅଭିନୟ କରିଥିବା ଏକ ସୁନ୍ଦର ଯୁବତୀ ରାତାରାତି ନେସ୍‌ନାଲ୍ କ୍ରସ୍‌ରେ ପରିଣତ ହୋଇଛନ୍ତି। ଲୋକମାନେ ଏହି ଭାଇରାଲ୍ ଯୁବତୀଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହୀ ହୋଇପଡିଛନ୍ତି। ଇନଷ୍ଟାଗ୍ରାମରେ ଏହି ସୁନ୍ଦରୀଙ୍କ ଫଲୋର୍ସ ଏବେ ୨୫ ଗୁଣ ବଢିଯାଇଛି।

Post Office Kisan Vikas Patra Scheme
ଡାକଘରର ଏହି ଦମ୍‌ଦାର ସ୍କିମ୍‌... ଡବଲ କରିଦେବ ଆପଣଙ୍କ ଟଙ୍କା

ପୋଷ୍ଟାଲର କିସାନ ବିକାଶ ପତ୍ର ଯୋଜନା । ଯେଉଁ ଯୋଜନାରେ ଆପଣ ଭଲ ଫାଇଦା ଉଠାଇପାରିବେ । ଆପଣଙ୍କୁ ଏହି ଯୋଜନାରେ ୭ ପ୍ରତିଶତରୁ ଅଧିକ ସୁଧ ମିଳିବ । ଆର୍ଥାତ୍‌ ଆପଣ ୭.୫ ପ୍ରତିଶତ ସୁଧ ପାଇବେ । କିସାନ ବିକାଶ ପତ୍ର ଯୋଜନାରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ବିନିଯୋଗ କରିପାରିବେ ।

Heavy Rain In Tamilnadu
ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡ଼ୁ, ୪ ଜିଲ୍ଲାରେ ବନ୍ୟା ସ୍ଥିତି

ସାକ୍ଲୋନିକ ସାର୍କୁଲେସନ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

longest tunnel in gaza
ଗାଜାରେ ହମାସର ସବୁଠୁ ବଡ଼ ସୁଡ଼ଙ୍ଗ ଠାବ, ମାଟି ତଳେ ଲମ୍ବିଛି ୪ କିଲୋମିଟର

ତେବେ କେଉଁ ପରିସ୍ଥିତିରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା ? ଏଭଳି ସୁଡ଼ଙ୍ଗ ନିର୍ମାଣରେ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ।

Joe Biden
ଆମେରିକା ରାଷ୍ଟ୍ରପତିଙ୍କ କାରକେଡ୍‌ ସହ କାର ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଇଡେନ୍‌

କାରକେଡ୍‌ ସହ ଦୁର୍ଘଟଣା ଘଟିଥିବା କାର ବାଇଡେନ୍‌ଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ୍‌ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।

Narendra Modi
କାଶୀ ତାମିଲ ସଂଗମମ୍ ୨.୦ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କାଶୀ ତାମିଲ ସଂଗମମ୍‌କୁ ନେଇ ମୋଦି କହିଛନ୍ତି ତାମିଲନାଡ଼ୁରୁ କାଶୀ ଆସିବା ଅର୍ଥ ମହାଦେବଙ୍କ ଗୋଟିଏ ଆସ୍ଥାନରୁ ଆଉ ଏକ ଆସ୍ଥାନକୁ ଆସିବା। ତେଣୁ ତାମିଲନାଡ଼ୁ ଓ କାଶୀ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି।

dawood ibrahim
ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌କୁ ବିଷ ଦେଇ ହତ୍ୟା ଉଦ୍ୟମ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପାକିସ୍ତାନରେ ଦାଉଦ୍‌ଙ୍କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ୍‌ ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ଇଣ୍ଟରନେଟ୍‌ ସର୍ଭର ଡାଉନ୍‌ ଥିବା ଖବର ଆସିଛି।

minorities right day in india know history and work
National Minorities Right Day 2023: ଅଳ୍ପସଂଖ୍ୟକଙ୍କ ପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ; ଜାଣନ୍ତୁ କ’ଣ ଏହାର କାମ

ବିଭିନ୍ନ ରାଜ୍ୟ ନିଜ ନିଜ ରାଜ୍ୟରେ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଯେକୌଣସି ପିଡ଼ିତ ବ୍ୟକ୍ତି ନିଜ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କ ନିକଟକୁ ଯାଇପାରିବେ।

Parliament security
ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ପ୍ରସଙ୍ଗରେ ସଂସଦରେ କିଛି ଆଲୋଚନା ଦରକାର ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ଗତ ବୁଧବାର ଦିନ ଗୃହ କାର୍ଯ୍ୟ ଚାଲିଥିବାବେଳେ ଦୁଇ ଜଣ ଯୁବକ ଭିଜିଟର୍ ଗ୍ୟାଲେରିରୁ ଗୃହର ମଧ୍ୟଭାଗକୁ ଡେଇଁ ପଡ଼ିଥିଲେ ।

Narendra Modi
ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶର ବାରଣାସୀରେ ରୋଡ୍‌ ଶୋ’ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ପଛରୁ ଆସିଥିଲା। ଆମ୍ବୁଲାନ୍ସର ସାଇରନ ଶୁଣି ପ୍ରଧାନମନ୍ତ୍ରୀ ତାଙ୍କ ଏସକର୍ଟ ଗାଡ଼ିକୁ ଅଟକାଇବା ସହ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ି ଦେଇଥିଲେ ।

Surat Diamond Bourse
ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ପେଣ୍ଟାଗନଠୁ ମଧ୍ୟ ବିଶାଳ ଏହି ହୀରା ବଜାର

ସବୁଠୁ ବଡ଼ କଥା ହେଉଛି, ବିଶ୍ୱର ବୃହତ୍ତମ ଅଫିସ୍ ବିଲ୍ଡିଂ ଭାବେ ଏବେ ଯାଏଁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ପରିଚିତ ଥିବା ବେଳେ, ୬୭ ଲକ୍ଷ ବର୍ଗ ଫୁଟ୍ ଫ୍ଲୋର ସ୍ପେଶ୍ ସହ ଏହି ୮୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି ସୁରତ ଡାଇମଣ୍ଡ ବୋର୍ସ।

Baijayant Panda
‘ଦିଲ୍ଲୀରେ ୭ଟି ଲୋକସଭା ଆସନ ଜିତାଇବା ଓ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା’

ଆଗାମୀ ନିର୍ବାଚନରେ ୭ଟି ଯାକ ଲୋକସଭା ଆସନ ଜିତାଇବା ଓ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ।

Ind vs sa
ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ, ଡେବ୍ୟୁ ମ୍ୟାଚ୍‌ରେ ଚମକ ଦେଖାଇଲେ ସାଇ ସୁଦର୍ଶନ

ବ୍ୟାଟିଂ ଆରମ୍ଭରୁ ହିଁ ବ୍ୟାକଫୁଟ୍‌ରେ ରହିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ଓଭରରେ ଲଗାତର ଦୁଇଟି ୱିକେଟ ନେଇ ଘରୋଇ ଦଳକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା ଭାରତ ।