ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..
ଶେଷ ଟେଷ୍ଟରେ ଇଂଲଣ୍ତ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଦିକଲ୍ ଡେବ୍ୟୁ କରିଛନ୍ତି। ତେବେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଭଲ ପ୍ରଦର୍ଶନ କରିଛି।
ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି।
ବିଜେପି ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଓ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଲକ୍ଷ୍ନୌ ଗସ୍ତରେ ଯାଉଛନ୍ତି।
ଖେଲୋ ଇଣ୍ଡିଆ ମେଡାଲ ବିଜେତାଙ୍କୁ ମିଳିବ ସରକାରୀ ନିଯୁକ୍ତି । ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ କ୍ରୀଡ଼ାବିତ୍ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କଲା ଘୋଷଣା ।
ବଢୁଛି ଏନଡିଏର କଳେବର । ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍ କୁ ପୂରଣ କରିବା ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।
Health Tips: ଅଧିକାଂଶ ଲୋକ କଫି ପିଇବାର ସଉକ ରଖିଥାନ୍ତି । ଆପଣ ସକାଳୁ ଖାଲି ପେଟରେ କଫି ପିଉଛନ୍ତି କି ? ପିଉଥିଲେ ହୋଇପାରେ ଭୟଙ୍କର ରୋଗ...
ବିମାନ ଭିତରେ ବିଡ଼ି ଟାଣିବା ପଡ଼ିଲା ମହଙ୍ଗା । ବିମାନରେ ବିଡ଼ି ଟାଣୁଥିଲେ, ବନ୍ଧା ହୋଇ ଜେଲ୍ ଗଲେ । ୪୨ ବର୍ଷୀୟ ମହମ୍ମଦ ଫାରକୁଦ୍ଦିନଙ୍କୁ ମୁମ୍ବାଇର ଚତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି ।
ଇମ୍ରାନ୍ ହାଶ୍ମୀ ୨୦୦୬ ମସିହାରେ ପରବୀନ୍ ସାହନୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାଁ ଆୟାନ୍ ହାଶ୍ମୀ। ବର୍ତ୍ତମାନ ଏକ ପୁତ୍ରର ପିତା ହେବା ପରେ ଏବଂ ବିବାହର ୧୭ ବର୍ଷ ପରେ, ଇମ୍ରାନ୍ ତାଙ୍କ ପତ୍ନୀଙ୍କୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଅନେକ ସମୟରେ 'ଛାଡିଦେବାକୁ' ଧମକ ଦିଅନ୍ତି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୧୩୦ ଟଙ୍କା ହୋଇଛି।
ନେହାଙ୍କର ଏକ ଅନୌପଚାରିକ କଥା ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯାହା ଅନୁମାନ କରାଯାଉଛି ଯେ ନେହା ବଲିଉଡ୍ର ସୁନ୍ଦର ଯୋଡି ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରାୟ କାପୁରଙ୍କ ସମ୍ପର୍କ ବିଷୟରେ କିଛି ଖୁଲାସା କରୁଛନ୍ତି।
ଅନେକ ସମୟରେ ଦେଖାଯାଏ ଯେ, ଭାରତରେ ବିଦେଶୀମାନେ ଅନେକ ପ୍ରକାର ଖାଦ୍ୟ ତିଆରି କରନ୍ତି । ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଟେଷ୍ଟ କରନ୍ତି । ଇଣ୍ଟରନେଟରେ ଅନେକ ସମୟରେ ଏପରି ଭିଡ଼ିଓ ଆମର ଦୃଷ୍ଟିଗୋଚର ହୁଏ ।
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲା । ଦିଲ୍ଲୀରେ ଏପରି ଭୟଙ୍କର ତଥା ବିଭତ୍ସ ହତ୍ୟାକାଣ୍ତ ଘଟିଛି ।
ଯଦି ଆପଣ ମଧ୍ୟ ଚୁଟି ରଙ୍ଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ସହିତ ଜଡିତ କିଛି ସୂଚନା ଜାଣିନେବା ଜରୁରୀ। କାରଣ, ଯଦି ଆପଣ କିଛି ବି ଭୁଲ କରନ୍ତି ତେବେ ଚୁଟିର ରଙ୍ଗ ମଳିନ ହୋଇପାରେ କିମ୍ବା ହାଲୁକା ହୋଇପାରେ। ଆସନ୍ତୁ ଏ ବିଷୟରେ ଜାଣିବା।
ବ୍ୟସ୍ତ ବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟ ହେତୁ ଚେହେରାର ସୌନ୍ଦର୍ଯ୍ୟ ଏବଂ ଚମକ କମିଯାଏ । ଯଦି ଆପଣ ଚାହାଁନ୍ତି ଆପଣଙ୍କ ତ୍ୱଚା ଭଲ ଦେଖାଯାଉ, ତେବେ ଆପଣ କିଛି ଘରୋଇ ଉପଚାର ଗ୍ରହଣ କରି ତତକ୍ଷଣାତ୍ ଚମକ ପାଇପାରିବେ।
ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି ।
ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଅନେକ ଫ୍ରିଜ’ ପାଣି ପିଇଥାନ୍ତି ତ ଅନେକ କ୍ରମାଗତ ଭାବରେ ଏସିରେ ରହିଥାନ୍ତି। ଯେଉଁଥିପାଇଁ ସ୍ୱାସ୍ଥ୍ୟ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ। ତେବେ ଏମିତି କିଛି ଯୋଗ କୌଶଳ ଅଛି ଯାହାକୁ ଅଭ୍ୟା ସରେ ପରିଣତ କଲେ ଗରମରୁ ରକ୍ଷା ମିଳିବା ସହିତ ଅନ୍ୟକୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ।
ପୁଣି ଲୋହିତ ସାଗର ନିକଟରେ ହୁତି ଆକ୍ରମଣର ଶିକାର ହେଲା ଜାହାଜ । ପୁଣି ଥରେ ଏହାକୁ ମଝି ସମୁଦ୍ରରେ ସହାୟତା ଯୋଗାଇ ନିଜ ବୀରତ୍ୱର ପରିଚୟ ଦେଲା ଭାରତୀୟ ନୌସେନା ।
ଭାରତ ସରକାରଙ୍କ 'ସାଇବର ସାନିଟେସନ୍ ସେଣ୍ଟର', ଯାହା ବୋଟ୍ନେଟ୍ କ୍ଲିନିଂ ଏବଂ ମାଲ୍ୱେର୍ ଆନାଲିସିସ୍ ସେଣ୍ଟର ଭାବରେ ମଧ୍ୟ ଜଣାଶୁଣା, ଏକ ମାଗଣା ବୋଟ୍ନେଟ୍ ଡିଟେକ୍ସନ୍ ଏବଂ ରିମୁଭାଲ ଟୁଲ୍ସ ପ୍ରସ୍ତୁତ କରିଛି। ଏହି ଆପ୍ ଯେକୌଣସି ପ୍ରକାରର ବଟ୍ ଆପ୍, ମାଲ୍ୱେର୍ ଏବଂ ଭାଇରସ୍ ଚିହ୍ନଟ କରିବାରେ ସକ୍ଷମ ହେବ।
ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି।
ଆମେ ପ୍ରାୟତଃ ହୋଟେଲରେ ମିଲ୍ ଖାଇବା ପରେ ମାଉଥ୍ ଫ୍ରେସନର୍ ଖାଇଥାଉ। ହରିୟାଣା ଗୁରୁଗ୍ରାମରେ ମାଉଥ ଫ୍ରେସନର ଖାଇ ୫ଜଣ ରକ୍ତବାନ୍ତି କରିଥିବାର ସୂଚନା ମିଳିଛି।
ଘରେ ବସି ରୋଜଗାର କରନ୍ତୁ ଟଙ୍କା । ପୋଷ୍ଟ ଅଫିସ୍ର ଏହି ସ୍କିମ୍ରେ ବିନିଯୋଗ କରନ୍ତୁ...ମାସିକ ରୋଜଗାର କରନ୍ତୁ ୨୦ ହଜାର ! ଜାଣନ୍ତୁ କେମିତି ଓ କିପରି କରିବେ...
ଜଣେ ଯୁକ୍ତ ୨ ଛାତ୍ରୀଙ୍କ ପରୀକ୍ଷାର ଉତ୍ତର ଖାତା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ପଢ଼ି ସବୁ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।
ରକ୍ତମୁଖା ସ୍ୱାମୀ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା ସ୍ୱାମୀ । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ ।
ଆପଣ ଜାଣନ୍ତି କି ଆଜିର ଯୁଗରେ ମଧ୍ୟ ଭାରତୀୟ ସିନେମାରେ ଜଣେ ଅଭିନେତା ଅଛନ୍ତି ଯିଏ ତାଙ୍କ ପାଖରେ ମୋବାଇଲ୍ ରଖନ୍ତି ନାହିଁ? ଏଠାରେ ଆମେ ଥାଲା ଅଜିତଙ୍କ ବିଷୟରେ କହୁଛୁ ଯିଏ ତାଙ୍କ ସହିତ କେବେବି ମୋବାଇଲ୍ ଫୋନ୍ ରଖନ୍ତି ନାହିଁ ବୋଲି କୁହାଯାଏ। ଏହାର ଖୁଲାସା ତାଙ୍କର ଜଣେ ସହ-କଳାକାର।