• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Accident in Haryana
ପାର୍କିଂ ହୋଇଥିବା ଗାଡ଼ିକୁ ଧକ୍କା ଦେଲା କାର୍; ଚାଲିଗଲା ୬ଜୀବନ

କାରରେ ଥିବା ଲୋକମାନେ ଖାତୁ ଗାଁରୁ ଦିଲ୍ଲୀ ଫେରୁଥିଲେ। ତେବେ ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୨ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି।

Panchang
Panchang Today 11th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Oscars 2024
ଓସ୍କାର ମଞ୍ଚରେ ଚମକାଇ ଦେଲେ ଜନ୍ ସିନା, ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ଆୱାର୍ଡ ଘୋଷଣା ପାଇଁ ଉଲଗ୍ନ ହୋଇ ଆସିଲେ

ସିନାଙ୍କୁ ଏଭଳି ରୂପରେ ମଞ୍ଚରେ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହେବା ସହ ପ୍ରବଳ ହସିଥିଲେ। ଏହାପରେ ସେ ହୋଷ୍ଟ କିମେଲଙ୍କୁ କହିଲେ, ‘ପୋଷାକ ଏତେ ଗୁରୁତ୍ୱପୂର୍ଣ୍ଣ । ବୋଧହୁଏ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ’।

To make happy marriage life 5 things to discuss before getting married
Relationship Tips: ବିବାହ କରିବାକୁ ଯୋଜନା କରୁଛନ୍ତି କି…. ଏହି ପାଞ୍ଚଟି କଥା ନିଜ ପାର୍ଟନର୍ ସହ ଶେୟାର କରନ୍ତୁ, ବୈବାହୀକ ଜୀବନ ଖୁସି ହେବ

ଭାରତରେ ଚାଲିଛି ବିବାହ ଋତୁ। ଯଦି ଆପଣ ମଧ୍ୟ ବିବାହ କରିବାକୁ ଯୋଜନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ଭାବି ପତି/ପତ୍ନି ସହିତ କିଛି କଥାକୁ ନେଇ ଆଲୋଚନା କରିନେବା ଜରୁରୀ। ଏହା ଦ୍ୱାରା ଆପଣ ନିଜ ବୈବାହୀକ ଜୀବନକୁ ଖୁସିରେ ବିତାଇବେ।

French Open Champion
ସାତ୍ଵିକ-ଚିରାଗଙ୍କୁ ବଡ଼ ସଫଳତା...ଦ୍ୱିତୀୟ ଥର ପାଇଁ ଜିତିଲେ ଫ୍ରେଞ୍ଚ ଓପନ୍... 

ସାତ୍ଵିକ-ଚିରାଗଙ୍କୁ ବଡ଼ ସଫଳତା । ଚାଇନିଜ୍ ତାଇପେ ଯୋଡ଼ିଙ୍କୁ ହରାଇ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ଜିତିଲେ ସାତ୍ଵିକ-ଚିରାଗ ।

Chandrayaan-4
 ଇସ୍ରୋର ବଡ଼ ଯୋଜନା...ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍; ଚନ୍ଦ୍ରପୃଷ୍ଠରୁ ଆଣିବ ମାଟି ଓ ପଥର... 

ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍ । ଗୋଟିଏ ମିଶନ ପାଇଁ ୨ଟି ପର୍ଯ୍ୟାୟରେ ପଠାଯିବ ୨ଟି ଭିନ୍ନ ଭିନ୍ନ ରକେଟ୍ । 

Election Commissioner
ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ECଙ୍କ ନାଁ, ୧୫ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ସୂଚନା ଅନୁସାରେ ସିଲେକ୍ସନ କମିଟି ବୈଠକ ମାର୍ଚ୍ଚ ୧୩ କିମ୍ବା ୧୪ରେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ୧୫ ତାରିଖରେ ବସିବ ।

Trail Derailment
ପୁଣି ଏକ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ, ଲକିଂ ସିଷ୍ଟମରେ ତ୍ରୁଟି ପାଇଁ ଅଘଟଣ

ଏହି ପାସେଞ୍ଜର ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Mamata Banerjee
ଇଣ୍ଡି ମେଣ୍ଟରେ ମିଶାଣ କମ୍‌, ଫେଡାଣ ବେଶି...JDU ଓ RLD ପରେ ଲାଗିଛି TMC ଝଟକା

୨୪ ମହାସମରକୁ ଆଉ କିଛି ଦିନ ବାକି। ୪ ଶହ ପାର୍ ଲକ୍ଷ୍ୟରେ NDA ବିଭିନ୍ନ ରାଜ୍ୟରେ ସାଥୀ-ଯୋଦ୍ଧାଙ୍କୁ ଶିବିରରେ ସାମିଲ କରୁଥିବା ବେଳେ, ଇଣ୍ଡି ମେଣ୍ଟର କ୍ୟାମ୍ପ୍ ଭୁଶୁଡ଼ିବା ସ୍ଥିତିକୁ ଆସିଲାଣି।

cheetah
ବାଘୁଣୀ ‘ଗାମିନୀ’ ଦେଲା ଖୁସି ଖବର...ଜନ୍ମ ହେଲା ୫ ଚିତା ଶାବକ... 

  କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଖୁସି ଖବର । ଜନ୍ମ ହେଲେ ଆଉ ୫ ଚିତା ଶାବକ । 

Oppenheimer Leads With 13 Nominees
Oscars 2024: ଓପେନହାଇମର ୧୩ ନାମାଙ୍କନରେ ଆଗୁଆ; ଜାଣନ୍ତୁ ପୂରା ତାଲିକା

ଆମେରିକାର ଟେଲିଭିଜନ ଉପସ୍ଥାପିକା ଜିମି କିମେଲ ଲସ୍‌ ଏଞ୍ଜେଲସରୁ ଏହି ପୁରସ୍କାରକୁ ଉପସ୍ଥାପନା କରିବେ। ମନୋରଞ୍ଜନ ଏବଂ ଚଳଚ୍ଚିତ୍ରର କେତେକ ବଡ ନାମ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡ୍‌ର ଡଲ୍‌ବି ଥିଏଟରରେ ୯୬ ତମ ଏକାଡେମୀ ପୁରସ୍କାର ପାଇଁ ଏକତ୍ର ହେବେ।

Drunk Doctor
ସରକାରୀ ଡାକ୍ତରଖାନାରେ ଇଏ କି ଚିତ୍ର ? ଉଲଗ୍ନ ହୋଇ ବୁଲିଲେ ନିଶାରେ ଚୁର୍‌ ଡାକ୍ତର

ଜାକ୍ତର ଜଣକ ମେଡିକାଲ ପରିସରରେ ଉଲଗ୍ନ ହୋଇ ବୁଲିବା ସହ ବୁଲି ବୁଲି ପରିଶ୍ରା କରୁଛନ୍ତି। ବାଥରୁମ୍‌ ଡୋର୍‌ ଖୋଲା ଥିବା ସତ୍ତ୍ୱେ ସେ ହାତରେ ଏକ କପଡ଼ା ଧରି ଉଲଗ୍ନ ହୋଇ ବୁଲୁଛନ୍ତି।

Baijayant Panda
ଆନ୍ଧ୍ରରେ ଆସନ ଭାଗବଣ୍ଟା, ପହଞ୍ଚିଲେ ବୈଜୟନ୍ତ

ବୈଜୟନ୍ତ ପଣ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ- ସଂଗଠନ ଶିବ ପ୍ରକାଶ ମଧ୍ୟ ଅଛନ୍ତି।

anurag kashyap said religion is the last resort of the scoundrel
ରାମ ମନ୍ଦିରକୁ ନେଇ ଅନୁରାଗ କଶ୍ୟପଙ୍କ ବିବାଦୀୟ ମତ; ଜାନୁୟାରୀ ୨୨ରେ ଯାହା ହେଲା ​​ତାହା ଏକ ବିଜ୍ଞାପନ ଥିଲା

ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ବିବୃତ୍ତି ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନକୁ ନେଇ ସେ ଏକ ବଡ଼ ମତ ଦେଇଛନ୍ତି, ଯେଉଁଥିପାଇଁ ସେ ପୁଣି ଥରେ ଆଲୋଚ୍ୟର ବିଷୟ ହୋଇଛନ୍ତି। ରାମ ମନ୍ଦିରକୁ ନେଇ ସେ ବିବାଦୀୟ ମତ ଦେଇଛନ୍ତି।

Yusuf Pathan
TMCକୁ ଭରସା ଷ୍ଟାର କ୍ରିକେଟର, ଲୋକସଭା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌

ଆଜି ଟିଏମ୍‌ସି ପକ୍ଷରୁ ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌। ଏହି ଦୁଇ ପୂର୍ବତନ କ୍ରିକେଟର ହେଉଛନ୍ତି ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦ।

If you are preparing for a government job keep these things in mind
Career Tips: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି କି… ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ହାତରୁ ଖସିଯାଇପାରେ ସୁଯୋଗ

ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ନଚେତ୍ ହାତକୁ ଆସୁଥିବା ସରକାରୀ ଚାକିରି ହାତରୁ ଖସିଯାଇ ପାରେ। ତେବେ କେଉଁସବୁ ଦିଗ ପ୍ରତି ଦୃଷ୍ଟି ଦେବେ ଆସନ୍ତୁ ଜାଣିବା।

Rachana Banerjee
ଲୋକସଭା ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ, ଏହି ଆସନରୁ ଟିକେଟ୍‌ ଦେଲା TMC

ତୃଣମୂଳ କଂଗ୍ରେସ ଟିକେଟ୍‌ରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀ।

Yusuf Pathan
ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା TMC; କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କରିବେ ମୁକାବିଲା

ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।

Boy Stuck In Borewell
୪୦ ଫୁଟ ବୋରୱେଲରେ ଫସିଲେ ବ୍ୟକ୍ତି; ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି

କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Krystyna pyszkova of czech republic wins 71st miss world crown
Miss World 2024: ୧୧୨ ସୁନ୍ଦରୀଙ୍କୁ ପଛରେ ପକେଇ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା; ଜାଣନ୍ତୁ ଭାରତ ରହିଲା କେଉଁଠି

ଚେକ୍ ରିପବ୍ଲିକ’ର କ୍ରିଷ୍ଟିନା ପିସ୍ଜକୋଭା ୧୦୦ରୁ ଅଧିକ ସୁନ୍ଦରୀଙ୍କୁ ପରାସ୍ତ କରି ୭୧ ତମ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଖ୍ରୀଷ୍ଟିନା ୧୧୨ ପ୍ରତିଯୋଗୀଙ୍କୁ ପରାସ୍ତ କରି ମିସ୍ ୱାର୍ଲ୍ଡର ମୁକୁଟ ପିନ୍ଧିଛନ୍ତି। ମିସ୍ ୱାର୍ଲ୍ଡ ହୋଇଥିବା ଏହି ଖ୍ରୀଷ୍ଟିନା କିଏ ଆସନ୍ତୁ ଜାଣିବା।

Customer Hilarious Request To Zomato
ଜୋମାଟୋକୁ ଗ୍ରାହକଙ୍କ ରିକ୍ୱେଷ୍ଟ; ‘ଘରକୁ ଚିକେନ ଆଣିବା ମନା, ଦୟାକରି ବିଲ୍ ଦେବେନି’

ପୋଷ୍ଟରେ ଜଣେ ଗ୍ରାହକଙ୍କ ବିଲ୍ ଅଛି, ଯେଉଁଥିରେ ଗ୍ରାହକ ନୋଟରେ ରେଷ୍ଟୁରାଣ୍ଟକୁ ଏକ ଅନୁରୋଧ କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ହସ ରୋକି ପାରିବେ ନାହିଁ।

Aravind Kejriwal
ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ।

follow these easy tips to wake up early in the morning
ଆପଣ ବି କ’ଣ ସକାଳେ ଶୀଘ୍ର ଉଠିବାକୁ ଚାହୁଁଛନ୍ତି କିନ୍ତୁ ଉଠିପାରୁ ନାହାନ୍ତି… ଆପଣଙ୍କ ପାଇଁ ଟିପ୍ସ

ଆଜିକାଲି ଦ୍ରୁତ ପରିବର୍ତ୍ତନଶୀଳ ସମାହ ହେତୁ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳି ଯାଇଛି, ଯେଉଁ କାରଣରୁ ସେମାନେ ରାତିରେ ଶୋଇବା ଏବଂ ସକାଳୁ ଉଠିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜୀବନର ଅନେକ ସମସ୍ୟା ସକାଳୁ ଉଠିବା ଦ୍ୱାରା ସମାଧାନ ହୋଇଥାଏ। ତଥାପି, ଅନେକ ଲୋକଙ୍କ ପାଇଁ, ସକାଳୁ ଉଠିବା ମଧ୍ୟ ଏକ ବଡ଼ ସମାସ୍ୟା ହୋଇଯାଏ।

Murder
ନୃଶଂସ ‌ଭାଇ! ନାଚିବାକୁ ବାରଣ କରିବାରୁ ବଡ଼ ଭାଇକୁ କୁରାଢିରେ ହାଣିଦେଲା

ଡିଜେ ବଜାଇବାକୁ ନେଇ ଦୁଇଭାଇ ରାଜକୁମାର କୋଲ ଓ ରାକେଶ କୋଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ଭାଇ ରାକେଶ ଡିଜେ ବନ୍ଦ କରିବା ସହ ନାଚିବାକୁ ବାରଣ କରିଥିଲେ।

PM Modi picks ‘Trishul’
ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ... ହାତରେ ତ୍ରିଶୂଳ ଧରି ଜଣାଇଲେ ଅଭିବାଦନ

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ସାରା ଉତ୍ତରପ୍ରଦେଶ ଯେପରି ବାରଣାସୀରେ ଏକାଠି ହୋଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ମୋଦିଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।