ମଣିଷଠାରୁ ଅଧିକ ବୁଦ୍ଧିମାନ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଟେସଲାର ସିଇଓ ଏଲନ ମସ୍କଙ୍କ କହିବାନୁସାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ୨୦୨୬ ସୁଦ୍ଧା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୧୧୦ ଟଙ୍କା ହୋଇଛି।
ଆଲିଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବେକରେ ଚପଲ ମାଳ ପକେଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରମ୍ପଙ୍କ ନିର୍ଚାଚନୀ ପ୍ରଚାର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।
ସୁସ୍ଥ ଏବଂ ପ୍ରାକୃତିକ ଉପାୟରେ ଚୁଟିର ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଯଦି ଆପଣ କେଶର ସ୍ୱାସ୍ଥ୍ୟରେ ପ୍ରକୃତ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ରସୁଣ ସହିତ କେଶର ଯତ୍ନ ନେବା ପାଇଁ କିଛି ଟିପ୍ସ କହିବୁ। ଜାଣନ୍ତୁ…
ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛି ଶୁଆ । ଯାହାକୁ ନେଇ ଏବେ ସୁବଆଡ଼େ ଚର୍ଚ୍ଚା । ଏଭଳି ଘଟଣା ଘଟିଛି ତାମିଲନାଡୁର କୁଡାଲୋର ଅଞ୍ଚଳରେ ।
ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚତୁର୍ଥ ଚନ୍ଦ୍ର ଅଭିଯାନ ୨ଟି ପର୍ଯ୍ୟାୟ ହେବ ଏବଂ ଏଥିପାଇଁ ୨ଟି ଭିନ୍ନ ଭିନ୍ନ ରକେଟ୍ ଲଞ୍ଚ୍ କରାଯିବ। ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।
Chhattisgarh Bus Accident: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୨ଜଣଙ୍କ ଗଲା ଜୀବନ, ୧୨ରୁ ଅଧିକ ଆହତ । ଦୁର୍ଗର ଏକ ଖଣି ଖାତରେ ଖସିପଡ଼ିଲା ବସ୍ ।
ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।
ଉକ୍ତ ବ୍ୟକ୍ତିଙ୍କ କଥାକୁ ସ୍ୱୀକାର କରିଛନ୍ତି ପିଟ୍ରୋଡା, ଆଉ ସେହି ଭିଡିଓରେ ହିଁ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ପାଇଁ ଟିକସ ବଢ଼ିବ ସତ । ହେଲେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ।
ଡ୍ରଗ୍ ସେବନ ହେତୁ ଲୋକଙ୍କ ଶରୀର ଫୁଲି ଯାଉଛି । ଲୋକଙ୍କ କହିବାନୁଯାୟୀ, ସେମାନେ ଏହି ନିଶା ସେବନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।
ଭୂକମ୍ପ ନେଇ କୌଣସି ସଂକେତ ମିଳିନଥିଲା। ଭୂକମ୍ପର ଆଖପାଖ ଅଞ୍ଚଳର ଲୋକେ ଏନେଇ ବେଶ୍ ପ୍ରଭାବିତ ହୋଇଛନ୍ତି।
ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ।
ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ।
ଉତ୍ତରପ୍ରଦେଶର ଆଲିଗଡ଼ ଲୋକସଭା ଆସନରୁ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଥିବା ପଣ୍ଡିତ କେଶବ ଦେବ ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପିନ୍ଧି ଯାଉଛନ୍ତି । କାରଣ ତାଙ୍କର ଚିହ୍ନ ‘ସ୍ପିପର ଚପଲ’ ।
ଏତେ କମ୍ ବୟସରେ ୭୫ କେଜି ଡେଡ୍ଲିପ୍ଟିଂ ପୂର୍ବରୁ କେହି କରି ନାହାନ୍ତି ।
ରେଳ ମନ୍ତ୍ରଣାଳୟ ଅଧିନରେ ଥିବ ଏକ କମ୍ପାନୀ ହେଉଛି RITES ଲିମିଟେଡ୍। ଏଠାରେ ମାସିକ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ ଅଛି। କମ୍ପାନୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
‘Z’ ସୁରକ୍ଷାରେ ପ୍ରାୟ ୨୨ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରୁହନ୍ତି। ଯେଉଁଥିରେ ୪ ଜଣ NSG କମାଣ୍ଡୋ ବି ଥାନ୍ତି ।
ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ତେବେ ଖରା ଦିନରେ ଅଧିକ ପରିମାଣର ଫଳ ଖାଇବା ଉଚିତ ।
୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ।
ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା 'ରାମାୟଣ' ଫିଲ୍ମ ପାଇଁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରିତ୍ର ବ୍ୟତୀତ ଅନ୍ୟ କେତେକଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସମସ୍ତଙ୍କୁ ସେହି ଚରିତ୍ର ପରି ଦେଖାଇବା ପାଇଁ ମେକ୍ ଇନ୍ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ସମୟରେ ରଣବୀର କପୁରଙ୍କ କଠିନ ବ୍ୟାୟାମ ଏବଂ ବ୍ୟାୟାମର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।
ବହୁ ପ୍ରତୀକ୍ଷିତ ପାନ ଇଣ୍ଡିଆ ଫିଲ୍ମ 'ଥଙ୍ଗାଲାନ' ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ଏହାର ଘୋଷଣା କରାଯାଇଛି। ଏହାର ଝଲକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଗୋଟିଏ କଥା ସମସ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇ ରହିଛି ଏବଂ ଏହା ହେଉଛି କୋଲାର ଗୋଲ୍ଡ ଫିଲ୍ଡର କାହାଣୀ।
ରେକର୍ଡ଼ ସୃଷ୍ଟି କଲା ଷ୍ଟକ ବଜାର । ସକାଳ ପ୍ରାୟ ୯.୪୭ରେ, ବିଏସ୍ଇ ସେନ୍ସେକ୍ସ ୨୫୯.୨୭ ପଏଣ୍ଟ ବୃଦ୍ଧି ପାଇ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି ।
ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୭ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି।