ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚଢ଼ାଇଲେ ଫୁଲମାଳ । କର୍ଣ୍ଣାଟକର ଏକ ରାଲିରେ ଖୋଲାଖୋଲି ନିୟମର ଉଲ୍ଲଘଂନ । ଆଗକୁ ନିର୍ବାଚନ ଆସୁଛି । ପ୍ରଚାରରେ ମାତିଛନ୍ତି ନେତା । ଏହି ପରି ଏକ ପ୍ରଚାର କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ ।
ସିଙ୍ଗଡ଼ାରେ ଷ୍ଟଫ୍ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍ ଏବଂ ବିକି ଶେଖ୍ ଘଟାଇଛନ୍ତି ଏହି କାଣ୍ତ।
ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଯାହାଫଳରେ ଗିରଫ ହୋଇଛନ୍ତି ୬ ଜଣ ବ୍ୟକ୍ତି...
ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।
ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର, ହେଲା ପୂଜାର୍ଚ୍ଚନା । ନକ୍ସଲ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ସେଠାର ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ ।
ଆମେରିକା ମହାଦେଶରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । କିଛି ସମୟ ପାଇଁ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଆମେରିକା, କାନାଡ଼ା ଓ ମେକ୍ସିକୋରେ ଦିଶିଛି ପୂର୍ଣ୍ଣ ସୂର୍ଯ୍ୟ ପରାଗ ।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ନମ୍ବର ୱାନ୍ ପାର୍ଟି ହେବାକୁ ଯାଉଛି ବିଜେପି । ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜଣାଶୁଣା ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ।
ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜିକାଲି ନିଜ ସଂସ୍ଥାର ବିଜ୍ଞାପନ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଯାହା ଦ୍ୱାରା ଜନସାଧାରଣ ସହଜରେ ସେସବୁ ପ୍ରତି ଆକର୍ଷିତ ହେବେ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି କିଛି ଲୋକ ସେମାନଙ୍କ ସଂସ୍ଥାକୁ ବିଜ୍ଞାପନ କରିବା ପାଇଁ ଏପରି ଚତୁର ଉପାୟ ପାଇଛନ୍ତି, ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହେବେ।
ତାମିଲନାଡୁରେ ଓଡ଼ିଆ ପୋଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ । ଇଲେକ୍ସନ୍ ପାଇଁ ତ୍ରିଚୀକୁ ଯାଇଥିବା ବେଳେ ଓଡ଼ିଆ ପୋଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀଙ୍କ ପରଲୋକ ଘଟିଛି ।
ଗାଁ ଗହଳିରେ ଭେଡା-ବାଡି ହେଉଛି କି ବଣ-ଜଙ୍ଗଲରେ ବିଧାରା ଗଛକୁ ପ୍ରାୟ ସମସ୍ତେ ଦେଖିଛନ୍ତି। ଏହାକୁ ସମସ୍ତେ ଅଣଦେଖା କରନ୍ତୁ। ଏହାର ଗୁଣ ଏତେ ଅଧିକ ଯେ ଯିଏ ଜାଣିବ ସିଏ ଆଶ୍ଚର୍ଯ୍ୟ ହେବ। ଏହା ମଣିଷ ପାଇଁ ଏକ ଶକ୍ତିଶାଳୀ ଟନିକ୍ ଭାବରେ କାମ କରେ।
ଚୈତ୍ର ନବରାତ୍ରୀ ଅବସରରେ ସ୍ବତନ୍ତ୍ର ବସ୍ତ୍ର ପିନ୍ଧିବେ ରାମ ଲାଲା । ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ୍ । ଅଯୋଧ୍ୟାରେ ଭବ୍ୟ ରାମ ନବମୀ ପାଳନ ଲାଗି ପ୍ରସ୍ତୁତି ।
କିଛି ବର୍ଷ ପୂର୍ବରୁ ଏହାର ଗୋଟିଏ ଗପ ବହି ମାତ୍ର କିଛି ଟଙ୍କାରେ ମିଳି ଯାଉଥିଲା । କିନ୍ତୁ ସମୟ ବଦଳିବା ସହିତ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଲା । ହେଲେ ଆଜିର ନିଲାମୀ ବିଷୟରେ ଯିଏ ଶୁଣିବ ତା’ର ହୋସ୍ ଉଡ଼ିଯିବ । ଏକ କି ଦୁଇ ନୁହେଁ, ୪୯ କୋଟି ଟଙ୍କାରେ ବିକ୍ରି ହୋଇଛି ସୁପରମ୍ୟାନ୍ ଗପ ବହି ।
୨୦୨୪ ନିର୍ବାଚନ ପାଇଁ ସରଗରମ ମାହୋଲ। ତା'ଆଗରେ ଏପ୍ରିଲ ମାସର ୪୩ ଡିଗ୍ରୀ ଟାଣ ଖରା ଯେମିତି କିଛି ନୁହେଁ। ସେଥିରେ ପୁଣି ନେତାଙ୍କ 'ଟିକେଟ୍' ତାତି ରାଜ୍ୟ ରାଜନୀତିରେ ଆଣିଛି ଗ୍ରୀଷ୍ମପ୍ରବାହ! ଖାସ୍ କରି ଟିକେଟ୍କୁ ନେଇ ଟେନ୍ସନ୍। ଯିଏ ଯେଉଁଠୁ ପାଇଲେ ଖଣ୍ଡେ ଖଣ୍ଡେ ଟିକେଟ୍ ନେଇ ପ୍ରଚାରରେ ଲାଗିଗଲେଣି।
ତାଜମହଲ ପରିସରରେ ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ । ଗତ ଶନିବାର ଅପରାହ୍ନରେ ତାଜମହଲ ପରିସରରେ ରିଲ୍ସ ତିଆରି କରିବାକୁ ନେଇ ଜଣେ ଝିଅ ଏବଂ ସିଆଇଏସ୍ଏଫ୍ ଯବାନ ହାତାହାତି ହୋଇଛନ୍ତି ।
ଭାରତୀୟ ମର୍ଚାଣ୍ଟ ନେଭୀରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ। ଯଦି ଆପଣ ମଧ୍ୟ ଭାରତୀୟ ମର୍ଚାଣ୍ଟ ନେଭୀରେ ଯୋଗଦେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ। ଏଥିପାଇଁ ଭାରତୀୟ ମର୍ଚାଣ୍ଟ ନେଭୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଇତିହାସରେ ପ୍ରଥମ ଥର ପାଇଁ BSE ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମିଳିତ ମିଡ୍କ୍ୟାପ୍ ୪୦୦ ଲକ୍ଷ କୋଟି ଅତିକ୍ରମ କରିଛି ।
ସବୁ ରୁଟିକୁ ନେଇ ସେହି ବେଲା ଉପରେ ପ୍ରେସର କୁକରରେ ରଖିଲେ ଏବଂ ଢ଼ାଙ୍କୁଣି ଦେଇଦେଲେ । କିଛି ମିନିଟ୍ ପରେ ପ୍ରେସର ସିଟି ବାଜିବା ପରେ ଢ଼ାଙ୍କୁଣି ଖୋଲି ଦେଖିଲା ବେଳକୁ ରୁଟି ପୁରା ତୟାର ।
ବଲିଉଡରେ ଅନେକ ବଡ ବଡ ତାରକା ଅଛନ୍ତି ଯେଉଁମାନେ ଏବେ ସାଉଥ୍ ଫିଲ୍ମରେ ଆଡକୁ ଢଳୁଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ବଲିଉଡ୍ ସୁପରଷ୍ଟାରଙ୍କ ସହଯୋଗରେ ବ୍ଲକ୍ବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି। ସେ ଶାହରୁଖ ଖାନ ହୁଅନ୍ତୁ କି ରଣବୀର କପୁର। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏହି ଦୁଇ ସୁପରଷ୍ଟାରଙ୍କ ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଇକନ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨'ର ଦ୍ୱିତୀୟ ଝଲକ ମୁକ୍ତିଲାଭ କରିଛି। ଟିଜର ରିଲିଜ୍ ହେବା ମାତ୍ରେ ଇଣ୍ଟର୍ନେଟ୍ରେ ଝଡ ସୃଷ୍ଟି ହୋଇଛି। ପ୍ରତ୍ୟେକ କୋଣରୁ ପ୍ରଶଂସାର ସୁଅ ଛୁଟିଛି।
ଭୋଟରଙ୍କୁ ହାତେଇବା ପାଇଁ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି ନେତା । ଏଭଳି କ୍ଷେତ୍ରରେ କ୍ଷମତାକୁ ଆସିଲେ କମ୍ ଟଙ୍କାରେ ଭଲ ମଦ ଦେବେ ବୋଲି ଘୋଷଣା କରିଛନ୍ତି ଟିଡିପି ନେତା ।
ଷ୍ଟେସନ ଦାୟିତ୍ୱରେ ଥିବା ଆବେଦନପତ୍ରରେ କୁହାଯାଇଛି ଯେ ମାଲକାନାରେ ରଖାଯାଇଥିବା ଏହି ୧୯କେଜି ଭାଙ୍ଗ ଓ ଗଂଜେଇକୁ ମୂଷା ଖାଇ ନଷ୍ଟ କରିଦେଇଛି। ତେଣୁ ସେ ସବୁ କୋର୍ଟରେ ଉପସ୍ଥାପନ କରାଯାଇପାରିବ ନାହିଁ।
ବୋଇଙ୍ଗ ବିମାନର କିଛି ନା କିଛି ଘଟଣା ଜାରି ରହିଛି । ମଝି ଆକାଶରେ ଉଡ଼ିଗଲା ବିମାନର ଇଞ୍ଜିନ୍ କଭର୍ । ହେଲା ଜରୁରୀ ଅବତରଣ ।
ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ ।
ଜାହାଜ ବୁଡ଼ି ୯୦ ରୁ ଅଧିକ ମୃତ । ମୋଜାମ୍ବିକରେ ଘଟିଛି ଘଟଣା । ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା ।