କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ । ଗତ ଫେବୃଆରୀରେ ଶେଷ ଥର ରେପୋ ରେଟରେ ପରିବର୍ତ୍ତନ ହୋଇଥିଲା ।
କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ ଗଠନ କରିବା ସହ କୃଷିକୁ GST ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି।
ଆମ ନଜରକୁ ଯେଉଁ ବର ଗାଡ଼ି ଆସିଛି ସେଥିରେ କୌଣସି ଫୁଲ କିମ୍ବା ବୁକେ ଲାଗିନି । ସେଥିରେ ଲାଗିଛି ଶହ ଶହ ଚିପ୍ସ ପ୍ୟାକେଟ୍ ।
ତାମିଲନାଡୁ ରାମେଶ୍ବରମ୍ ଅଞ୍ଚଳର ଘଟଣା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।
୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।
ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ। ଦୁଃସାହାସିକ ପଦକ୍ଷେପ ପାଇଁ ଜୀବନ ଯାଇଥାନ୍ତା।
ପଶ୍ଚିମବଙ୍ଗର କୁଚବେହାରରେ ଏକ ବିରାଟ ଜନସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଦେଶଖାଲି ମାମଲାର ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟର ଟିଏମସି ସରକାର ବୋଲି କହିଲେ ମୋଦି ।
ଖୁବଶୀଘ୍ର ଆପଲ୍ ପକ୍ଷରୁ ଏନେଇ ଏକ ପ୍ରୋଜେକ୍ଟ ଲଞ୍ଚ ହେବାକୁ ଯାଉଛି। ବାସ୍ତବରେ ଜଣେ ମଣିଷ ଘରେ ଯେଉଁସବୁ କାମ କରେ, ତାହା ଆଗାମୀ ଦିନରେ ରୋବୋଟ କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି ଆପଲ୍।
ଗଜପତି ଜିଲ୍ଲା ମୋହନା ସଦର ୧୪ ନମ୍ବର ୱାର୍ଡର ମହିଳାମାନଙ୍କ ଚେତାବନୀ । ସରକାର ବା ପ୍ରଶାସନ ୱାର୍ଡ଼ ବାସିନ୍ଦାଙ୍କୁ ପାଣି ଯୋଗାଇ ନ ଦିଅନ୍ତି ଭୋଟ ବର୍ଜନ କରିବା ସହ କୌଣସି ନେତାଙ୍କୁ ବି ସାହିକୁ ପୁରାଇ ଦେବେ ନାହିଁ ବୋଲି କହିଛନ୍ତି ।
ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ହିଣ୍ଡାଉନ୍ ସହରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗ୍ୟାଙ୍ଗରେପ୍ର ଶିକାର ହୋଇଥିବା ଜଣେ ଯୁବତୀ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ଆସିଥିବା ବେଳେ, ଜଜ୍ ତାଙ୍କୁ ପୋଷାକ ଖୋଲି କ୍ଷତ ଚିହ୍ନ ଦେଖାଇବାକୁ କହିଥିଲେ । ଏନେଇ ବାର ଓ ବେଞ୍ଚ ପକ୍ଷରୁ ମଧ୍ୟ କୁହାଯାଇଛି ।
ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍କାର ସମ୍ମୁଖୀନ ହୋଇଛନ୍ତି ।
ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା । ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।
ରାହୁଲଙ୍କ ବ୍ୟାଙ୍କରେ ୨୬ ଲକ୍ଷ ୨୫ ହଜାର ଟଙ୍କା ଜମା ଥିବା ବେଳେ ୪ କୋଟି ୩୩ ଲକ୍ଷର ବଣ୍ଡ, ମ୍ୟୁଚୁଆଲ୍ ଫଣ୍ଡରେ ୩ କୋଟି ୮୧ ଲକ୍ଷ ଟଙ୍କାର ନିବେଶ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି କଂଗ୍ରେସରେ ରହିଲେ, ସବୁବେଳେ ସନାତନ ବିରୋଧରେ ମନ୍ତବ୍ୟ ଦେବାକୁ ହେବ । ଯାହାକି ମୋର ଇଚ୍ଛା ବିରୁଦ୍ଧ । କଂଗ୍ରେସରେ ରହିଲେ ପ୍ରତିଦିନ ସକାଳୁ ଉଠି ଦେଶର ବିକାଶରେ ଲାଗିଥିବା ବ୍ୟକ୍ତିଙ୍କୁ ଗାଳି କରିବାକୁ ପଡ଼େ ।
Gold Price Today: ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି ।
୧୦କୋଟି ଡିଗ୍ରୀ ସେଲସିୟସରେ ପ୍ଲାଜମାର ଭାରି ହାଇଡ୍ରୋଜେନ୍ ଆଇସୋଟୋପ୍ ଏକାସାଙ୍ଗେ ଫ୍ୟୁଜ୍ କରାଯାଏ। ଏଥିରୁ ଏତେ ପରିମାଣର ତାପଶକ୍ତି ଉତ୍ପନ୍ନ ହୁଏ ଯାହା ସୂର୍ଯ୍ୟର କୋରରେ ଥିବା ତାପ ସହ ସମାନ ଭାବରେ ତାପଶକ୍ତି ନିର୍ଗତ କରିଥାଏ।
ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ଜଣାପଡ଼ିବା ପରେ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢି ଯାଇଥିଲେ ।
ବାସ୍ତବରେ, ମହିଳା ବିବାହ ପାଇଁ ଏପରି ସର୍ତ୍ତ ରଖିଛନ୍ତି ଯେ କୌଣସି ପୁଅ ଏହାକୁ ପୂରଣ କରି ପାରୁନାହାଁନ୍ତି । ମହିଳା ଜଣଙ୍କ ସର୍ତ୍ତର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।
ନାଗାର୍ଜୁନ ସାଗର ନିକଟରେ ଥିବା ଏହି ପାଣି ଟାଙ୍କିରୁ ପ୍ରାୟ ୨୦୦ ପରିବାରକୁ ଜଳ ଯୋଗାଣ ହେଉଥିଲା। ପାଣି ଦୁର୍ଗନ୍ଧ ହେବାରୁ ଲୋକମାନଙ୍କର ସନ୍ଦେହ ବଢିଥିଲା। ଏନେଇ ସେମାନେ ମ୍ୟୁନିସିପାଲିଟିରେ ଅଭିଯୋଗ କରିଥିଲେ।
ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ ସୂର୍ଯୋୱାଲା ।
ସଞ୍ଜୟଙ୍କୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ମିଳିଛି ଅନୁମତି । ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ଚେତାବନୀ ।
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?
ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା କରନ୍ତି।