ମଧ୍ୟମ ବର୍ଗ ପରିବାରଙ୍କ ବିଶ୍ୱାସ, ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କୁ ନିଯୁକ୍ତି, ଶ୍ରମିକ ଓ କୃଷକଙ୍କୁ ସମ୍ମାନ ଭଳି ଗ୍ୟାରେଣ୍ଟି ଦେଇ ବିଜେପି ଜାରି କରିଛି ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର ।
ଆମୀର ସରଫରାଜ, ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା। ଏବେ ତାକୁ କେହି ଅଜ୍ଞାତ ଲୋକ ହତ୍ୟା କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଅଧିକାଂଶ ପ୍ରାର୍ଥୀ ରେଳବାଇରେ ଚାକିରି କରିବା ନେଇ ଆଗ୍ରହ ପ୍ରକାଶ କରନ୍ତି। ଯେଉଁମାନେ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (RRB) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ପକ୍ଷରୁ ଡେବ୍ୟୁ କରିଛନ୍ତି ସମର ଜୋଶେଫ । ନବୀନ ଉଲ୍ ହକ୍ଙ୍କ ବଦଳରେ ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଜୋଶେଫ୍।
ନିର୍ମାତା ସୋସିଆଲ ମିଡିଆରେ 'ଇଣ୍ଡିଆନ୍'ର ଆଶ୍ଚର୍ଯ୍ୟଜନକ ପୋଷ୍ଟର ରିଲିଜ୍ କରିଛନ୍ତି ଯାହା ନିଆଁ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ କେବେ କମଲ ହାସନଙ୍କ 'ଇଣ୍ଡିଆନ୍ ୨' ପ୍ରେକ୍ଷାଳୟକୁ ଆସିବ।
ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଶ୍ରଦ୍ଧା କପୁରଙ୍କ ପରି ଦେଖାଯାଉଥିବା ଏକ ଯୁବତୀଙ୍କ ଝଲକ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା ଯେ ସେହି ସମାନ ହସ ଏବଂ ସମାନ ଲୁକ୍ ଦେଖି ନିଜେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଇସ୍ରାଏଲର ଭାରତୀୟ ଦୂତାବାସ ରବିବାର ଏକ ଆଡଭାଇଜାରୀ ଜାରି କରି ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶାନ୍ତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଅନୁରୋଧ କରିଛି।
ଉଭୟ ଡେରାଡୁନରୁ ଫେରିବା ପରେ ବାହାଦୂରଗଡରର ଫ୍ଲାଟରେ ଆଉ ୫ଜଣ ଟିମ୍ ମେମ୍ୱରଙ୍କ ସହ ଥିଲେ। ଘଟଣା ଘଟିବା ଦିନ ଉଭୟ ଏକ ସୁଟରୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ଆହୁରି କହିଛନ୍ତି ଯେ, ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ।
ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାରଙ୍କ ହତ୍ୟା ଧମକ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।ତାଙ୍କୁ ବ୍ୟକ୍ତିଗତ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି ।ଗତବର୍ଷ ମାର୍ଚ୍ଚରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା।
ଘଟଣା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି ନେତାନ୍ୟାହୁ । ଇରାନର ଆକ୍ରମଣ ପୂର୍ବରୁ ଏନେଇ ଆମେରିକା ଗୁଇନ୍ଦା ମଧ୍ୟ ଇସ୍ରାଏଲକୁ ସୂଚନା ଦେଇଥିଲା।
ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସଂକଳ୍ପ ପତ୍ରରେ ବିଜେପି ଜନମଙ୍ଗଳ, ବିକାଶ ଏବଂ ବିକଶିତ ଭାରତର ରୋଡମ୍ୟାପକୁ ଫୋକସ କରିବ। ଏଥିସହ ଯୁବବର୍ଗ, ମହିଳା, କୃଷକ ଏବଂ ଦାରିଦ୍ର୍ୟ ଦୂର ଉପରେ ମଧ୍ୟ ଦଳ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି। ସଂକଳ୍ପ ପତ୍ରର ଥିମ୍ ରହିବ, ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’।
ରାମ ଭକ୍ତ ହନୁମାନଙ୍କ ପାଖରେ ଅତୁଳନୀୟ ପରିଚାଳନା ଦକ୍ଷତା ରହିଛି। ସମଗ୍ର ରାମଚରିତ ମାନସରେ ଏବଂ ହନୁମାନଜୀଙ୍କୁ ଉତ୍ସର୍ଗୀକୃତ ସୁନ୍ଦରକଣ୍ଡରେ ଏପରି ଅନେକ ଘଟଣା ଉଲ୍ଲେଖ କରାଯାଇଛି, ଯେଉଁଠାରେ ହନୁମାନ ଶକ୍ତି ଏବଂ ବୁଦ୍ଧିର ଏକ ଉତ୍କୃଷ୍ଟ ସନ୍ତୁଳନ ପ୍ରଦର୍ଶନ କରିଛନ୍ତି।
ଆମ୍ବେଦକରଙ୍କ ପୂରା ଜୀବନ ଥିଲା ସଂଘର୍ଷପୂର୍ଣ୍ଣ। ଭାରତର ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଗଠନରେ ତାଙ୍କର ଏକ ଅଦ୍ୱିତୀୟ ଅବଦାନ ରହିଛି। ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଏବଂ ସମାନତା ସମାଜର ନିର୍ମାଣକାରୀ ଥିଲେ।
ବିକ୍ରମାଦିତ୍ୟ ସିମଲା ଗ୍ରାମାଞ୍ଚଳରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି। ଏଥିସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ପୁଅ। ତାଙ୍କର ମଣ୍ଡିରେ ଲୋକପ୍ରୀୟତା ଅଛି ବୋଲି କଂଗ୍ରେସର ଶିର୍ଷକ ନେତା ଅନୁଭବ କରିଛନ୍ତି।
ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ସଂଘ ଲୋକସେବା ଆୟୋଗ(UPSC) ଏହି ଖୁସି ଖବର ନେଇଆସିଛି। ଏନେଇ UPSC ଏକ ବିଜ୍ଞପ୍ତି ଜାରିକରିଛି। ଏହି ନିଯୁକ୍ତି କେନ୍ଦ୍ର ସରକାର ଅଧିନରେ ଥିବାବେଳେ ଏହା ଏକ ସ୍ଥାୟୀ ନିଯୁକ୍ତି।
ମୋଦି ଗେମର୍ସଙ୍କୁ କହିଛନ୍ତି ଯେ, ମୁଁ ନିର୍ବାଚନ ବେଳେ ଯଦି ଏହି ଶବ୍ଦ ବ୍ୟବହାର କରେ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହାକୁ କହୁଛି।
କର୍ଣ୍ଣାଟକ ବିଜେପି ମୁଖ୍ୟ BY ବିଜୟେନ୍ଦ୍ର ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାକୁ କଂଗ୍ରେସ ମଧ୍ୟରେ ଏକ ବୃହତ ସାଂସ୍କୃତିକ ବିଭେଦର ସୂଚକ ବୋଲି ଦର୍ଶାଇଛନ୍ତି।
ବର୍ଣ୍ଣଭିଟା ହେଲ୍ଥ ଡ୍ରିଙ୍କ ତାଲିକାଭୁକ୍ତ ହୋଇପାରିବ ନାହିଁ। ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ସମସ୍ତ ଇ-କମର୍ସ ୱେବସାଇଟ୍ ନିଜ ନିଜର ପ୍ଲାଟଫର୍ମରୁ ବର୍ଣ୍ଣଭିଟା ସହ ଅନ୍ୟ ସମସ୍ତ ପାନୀକୁ ହେଲ୍ଥ ଡ୍ରିଙ୍କ ଶ୍ରେଣୀରୁ ତୁରନ୍ତ ହଟାଇ ଦିଅନ୍ତୁ।
ବଲିଉଡ୍ କିଙ୍ଗ୍ ଶାହରୁଖ ଖାନଙ୍କୁ ଏମିତି ଖାଲି ଖାଲିରେ ଜେଣ୍ଟେଲ୍ମ୍ୟାନ୍ କୁହାଯାଏ ନାହିଁ। ଶାହରୁଖଙ୍କୁ ଅନେକ ସମୟରେ ବହୁତ ସମ୍ମାନର ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିଥାଏ। ଇଣ୍ଡଷ୍ଟ୍ରିର ଜଣେ ନୂତନ କଳାକାର ହୁଅନ୍ତୁ, ତାଙ୍କ ପ୍ରଶଂସକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ, ଶାହରୁଖ ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ଭେଟନ୍ତି।
ଅପରେସନ ମେଘଦୂତର ମୁଖ୍ୟ ଲକ୍ଷ୍ୟ ଥିଲା, ସିଆଚେନରେ ପାକିସ୍ତାନ ସେନା ପୁରାଇ ନ ଦେବା । କାରଣ ଏହି ଅଞ୍ଚଳ ଭାରତର ସାମରିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ।
ଦୀପିକା ପାଦୁକୋନଙ୍କ ସର୍ବଶେଷ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯାହାକୁ ରଣବୀର ସିଂହ କ୍ଲିକ୍ କରିଛନ୍ତି। ଦୀପିକା ଏହି ଫଟୋରେ ଯାହା ଦେଖେଇବାକୁ ଚାହିଁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଲୋକେ ନିଶ୍ଚିତ ଭାବୁଥିବେ ଏତେ ବଡ ସେଲିବ୍ରେଟିଙ୍କ ପୁଣି ଏଭଳି ଅବସ୍ଥା।
ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି ।